ମନୋରଞ୍ଜନ

ଜୋତାକୁ ନେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ନିୟା ଶର୍ମା ଅନେକ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ନେଇ ପ୍ରାୟ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଅଭିନୟଠାରୁ ଅଧିକ ସେ ନିଜର ବୋଲ୍ଡ ଦୃଶ୍ୟ…

ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ

ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ…

ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜ ପୁଅ ଅରହାନଙ୍କ ସହ କ୍ରିକେଟ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ବେଶ…

୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ଗ୍ରାବିଏଲା ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା…

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିପକାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ତାଙ୍କର ଏକ ଗୀତ ‘ଓ୍ବ ଚାନ୍ଦ କହାଁ ସେ ଲାଓଗେ’ ରିଲିଜ୍‌ ହୋଇଛି। ଏଥିରେ ତାଙ୍କୁ ଟିଭି ଅଭିନେତା ମୋହସିନ ଖାନ୍‌ଙ୍କ ସହ ଦେଖିବାକୁ…

ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌…

ଏହି ପ୍ରସିଦ୍ଧ ଅଭିନେତାଙ୍କ ରହିଛି ଏସବୁ ସ୍ଥାନରେ ମହଙ୍ଗା ଘର: ମିଲିୟନ ଡଲାରରୁ ଆହୁରି ଅଧିକ ଦାମ୍‌

ଅନିଲ କପୁର ବଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା । ତାଙ୍କ ଫିଟନେସକୁ ଦେଖିଲେ ଲାଗିବନି ଯେ ସେ ତିନି ଜଣ ପିଲାଙ୍କ ବାପା। ଅନିଲ ତାଙ୍କ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ଏହା ସହିତ ସେ ତାଙ୍କ ରାଜକୀୟ…

ମାଲଦ୍ୱୀପରେ ସୋନାକ୍ଷୀ

ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର ସୁନ୍ଦର ସମୁଦ୍ର କୂଳର ଦୃଶ୍ୟ ଶେୟାର କରୁଥିବା ଦେଖାଯାଇଛି । ନିକଟରେ ବଲିଉଡ୍‌ର ଦବଙ୍ଗ…

ଗାଜିଆବାଦି ଭାଷା ଶିଖୁଛନ୍ତି କିଆରା

ମୁମ୍ବାଇ: ବଲିଉଡ୍ ବିୟୁଟି କିଆରା ଆଡଭାନୀ ଖୁବ୍‌ଶୀଘ୍ର ଫିଲ୍ମ ‘ଇନ୍ଦୁ କି ଯବାନୀ’ରେ ନଜର ଆସିବେ । ଏଥିରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତିି ତାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମରେ ଅଭିନୟ…

ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍‌ ହିରୋ

ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍‌ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ ସାରିଲେଣି। ଆଜି ଅର୍ଥାତ୍‌ ନଭେମ୍ବର ୨୬ରେ ହେଉଛି ତାଙ୍କର ଜନ୍ମ। ଆଜିର ଏହି ଖାସ୍‌…

ରାଗରେ ଶୁଟିଂ ସେଟ୍‌ରେ ଅନିଲ କପୁରଙ୍କ ତଣ୍ଟି ଚିପିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜାଣନ୍ତୁ କାହିଁକି…

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଅଭିନେତା ସନ୍ନି ଦେଓଲ ଏବଂ ଅନିଲ କପୁରଙ୍କର ଏକ କାହାଣୀ ସାମ୍ନାକୁ ଆସିଛି। ୧୯୮୯ ମସିହାରେ ମୁକ୍ତିଲାଭ…

ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ କରନ୍ତୁ ଏହି କାମ, ଅସୁବିଧାରେ ପଡ଼ି ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋନାଲି ବୋଷ୍‌ଙ୍କ ଫିଲ୍ମ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ ପାଇଁ ଅଫର ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ପ୍ରିୟଙ୍କା ଚୋପ୍ରା। ମାତ୍ର ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ ଏହି ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri