୫ କ୍ୟାରେଟ୍ ହୀରା ମୁଦି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପ୍ରଭାବିତ କରିପାରି ନ ଥିଲେ ରାଜ୍: ଜାଣନ୍ତୁ କାହିଁକି…
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍ ଅଛନ୍ତି। ତେଣୁ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ। ଏବେ ଏହି ଯୋଡିଙ୍କ ପ୍ରପୋଜ…
ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ
ପାଟନା,୧୫।୧୦: ବଲିଉଡ୍ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଲଭ୍ ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ପାଟନା…
ମୁଁ ରୋଗଗ୍ରସ୍ତ ନୁହେଁ: ସଞ୍ଜୟ ଦତ୍ତ
ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ଗତ ଅଗଷ୍ଟ ମାସରେ କ୍ୟାନସରରେ ପୀଡ଼ିତ ହୋଇଥିବା ସୂଚନା ମିଳିଥିଲା । ଫୋର୍ଥ ଷ୍ଟେଜ୍ କ୍ୟାନସରରେ ପୀଡ଼ିତ ହେବାପରେ ତାଙ୍କର ମୁମ୍ବାଇରେ ଚିକିତ୍ସା ମଧ୍ୟ ଚାଲିଥିଲା । ଏବେ ସେ ସୁସ୍ଥ ଅଛନ୍ତି ।…
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବଲିଉଡର ଏହି ଅଭିନେତା: ସାହାଯ୍ୟ ପାଇଁ ଅନୁରୋଧ କଲେ ପୂଜା ଭଟ୍ଟ
ବଲିଉଡ ଅଭିନେତା ଫରାଜ ଖାନ୍ ବର୍ତ୍ତମାନ ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆ ଯୋଗୁ ସେ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି। ଏପରିସ୍ଥିତିରେ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପୂଜା ଭଟ୍ଟ ଫରାଜଙ୍କ…
ନିଜର ଏହି ଭୁଲ ପାଇଁ କ୍ୟାମେରାକୁ ଦେଖି ଲୁଚିଲେ ଶିଳ୍ପା ଶେଟ୍ଟୀ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଉଠିବା ପରେ ଏବେ ସବୁଆଡେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କାମରେ ଘରୁ ବାହାରକୁ ବାହାରିଲେଣି। ଏହିପରି ଅଭିନେତ୍ରୀ ଶିଳ୍ପା…
ଅତିଥି ଚରିତ୍ର ପାଇଁ ବଲିଉଡ୍ର ସବୁଠାରୁ ଦାମୀ ଅଭିନେତ୍ରୀଙ୍କ ଫିସ୍ଠାରୁ ୭ କୋଟି ଅଧିକ ନେଉଛନ୍ତି ଏହି ଅଭିନେତା
ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍ର ସବୁଠାରୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରଜେକ୍ଟ ରହିଛି। ଏଥିରେ ଆନନ୍ଦ ଏଲ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତରଙ୍ଗ ରେ’ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ର ଅତିଥି…
୨୦ କିଲୋ ଓଜନ ବଢାଇଥିଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଚଳଚ୍ଚିତ୍ର ଥାଲାଇଭିର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ ଲୁକ ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ୨୦ କିଲୋ…
ଜୀବନ ମୋ ହାତରୁ ଚାଲିଗଲା: ଏପରି କାହିଁକି କହିଲେ ସୋନୁ ସୁଦ
ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କର ପ୍ରିୟ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ନିଜ ମା’ଙ୍କର ଖୁବ୍ ନିକଟତର ଥିଲେ। ଏ କଥା ସେ ଅନେକ ସାକ୍ଷାତକାରରେ କହିସାରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କର ସବୁଠାରୁ…
କ୍ରିକେଟ ଖେଳୁଛନ୍ତି ତୈମୁର: ମା’ କରୀନା କହିଲେ ଏମିତି
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବାରୁ କରୀନା ସୋସିଆଲ ମିଡିଆରେ ନିଜର ଭାବନା ସବୁ ସମୟରେ ବାଣ୍ଟୁଛନ୍ତି।…
କିଛିମାସର ବ୍ୟବଧାନ ପରେ ଏକାଠି ନଜର ଆସିଲେ ଦିଶା-ଟାଇଗର
ବଲିଉଡର ଆକର୍ଷଣୀୟ ଯୋଡ଼ି ଅଭିନେତ୍ରୀ ଦିଶା ପଟାନି ଓ ଅଭିନେତା ଟାଇଗର ସ୍ରଫ କିଛି ମାସର ବ୍ୟବଧାନ ପରେ ଏକାଠି ନଜର ଆସିଛନ୍ତି। ଉଭୟଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଦେଖିବାକୁ ମିଳିଛି। ଦିଶା ଏକ ଓଭର ସାଇଜ ପ୍ଲାଣ୍ଟ ଓ ଧଳା ଟି-ସାର୍ଟରେ…
କରୋନାକୁ ହରାଇଲେ ଗୁରମିତ-ଦେବୀନା
ଟେଲି ଧାରା ବାହିକର ସବୁଠୁ ଚର୍ଚ୍ଚିତ ଯୋଡି ଗୁରମିତ ଚୌଧୁରୀ ଏବଂ ଦେବୀନା ବାନାର୍ଜି କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଉଭୟେ ମଙ୍ଗଳବାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଗୁରମିତ ନିଜର ପୋଷା…
ରିଆଙ୍କୁ ସମର୍ଥନ କରି ଟୁଇଟ୍ କଲେ ରିତେଶ
ମୁମ୍ବାଇ: ବଲିଉଡ୍ରେ ଏବେ ଡ୍ରଗ୍ସ ମାମଲାକୁ ନେଇ ଲାଗି ରହିଛି ଆଲୋଚନା ସମାଲୋଚନା । ବଡବଡ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଦି ମଧ୍ୟ ଏହି ମାମଲା ଭିତରକୁ ଚାଲି ଆସୁଥିବା ଦେଖାଯାଇଛି । ନିକଟରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି ଏହି ମାମଲରେ…
Archives


