Posted inଫୁରସତ

ରଙ୍ଗିନ ବାଦଲ

ସାଇବେରିୟାର ଉଚ୍ଚତମ ଶୃଙ୍ଗ ବେଲୁଖା ପର୍ବତ। ନିକଟରେ ଏହି ପର୍ବତର ଉପରିଭାଗରେ ଦେଖିବାକୁ ମିଳିଥିଲା ଏକ ଚମତ୍କାର ଦୃଶ୍ୟ। କିଛି ରଙ୍ଗିନ ବାଦଲ ଏହି ପର୍ବତର ଶିଖର ଦେଶରେ ଭାସମାନ ହୋଇ ଏକ ଦିବ୍ୟ ପରିବେଶ ସୃଷ୍ଟି କରୁଥିଲା। ଆଉ ଉକ୍ତ ଦୃଶ୍ୟକୁ ଶ୍ୱେତଲାନା କାଜିନା ନାମ୍ନୀ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ସାବୁନ୍‌ ଫେଣର ଫୋଟକା ବା ପାଣି ଉପରେ ତେଲ ଭାସମାନ ହେଲେ ଯେଉଁଭଳି ରଙ୍ଗିନ ଦୃଶ୍ୟ ଦେଖିବାକୁ ମିଳେ, ଠିକ୍‌ ସେହିଭଳି ଥିଲା ସେହି ବାଦଲ୍‌ର ରଙ୍ଗ। ଶିଖର ଦେଶରେ ପବନର ବେଗ ବି ଅଧିକ ଥିବାରୁ ସେହି ବାଦଲ ଭିନ୍ନ ଭିନ୍ନ ଆକାର ନେଉଥିଲା। ଆଉ ସେହି ବାଦଲ ବହୁତ ପତଳା ବି ଥିଲା। ତେଣୁ ତାହା ବେଶ୍‌ ଆକର୍ଷକ ଲାଗୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?