ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ପାଟନା,୧୫।୧୦: ବଲିଉଡ୍‌ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍‌ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଲଭ୍‌ ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ପାଟନା ସାହିବ ସଂସଦୀୟ ଆସନରୁ ଶତ୍ରୁଘ୍ନ ସିହ୍ନା ଭାଜପା ଟିକେଟରୁ ଦୁଇଥର ନିର୍ବାଚନ ଜିତିଥିଲେ। କିନ୍ତୁ ଗତ ଲୋକ ସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ। ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମଥର ଏମିତି ପୋଷ୍ଟ କଲେ ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର ପ୍ରାୟ ମାସ ବିତିବାକୁ ଯାଉଛି, କିନ୍ତୁ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଗ ବସ...

ଖିଲାଡି ହିରୋଙ୍କ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। କାରଣ ଫିଲ୍ମରେ ଅକ୍ଷୟ ଏକ ଭିନ୍ନ ଶୈଳୀରେ ଜନର...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

ମୋଦିଙ୍କ ପ୍ରଶଂସାରେ ଶତମୁଖ ଦୀପିକା

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ନିକଟରେ ଅଯୋଧ୍ୟା ଯାଇ ରାମ...

ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ...

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍‌, ଦର୍ଶକ କହିଲେ ‘ବ୍ଲକ୍‌ବଷ୍ଟର…

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ...

ଅନମୋଲ ଅମ୍ବାନୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ...

Advertisement
Archives

Model This Week