୫ କ୍ୟାରେଟ୍‌ ହୀରା ମୁଦି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପ୍ରଭାବିତ କରିପାରି ନ ଥିଲେ ରାଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍‌ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍‌ ଅଛନ୍ତି। ତେଣୁ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ। ଏବେ ଏହି ଯୋଡିଙ୍କ ପ୍ରପୋଜ ଏବଂ ବିବାହ ବିଷୟରେ ଏକ କଥା ସାମ୍ନାକୁ ଆସିଛି।
ରାଜ ଅନେକ ଥର ଶିଳ୍ପାକୁ ଦାମୀ ଉପହାର ଦେଇଛନ୍ତି। ତାହା ମହଙ୍ଗା ଗାଡି ହେଉ ଅବା ଡ୍ରେସ। କିନ୍ତୁ ଶିଳ୍ପାଙ୍କୁ ବିବାହ ପୂର୍ବରୁ ସବୁଠାରୁ ବଡ଼ ସରପ୍ରାଇଜ୍‌ ମିଳିଥିଲା। ଏହି ସମୟ ତାଙ୍କ ପାଇଁ ସବୁଠାରୁ ଖାସ୍‌ ମଧ୍ୟ ଥିଲା। ରାଜ ଶିଳ୍ପାଙ୍କୁ ପ୍ରପୋଜ କରିବା ପାଇଁ ୫ କ୍ୟାରେଟର ଏକ ହୀରା ମୁଦି ଦେଇଥିଲେ। ଖାଲି ସେତିକି ନୁହେଁ ଏକ ପୁରା ହଲ୍‌କୁ ସେ ବୁକ୍‌ କରି ଦେଇଥିଲେ। ମାତ୍ର ଶିଳ୍ପାଙ୍କୁ ଏହିସବୁ ଅଜବ ଲାଗିଥିଲା। ମାତ୍ର ୫ କ୍ୟାରେଟର ମୁଦି ବୋଲି ସେ ଅନୁଭବ କରିଥିଲେ। ତେଣୁ ସେ ହଁ କରିବାକୁ କିଛି ସମୟ ନେଇଥିଲେ। ତେବେ ଏହାର କିଛି ସମୟ ପରେ ରାଜ ତାଙ୍କୁ କହିଥିଲେ ବିବାହ ମୁଦି ଏହାଠାରୁ ବଡ଼ ହେବ। ଏହାପରେ ରାଜ, ଶିଳ୍ପାଙ୍କ ଲଭ୍‌ ଲାଇଫ୍‌ ଆଗକୁ ବଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ...

କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍‌ର ଏହି ଭିଡ଼ିଓରେ ସୋନାକ୍ଷୀ...

୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର...

ବଲିଉଡ୍‌ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ମୁମ୍ବାଇ,୧୧।୭: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା...

କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ...

ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌...

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ମୁମ୍ବାଇ, ୧୭।୧୨: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ...

ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ ଭଉଣୀ ପାଇଁ ତିଆରି କଲେ କେକ୍‌

ମା’ ହେବାର ଅନୁଭବ ସବୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର। ଅଧିକାଂଶ ମହିଳା ସେମାନଙ୍କର ପ୍ରଥମ ସନ୍ତାନ ଭାବେ ପୁଅ ଚାହିଁଥାନ୍ତି। ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା...

Play 250+ Trending Games
Archives

Model This Week

Why Dharitri