ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା
ବଲିଉଡ୍ର କିଙ୍ଗ୍ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ ଜନ୍ମଦିନରେ ଏକ ନିହାରା ଉପହାର ଦେଇଛନ୍ତି ଅଭିନେତ୍ରୀ ଜୁହି ଚାଓ୍ବାଲା। ଏହି ସ୍ବତନ୍ତ୍ର ଦିନକୁ…
ଶୁଟିଂ ସେଟ୍ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍ ହୋଇଥିଲା ଏହି ଫିଲ୍ମ
ମୁମ୍ବାଇ: ବଲିଉଡ୍ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍, ସଲମାନ୍ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍ନା ଅପ୍ନା’ସହିତ ଜଡ଼ିତ…
ଶାହାରୁଖ୍ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି
ବଲିଉଡ୍ ବାଦ୍ଶାହା ଶାହାରୁଖ୍ ଖାନ୍ଙ୍କର ଆଜି ଅର୍ଥାତ୍ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍ଙ୍କ ଏହି ଖାସ୍ ଦିନରେ ତାଙ୍କୁ ନେଇ ଏକ ରୋଚକ କଥା ଜାଣିବା। ୧୭ ବର୍ଷ…
ହିନ୍ଦୀ କି ଇଂରାଜୀ ନୁହେଁ, କେବଳ ଏହି ଭାଷା ବୁଝେ କମେଡି କିଙ୍ଗ୍ଙ୍କ ଝିଅ
ମୁମ୍ବାଇ: କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମର ଲୋକଙ୍କୁ ହସାଉଥିବା କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତି। କପିଲଙ୍କୁ ହସର ରାଜା ବୋଲି କୁହାଯାଏ। ବୋଧହୁଏ ଏପରି ଲକ୍ଷଣ ମଧ୍ୟ ତାଙ୍କ ଝିଅଠାରେ ପ୍ରକାଶ…
ଫୁଲର ନାଁ ଐଶ୍ୱର୍ଯ୍ୟା ରାୟ, ଜାଣନ୍ତୁ କାହିଁକି
ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍ଙ୍କ ଲୋକପ୍ରିୟତା ରହିଛି। ଖାସ୍ ଏଥିପାଇଁ ନେଦରଲାଣ୍ଡର କୁକେନହଫ୍ ଗାର୍ଡେନରେ ଏକ ଫୁଲର ନାମ ଐଶ୍ୱର୍ଯ୍ୟା ରାୟ ଦିଆଯାଇଛି।…
କରୋନାରୁ ରକ୍ଷା ପାଇଁ ପିପିଇ କିଟ୍ ପିନ୍ଧିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏୟାରପୋର୍ଟରେ ଦେଲେ ପୋଜ୍
ମହାମାରୀ କରୋନା ମଧ୍ୟରେ ଯାତ୍ରା କରିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଯାତ୍ରା ସମୟରେ ଲୋକମାନେ ଭୟ ଅନୁଭବ କରୁଛନ୍ତି। ବଲିଉଡ୍ କଳାକାରଙ୍କ ମଧ୍ୟରେ ବି ସେମିତି କିଛି ଦେଖିବାକୁ ମିଳୁଛି। ସମସ୍ତ କଳାକାରମାନେ ସୁରକ୍ଷାର ସହ ଯାତ୍ରା କରିବାକୁ…
ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍ ଦାନ କରିବେ ପ୍ରଶଂସକ
ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ବେଶ୍ ସ୍ବତନ୍ତ୍ର। ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର…
ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା
ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍ କେବଳ ଅଭିନୟରେ ନୁହେଁ ପ୍ରେମରେ ମଧ୍ୟ ସଫଳ ହୋଇଛନ୍ତି। ଶାହରୁଖ ପିଲାଦିନର ବନ୍ଧୁ ଗୌରୀଙ୍କୁ ବିବାହ କରିଥିଲେ।…
ନିୟମ ଭାଙ୍ଗିଲେ ଅମିର
ବଲିଉଡ୍ ଅଭିନେତା ଅମିର ଖାନ ଏବେ ଆଗାମୀ ଫିଲ୍ମ ଲାଲ ସିଂ ଚଢାର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ସେ ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ଶୁଟିଂ କରୁଥିଲେ। ସେଠାରେ ଅମିର ଥିବା ଖବର ପାଇ ପ୍ରଶଂସକମାନେ…
ସଫଳ ଅଭିନେତା ହେବାର ଲକ୍ଷ୍ୟ
ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ ନିଶାରେ ପରିଣତ ହୋଇଥିଲା। ଅବସର ସମୟ ପାଇଲେ ସେ ରଙ୍ଗମଞ୍ଚରେ ନାଟକ ଦେଖିବାକୁ ପହଞ୍ଚତ୍…
ସେହି ଚାରି ବର୍ଷ…
ଥରେ ମନେପକାନ୍ତୁ ନା ସୁପରଡୁପର ହିଟ୍ ଫିଲ୍ମ ‘ବାହୁବଲୀ’କୁ। ଏହି ଫିଲ୍ମଟି ପ୍ରଭାସଙ୍କୁ କେତେ ମାଇଲେଜ ଦେଇଥିଲା ତାହା କହିବା ବାହୁଲ୍ୟ। ହେଲେ ଫିଲ୍ମ ଶୁଟିଂ ପୂର୍ବରୁ ଏବଂ ସେ ସମୟରେ ପ୍ରଭାସ ଯେଉଁ ପରିଶ୍ରମ କରିଥିଲେ ସେହି ସ୍ମୃତିଗୁଡିକୁ ଆଜି…
ଅପେକ୍ଷାର ଫଳ ମିଠା
କଥାରେ ଅଛି ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ବେଶ୍ କିଛି ମାସ ଅପେକ୍ଷା କରିବା ପରେ କେମିତି ସେ ଖୁସିରେ ଉଛୁଳୁଛନ୍ତି। କାରଣ କ’ଣ ଜାଣନ୍ତି ? ଯେଉଁ ସିନେମାକୁ ନେଇ ସେ କେତେ ସ୍ବପ୍ନ ଦେଖିଥିଲେ ତାହା ଶେଷରେ ରିଲିଜ…
Archives


