ରିୟଲ୍ ବାପା-ପୁଅଙ୍କ ସହ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତ୍ରୀ
ବଲିଉଡ୍ରେ ଅନେକ ଅନ୍ସ୍କ୍ରିନ୍ ଯୋଡିକୁ ଆମେ ଦେଖିଛୁ। ହେଲେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ପରଦା ଉପରେ ରିୟଲ୍ ବାପା-ପୁଅଙ୍କ ସହ ରୋମାନ୍ସ କରିିଛନ୍ତି। ଜାଣିବା ସେମାନଙ୍କ ବିଷୟରେ… ମାଧୁରୀ ଦିକ୍ଷୀତ: ବଲିଉଡ୍ର ଧକ୍ ଧକ୍ ଗର୍ଲ କୁହାଯାଉଥିବା ମାଧୁରୀ…
ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା…
ଶାହାରୁଖ୍ ଖାନ୍ଙ୍କୁ ଚୁପ୍ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…
କରୋନା ମହାମାରୀ ସମୟରେ ବଲିଉଡ୍ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶାହାରୁଖ୍ ଖାନ୍ଙ୍କ ଏକ ଭିଡିଓ ଏବଂ ଫଟୋ ମଧ୍ୟ…
ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ
ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ ତାମିଲ, ମାଲାୟାଲମ, କନ୍ନଡ, ଭୋଜପୁରୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି। ଚାରିଥର ଜାତୀୟ…
ପିତାଙ୍କ ଜନ୍ମଦିନରେ ବିବାହ ରଚିବେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପୁଅ ଆଦିତ୍ୟ ନାରାୟଣ ତାଙ୍କୁ ବହୁତ ସୁନ୍ଦର ଉପହାର ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଆଦିତ୍ୟ ନାରାୟଣ ପିତାଙ୍କ ଜନ୍ମଦିନ ଅବସରରେ ଗର୍ଲଫ୍ରେଣ୍ଡ…
କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍ଙ୍କ ପ୍ରତିକ୍ରିୟା
ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ…
୧୭ଟି ଚୁମ୍ବନ ଦେଇ ଚର୍ଚ୍ଚାରେ ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ ତାରକାଙ୍କ ବିଷୟରେ ସେମାନଙ୍କ ପ୍ରଶଂସକ କିଛି ନୂଆ ଜାଣିବାକୁ ଚେଷ୍ଟା କରନ୍ତି। ଅବଶ୍ୟ, ବେଳେବେଳେ ଏପରି କିଛି ଜିନିଷ ଥାଏ, ଯାହା ତାରକାମାନେ ଖୋଲାଖୋଲି ଭାବରେ କୁହନ୍ତି ନାହିଁ, କିନ୍ତୁ ପ୍ରଶଂସକମାନେ ମଧ୍ୟ ଏହା ଜାଣନ୍ତି। ଏଭଳି ପରିସ୍ଥିତିରେ…
ଗୁରୁଦ୍ୱାରରେ ପହଞ୍ଚି ପ୍ରସାଦ ବାଣ୍ଟିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ମୁମ୍ବାଇ,୩୦।୧୧-ସାରା ଦେଶରେ ଆଜି ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରାଯାଉଛି। ଏହି ଅବସରରେ ଅଭିନେତ୍ରୀ ପୂଜା ହେଗଡେ ମୁମ୍ବାଇର ସାନ୍ତାକ୍ରୁଜ ପଶ୍ଚିମରେ ଥିବା ପ୍ୟାଡି ପଥୋହର ଗୁରୁଦ୍ୱାରରେ ପହଞ୍ଚି ନାନକ ଜୀଙ୍କୁ ଦର୍ଶନ କରିଛନ୍ତି। ଏଥିସହ ଭକ୍ତମାନଙ୍କୁ ଖାଦ୍ୟ ଓ ଫଳ…
ସାରାଙ୍କ ଲାଲ୍ ଡ୍ରେସ୍କୁ ନେଇ ଚର୍ଚ୍ଚା, ଦାମ୍ ରହିଛି…
ମୁମ୍ବାଇ: ଲକଡାଉନ୍ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮…
‘ଇସ୍କ’କୁ ପୂରିଲା ୨୩ବର୍ଷ
ମୁମ୍ବାଇ: ବଲିଉଡ୍ ସୁପରହିଟ୍ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍ର ପପୁଲାର ଅଭିନେତ୍ରୀ ଜୁହି ଚାଓ୍ବଲା ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଫିଲ୍ମର ଏକ କମେଡି ସିନ୍କୁ…
ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା
କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ ଏଥିରୁ ବାଦ୍ ପଡ଼ି ନାହାନ୍ତି। ଏପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯିଏ ନିଜଠୁ…
ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍’ ଓସ୍କାର ପାଇଁ ମନୋନୀତ
ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍’କୁ ଓସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ବର୍ଷ ୯୩ତମ ଓସ୍କାର ଆଓ୍ବାର୍ଡ ସମାରୋହ ଆୟାଜିତ ହେବ। ଏଥିପାଇଁ ଲାଇଭ ଆକ୍ସନ…
Archives


