ଗର୍ଭାବସ୍ଥାର ସପ୍ତମ ମାସରେ ବି କାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଭ୍ୟାନିଟି ଭ୍ୟାନରୁ ଆସିଲେ ନଜର
ପ୍ରଡ୍ୟୁସର ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ୭ ମାସ ଚାଲିଥିବା ବେଳେ ସେ ଶୁଟିଂ ସେଟ୍କୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ପୂର୍ବ ନିର୍ଦ୍ଧାରିତ କାମ ସାରିବାକୁ ମନ ବଳାଇଛନ୍ତି। ସରୋଗେସିକୁ…
ଡାକ୍ତରାଣୀଙ୍କୁ ବିବାହ କଲେ ପ୍ରଭୁଦେବା
ମୁମ୍ବାଇ,୨୨।୧୧-ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ସାଉଥ କୋରିଓଗ୍ରାଫର ପ୍ରଭୁଦେବା। ମୁମ୍ବାଇ ଜଣେ ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ତାଙ୍କ ନାଁ ହିମାନୀ। ସେ ମୁମ୍ବାଇରେ ରୁହନ୍ତି। ଏ ନେଇ ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ ନିକଟରେ ଏକ ସାକ୍ଷାତକାରରେ…
ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ। କରୋନା ଯୋଗୁ ଗତ କିଛି ମାସରୁ ସମସ୍ତ ଫିଲ୍ମ ଶୁଟିଂ ବନ୍ଦ ରହିଥିବା…
ସୁହାନାଙ୍କ ମିରର ସେଲ୍ଫି
ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁ ଓ ପତ୍ନୀ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଲକ୍ଷେ ଦିଲର ଧଡକନ୍ ପାଲଟି ଯାଇଛନ୍ତି । ଯଦିଓ ସେ ଏପର୍ଯ୍ୟନ୍ତ ବଲିଉଡ୍ରେ ଡେବ୍ୟୁ କରି ନାହାଁନ୍ତି ତଥାପି ତାଙ୍କୁ ନେଇ ଆଜିକାଲି…
ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍ରେ ରହିବେ ଭାରତୀ-ହର୍ଷ
ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ କୋର୍ଟ ଡିସେମ୍ବର ୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪ ଦିନିଆ ବିଚାର ବିଭାଗୀୟ ଅଦାଲତକୁ ପଠାଇ…
ଚାଲିଛି ନାୟିକା ଖୋଜା
‘ବାହୁବଲୀ’ ଫେମ୍ ପ୍ରଭାସ ଏବଂ ସୈଫ ଅଲ୍ଳୀ ଖଁା ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ହେଲା ‘ଆଦିପୁରୁଷ’। ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି। ହେଲେ ପ୍ରଭାସ ଏବଂ ସୈଫଙ୍କ ସହ ନାୟିକା ଭାବରେ…
ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମ ରୋଜଗାରରେ କ’ଣ କରିଥିଲେ ଜାଣନ୍ତୁ
ଅଭିନେତା ସବ୍ୟସାଚୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ସମ୍ବଲପୁରର ବୁର୍ଲାଠାରେ ମୋ ଜନ୍ମ। ହେଲେ ଚାକିରି କ୍ଷେତ୍ରରେ ବାପାଙ୍କ ବଦଳି ଯୋଗୁ ସ୍କୁଲ୍ ଶିକ୍ଷା ମୋର ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ସରକାରୀ…
ଭାଗ୍ୟକୁ ନିନ୍ଦୁଛନ୍ତି କିଆରା
ନିକଟରେ ତାଙ୍କୁ କେତୋଟି ଭଲ ଅଫର ମିଳିଥିଲା। ହେଲେ ସେଗୁଡ଼ିକୁ ହାତଛଡ଼ା କଲେ କିଆରା ଆଡଓ୍ବାନୀ। ଏବେ ତ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ୟା ଭିତରେ ତାଙ୍କୁ ଦୁଇଟି ନୂଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା।…
୧୫ ଘଣ୍ଟାର ପଚରା ଉଚରା ପରେ ଭାରତୀଙ୍କ ସ୍ୱାମୀ ଗିରଫ, ଏବେ ହେବ ମେଡିକାଲ ଟେଷ୍ଟ
ମୁମ୍ବାଇ,୨୨ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଛି…
ମରୁଭୂମିରେ ଦମ୍ଦାର ଡ୍ୟାନ୍ସ କରୁଛନ୍ତି ନୋରା ଫତେହି: ଭିଡିଓ ଭାଇରାଲ
ଦମଦାର୍ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ…
କମେଡିଆନ ଭାରତି ସିଂହଙ୍କୁ ଗିରଫ କଲା ଏନ୍ସିବି
ମୁମ୍ବାଇ,୨୧।୧୧-ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) କମେଡିଆନ ଭାରତି ସିଂହଙ୍କୁ ଶନିବାର ଜେରା କରିବା ପରେ ଶେଷରେ ଗିରଫ କରିଛି। ଆଜି ଏନ୍ସିବି ଭାରତିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅଚାନକ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ଗଞ୍ଜେଇ…
କରୋନାକୁ ‘ଟିଚର ଅଫ୍ ଦ ଇୟର’ କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍ର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏହି ମହାମାରୀର ପ୍ରଶଂସା କରିଛନ୍ତି। କାରଣ କରୋନା ଅନେକ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ…
Archives


