ମୁଁ ରୋଗଗ୍ରସ୍ତ ନୁହେଁ: ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ଗତ ଅଗଷ୍ଟ ମାସରେ କ୍ୟାନସରରେ ପୀଡ଼ିତ ହୋଇଥିବା ସୂଚନା ମିଳିଥିଲା । ଫୋର୍ଥ ଷ୍ଟେଜ୍ କ୍ୟାନସରରେ ପୀଡ଼ିତ ହେବାପରେ ତାଙ୍କର ମୁମ୍ବାଇରେ ଚିକିତ୍ସା ମଧ୍ୟ ଚାଲିଥିଲା । ଏବେ ସେ ସୁସ୍ଥ ଅଛନ୍ତି । କିନ୍ତୁ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି । ତେଣୁ ତାଙ୍କ ସମ୍ପର୍କରେ ଏଭଳି ଖବର ପ୍ରଚାର ପ୍ରସାର ନ କରାଯାଉ । ଏହା କହିବା ପରେ ସଞ୍ଜୟ ବହୁତ ହସୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ସଞ୍ଜୟ ଦତ୍ତ ବିଦେଶରୁ ଫେରି ପୁଣିଥରେ ମୁମ୍ବାଇରେ ଚିକିତ୍ସିତ ହୋଇ ହସ୍ପିଟାଲରୁ ବାହାରକୁ ବାହାରିବା ପରେ କ୍ୟାମେରା ଫ୍ରେମରେ କଏଦ ହୋଇ ଯାଇଥିଲେ । ଏହି ସମୟରେ ତାଙ୍କ ଶରୀର ଅତି ରୁଗ୍‌ଣ ଦେଖାଯାଉଥିଲା । ସେ ହାତରେ ମାସ୍କ ମଧ୍ୟ ଧରିଥିବା ଦେଖାଯାଇଥିଲା । ଆଉ ଏହାକୁ ଦେଖିବା ପରେ ସଞ୍ଜୟ ଚିକିତ୍ସିତ ହୋଇ ଫେରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

ଏବେ ଆକ୍ସନ ଫିଲ୍ମ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ...

ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍‌

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି...

ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ

ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି...

‘ଦ କଶ୍ମୀର ଫାଇଲ୍ସ’: ୭୦୦ରୁ ଅଧିକ ପୀଡ଼ିତ ପରିବାରଙ୍କ କାହାଣୀ..

ମୁମ୍ବାଇ,୧୦।୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଫିଲ୍ମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ।...

ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ।...

ବିଚ୍ଛେଦ ପୂର୍ବରୁ ନାଗାଙ୍କ ସହ ରହୁଥିବା ଘର କିଣିଲେ ସାମନ୍ଥା, ଦାମ୍‌ ଜାଣିଲେ…

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା...

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର...

Advertisement
Archives

Model This Week