Posted inଫୁରସତ

ନୁଡଲ କେକ୍‌

ବିଭିନ୍ନ ପ୍ରକାରର ଆକାର ଓ ସ୍ବାଦର କେକ୍‌ ଦେଖିଥିବେ ଓ ଖାଇଥିବେ ବି। ହେଲେ ଇଣ୍ଡୋନେସିଆର ବେକେରି ଟଟ୍‌ ଅ’ ଯେଉଁ କେକ୍‌ ତିଆରି କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କେକ୍‌ ଦେଖିବାକୁ ଯେମିତି ସ୍ବାଦିଷ୍ଟ ଖାଇବାକୁ ବି ସେମିତି। ହେଲେ ଏହାକୁ ଖାଇଲେ ଆପଣଙ୍କ ପାଟି ମିଠା ହେବ ନାହିଁ। କିନ୍ତୁ ଏକ ନିଆରା ସ୍ବାଦ ପାଇବେ। କାରଣ ଏହା ଇନ୍‌ଷ୍ଟାଣ୍ଟ ନୁଡଲ୍‌ରେ ତିଆରି। ତିନି ଥାକ ବିଶିଷ୍ଟ ଏହି କେକ୍‌ରେ ସୁଇଟ୍‌ ସ୍ପଞ୍ଜ, ସୁଇଟ୍‌ କ୍ରିମ୍‌ ଓ ଟପିଂସ୍‌ ବ୍ୟବହାର ହୋଇନାହିଁ। ବରଂ ନୁଡଲ୍ସ, ଚିକେନ୍‌, ନଡିଆ କ୍ଷୀର, ମିଟ୍‌ ବଲ୍ସ, ସଲ୍ଟେଡ୍‌ କ୍ୟୁଟଲ୍‌ ଫିଶ୍‌ ଆଦି ବ୍ୟବହାର ହୋଇଛି। ବିବାହ ହେଉ କି ଜନ୍ମଦିନ ଇଣ୍ଡୋନେସିଆରେ ଏହି କେକ୍‌ର ଚାହିଦା ବହୁତ। ୨୦୧୭ରୁ ଇଣ୍ଡୋନେସିଆର ଉକ୍ତ ବେକେରି ନୁଡଲ୍ସର ଏହି କେକ୍‌ ପ୍ରସ୍ତୁତ କରୁଛି। ଜାକର୍ତ୍ତା ପୋଷ୍ଟରେ ଏହି କେକ୍‌ର ଫଟୋ ପୋଷ୍ଟ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri