ମନୋରଞ୍ଜନ

ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିବେ ସଞ୍ଜନା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘି ଆଦିତ୍ୟ ରୟ କପୁରଙ୍କ ସହ ଫିଲ୍ମ ‘ଓମ ଦ ବ୍ୟାଟେଲ’ରେ ନଜର ଆସିବେ ବୋଲି ଜଣାପଡିଛି ।…

ପୌରାଣିକ ଧାରାବାହିକ: ବଢ଼ୁଛି ଆଦର

ଘରେ ବସି ମନୋରଞ୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟେଲିଭିଜନ୍‌। ଦିନ ଥିଲା, ଖବର ଜାଣିବାକୁ ହେଉ ଅବା ଗୀତ-ନାଟକ ଶୁଣିବାକୁ ରେଡିଓ ଉପରେ ନିର୍ଭର କରିବାକୁ ପଡୁଥିଲା। ତା’ପରେ ଆସିଲା ଦୂରଦର୍ଶନ। ଏବେ ଅନେକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ରାଗିଥିଲେ ଭାଇଜାନ୍‌

ବଲିଉଡ୍ର ସୁପରଷ୍ଟାର ହେଉଛନନ୍ତି ଭାଇଜାନ୍‌ ସଲମାନ ଖାଁ । ମାତ୍ର ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ତାଙ୍କର ରହିଛି ଅନେକ ରୋଚକ କାହାଣୀ ରହିଛି। ଜାଣନ୍ତୁ ସେ ସମ୍ପର୍କରେ … ସଲମାନ ଫିଲ୍ମ ‘ବିବିି ହୈ ତୋ ଏସି’ରେ ବଲିଉଡରେ ପାଦ…

ପୁଅ ସଲମାନଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲେ ବାପା, ଜାଣନ୍ତୁ କାହିଁକି…

ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ତଥା ସଲମାନ ଖାଁଙ୍କ ପିତା ସଲିମ ଖାଁଙ୍କ ଜନ୍ମ ଦିନ ୨୪ ନଭେମ୍ବରରେ । ବର୍ତ୍ତମାନ ତାଙ୍କୁ ୮୫ ବର୍ଷ। ସଲମାନ ତାଙ୍କ ପିତାଙ୍କ ଅତି ନିକଟତର। ତଥାପି, ସେ ତାଙ୍କ ପିତାଙ୍କୁ ଭୟ କରନ୍ତି…

ସଲମାନ୍‌ଙ୍କ ପାଇଁ ସ୍କୁଲରେ ଦଣ୍ଡ ଭୋଗିଥିଲେ ବାପା ସଲିମ: ଜାଣନ୍ତୁ କାହିଁକି….

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ବାପା ତଥା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସ୍କ୍ରିପ୍ଟ ରାଇଟର ସଲିମ ଖାନ୍‌ ଇତିମଧ୍ୟରେ ୮୫ ବର୍ଷର ହୋଇଯାଇଛନ୍ତି। ୨୪ ନଭେମ୍ବର, ୧୯୩୫ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲିମଙ୍କର ଆଜି ହେଉଛି ଜନ୍ମଦିନ। ୧୯୬୪ ମସିହାରେ…

ପରଲୋକରେ ଟେଲି ଅଭିନେତା

ମୁମ୍ବାଇ,୨୪।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ସିରିୟଲ୍‌ ଜଗତ ପାଇଁ ଏକ କଳାବର୍ଷ ପାଲଟିଛି। ୨୦୨୦ କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଂଶକଙ୍କଠାରୁ ଛଡ଼ାଇନେଇଛି। ଇତିମଧ୍ୟରେ ଜଣାଶୁଣା ଟେଲି ଅଭିନେତା ତଥା ‘ସସୁରାଲ ସିମର କା’ ଫେମ୍‌…

କର୍କଟରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସିଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଚିକିତ୍ସିତ ହେଉଥିବା ତାମିଲନାଡୁର…

ସୋନୁଙ୍କୁ ଭେଟିବା ପାଇଁ ସାଇକେଲରେ ବିହାରରୁ ମୁମ୍ବାଇ…

ପାଟଣା, ୨୩।୧୧-ପ୍ରବାସୀମାନଙ୍କ ପାଇଁ ଲକ୍‌ଡାଉନ ସମୟରେ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ବିହାରରୁ ସାଇକେଲ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ନାଁ ଅରମାନ। ମୁମ୍ବାଇରେ ସୋନୁଙ୍କୁ ଭେଟିବା ସହ ଧନ୍ୟବାଦ…

ବେବି ବମ୍ପ ସହିତ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଫଟୋ: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ବେବି ବମ୍ପ ସହିତ ତାଙ୍କର ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି। ଏହି…

ଏହି ପ୍ରସିଦ୍ଧ ଅଭିନେତାଙ୍କ ସହ ନୂଆ ଫିଲ୍ମ ଶୁଟିଂ କରୁଛନ୍ତି ଦୀପିକା: ବକ୍ସ ଅଫିସ୍‌ରେ ସୁପର ହିଟ୍‌ ଯୋଡି ଭାବେ ଜଣାଶୁଣା

ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କିଛି ଦିନ ପୂର୍ବରୁ ଶକୁନ ବତ୍ରାଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ଅଭିନେତା ଶାହରୁଖ ଖାଁଙ୍କ ସହ ଫିଲ୍ମ ‘ପଠାନ’ର ଶୁଟିଂ ଆରମ୍ଭ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ…

ଗୁଗୁଲର ନ୍ୟାଶନାଲ୍‌ କ୍ରଶ୍‌ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ ଫିଲ୍ମର ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସେ କନ୍ନଡ, ତାମିଲ ଏବଂ ତେଲ୍‌ଗୁ ଫିଲ୍ମରେ ଅଭିନୟ କରି ସର୍ବଦା ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସମ୍ପ୍ରତି ରଶ୍ମିକାଙ୍କୁ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଦ୍ୱାରା ୨୦୨୦ରେ…

ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ରହିଛି କୌତୁକିଆ ଡାକନାମ

ବଲିଉଡ୍‌ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ କେଉଁ ନାମରେ ଡାକନ୍ତି… ଐଶ୍ୱର୍ଯ୍ୟା ରାୟ : ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଏକ ସୁନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?