ନିଲାମ ହେବ ଆଇନ୍ଷ୍ଟାଇନଙ୍କ ପିଲାଦିନର ଖେଳନା
ନ୍ୟୁୟର୍କ: ଆର୍ଲବଟ ଆଇନ୍ଷ୍ଟାଇନଙ୍କ ପିଲାଦିନର ପ୍ରିୟ ଖେଳନା ମୋଜାଇକ୍ ପର୍ଲ ଗେମ୍ ଆସନ୍ତା ମାସରେ ନିଲାମ ହେବ। ଏହା ୬୦ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୨.୯୨ ଲକ୍ଷ ଟଙ୍କାରେ ନିଲାମ ହେବ। ଏହି ଖେଳନାରେ ୫୨୦ଟି ରଙ୍ଗୀନ ମୋତି…
୩୦ ମିନିଟ୍ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର
କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍ ଅଧିକ। ଆଖି ନ ଥାଇ ସ୍ବପ୍ନକୁ ସାକାର କରିଛନ୍ତି ଜଣେ ଦିବ୍ୟାଙ୍ଗ ବାଳକ। ତାଙ୍କର ଚକ୍ଷୁ ନ…
ଝିଟିିପିଟିର ଜୀବନ ବଞ୍ଚାଇ ରାତାରାତି ଷ୍ଟାର ପାଲଟିଲେ ଏହି ବ୍ୟକ୍ତି
ଏକ ଝିଟିପିଟିର ଜୀବନ ବଞ୍ଚାଇ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି। ତାଙ୍କୁ ଏବେ ଚାରିଆଡୁ ବାଃ ବାଃ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଏକ ବାର୍ରେ ବସି ମଦ୍ୟପାନ କରୁଥିବାବେଳେ ହଠାତ୍ ତାଙ୍କ ଗ୍ଲାସରେ…
ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ
ମସ୍କୋ: ଋଷିୟାନ୍ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଏମିତି କିଛି ପ୍ଲାନିଂ କଲେ ଯେଉଁଥିରେ…
୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେରୁ ଦିଲ୍ଲୀ ହସ୍ପିଟାଲରେ ପ୍ରତିରୋପଣ ପାଇଁ ପହଞ୍ଚିଲା ହୃଦୟ: ମହିଳାଙ୍କୁ ମିଳିଲା ନୂଆ ଜୀବନ
ନୂଆଦିଲ୍ଲୀ,୧୯।୨: ମାତ୍ର ୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେର ରୁବି ହଲ୍ କ୍ଲିନିକ୍ରୁ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ପ୍ରତିରୋପଣ ପାଇଁ ହୃଦୟ ପହଞ୍ଚିଛି। ଏହାପରେ ଡାକ୍ତରୀ ଦଳଙ୍କ ଦ୍ୱାରା ଏହାକୁ ୩୪ ବର୍ଷ ବୟସ୍କା ଜଣେ ମହିଳାଙ୍କଠାରେ ସଫଳତାର…
୪୦ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ
ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ର ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏପରିସ୍ଥଳେ ଥାଇଲାଣ୍ଡର ବ୍ୟାଙ୍କକରେ ଥିବା ଏକ ବୌଦ୍ଧ ବିହାରରେ ବାସ କରୁଥିବା କେତେକ…
ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ
ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରୁ ସି.ଆଇ. ସିବାସୁବ୍ରମଣ୍ୟନ୍ ନାମକ ଏହି ବୃଦ୍ଧ ଜଣକ ପବ୍ଲିକ୍…
ବୋମା ଫୁଟିଲେ ୪ ବର୍ଷର ଝିଅକୁ କାହିଁକି ହସାଉଛନ୍ତି ବାପା…..
ଦକ୍ଷିଣ ସିରିଆର ଟର୍କିଶ୍ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍ରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ…
ଆଇସୋଲେଶନ୍ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ
ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ଓ ଘରକୁ ଫେରିବା ଖୁସିରେ ସେମାନେ ଉକ୍ତ କ୍ୟାମ୍ପରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି…
ବେକାର ଯୁବକଙ୍କ ବିବାହ ବିଜ୍ଞାପନ: ମନରେ ଦେଶଭକ୍ତି ଥିବା କନ୍ୟା ଆବଶ୍ୟକ
ନୂଆଦିଲ୍ଲୀ,୧୮।୨: ବିବାହ ପାଇଁ କେତେକ ଭଲ ବର ଏବଂ କନ୍ୟା ଲାଗି ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନରେ ବର ଅବା କନ୍ୟାଙ୍କ ବିଷୟରେ ବିବରଣୀ ଦିଆଯିବା ସହିତ ଆବଶ୍ୟକ ହେଉଥିବା ବର ତଥା କନ୍ୟାଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଥାଏ। ଏହାକୁ ଏକ…
ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା
ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା ଫ୍ରେକଲ୍ ବଟ୍ ଫେଡ୍ ସହିତ ବିମାନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଛନ୍ତି। ଏବେ ଏହାକୁ…
ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ
ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ ଅଫ୍ ଦି ଡେଡ୍’। ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ…

