ହୋଟେଲରେ ଗୋଟେ ପରେ ଗୋଟେ ପ୍ଲେଟ ଭାଙ୍ଗିଲେ ସଲମାନ୍ଙ୍କ ଭଉଣୀ: ଲୋକେ କହିଲେ ଏପରି…
ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ଙ୍କ ଭଉଣୀ ଅର୍ପିତା ଶର୍ମା ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଛୁଟି ଦିନର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଅର୍ପିତା ନିଜ ବନ୍ଧୁଙ୍କ ସହ…
ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ
ବଲିଉଡ୍ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍ ସମୟରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିବାରୁ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।…
ବିବାହର ୫ ଦିନପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବାକୁ ଧମକ ହେଲେ ଆଦିତ୍ୟ ନାରାୟଣ: ଜାଣନ୍ତୁ କାହିଁକି…
ବଲିଉଡ୍ର ଜଣାଶୁଣା ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ନିକଟରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍ କରୁଥିଲେ। ଏହି ବିବାହରେ ବଲିଉଡ୍ର ଅନେକ କଳାକାର ଉପସ୍ଥିତ ହୋଇ ବହୁତ…
ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…
ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ…
ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି। କାନ୍ଧବଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଏକ ସୁସାଇଡ୍ ନୋଟ ମଳିଛି। ସେଥିରେ…
ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ ରାଜସ୍ଥାନ ରୟାଲ ଟିମକୁ କ୍ରୟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଶିଳ୍ପା ବର୍ତ୍ତମାନ…
ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ସୋଫି ଚୌଧୁରୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ସୋଫି ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏ ନେଇ ଭିଡିଓ ଶେୟାର କରି…
କେମେଷ୍ଟ୍ରୀ ପ୍ରାକ୍ଟିକାଲରେ ବିଫଳ ହେବା ଯୋଗୁ ଡାକ୍ତର ହେବା ନିଶା ଛାଡ଼ି ଦେଇଥିଲେ ଏହି ବଲିଉଡ୍ ଅଭିନେତ୍ରୀ: ବିବାହ ଭୟରେ ଛାଡ଼ିଥିଲେ ଘର
ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍ର ଏହି ଅଭିନେତ୍ରୀ କାହା ସହ ବି ପଙ୍ଗା ନେଇପାରନ୍ତି। ଏବେ ସେ ନିଜର ଟୁଇଟ୍କୁ ନେଇ ଚର୍ଚ୍ଚାରେ। ଦିନକୁ ଦିନ ତାଙ୍କୁ ନେଇ ନୂଆ ବିବାଦ ଦେଖାଦେଉଛି। ମାତ୍ର ଅଭିନେତ୍ରୀ ହିସାବରେ ସେ ବେଶ୍…
ବରୁଣ, କିଆରା, ନିତୁ କପୁର କରୋନା ପଜିଟିଭ, ବନ୍ଦ ହେଲା ଫିଲ୍ମ ଶୁଟିଂ!
ମୁମ୍ବାଇ: ବଲିଉଡ୍ ନାୟକ ବରୁଣ ଧୱନ ଅଭିନେତ୍ରୀ କିଆରା ଆଡଭାନୀ ଓ ନିତୁ କପୁର ଏବେ ଗୋଟିଏ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ ରହିଛି ‘ଯୁଗ ଯୁଗ ଜିୟୋ’ । ଏବେ ଏହାର ଶୁଟିଂ ଚଣ୍ଡିଗଡ଼ରେ ଚାଲିଥିବା ବେଳେ…
ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ ଅଗାମୀ ପ୍ରୋଜେକ୍ଟ ‘ରାମ ସେତୁ’ କଥା ଆଲୋଚନା କରିଥିବା ଜଣାପଡିଥିଲା । କିଛିଦିନ ତଳେ…
ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା
ବେଳେ ବେଳେ ସିରିଏଲ୍ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି। ଠିକ ସେହିପରି ଷ୍ଟାର ପ୍ଲସ ସିରିଏଲ୍ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତା…
ଦୁଇ ସନ୍ତାନର ବାପାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍ର ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପ୍ରମାଣ କରିଦେଇଛନ୍ତି ଯେ, ପ୍ରେମ ବୟସ, ଧର୍ମ ଏସବୁରୁ ଊର୍ଦ୍ଧ୍ୱରେ। ପ୍ରେମରେ କିଛି ଦେଖାଯାଏ ନାହିଁ। ତେବେ ଅନେକ ବଲିଉଡ ଅଭିନେତ୍ରୀ ବିବାହିତ ପୁରୁଷଙ୍କ ପ୍ରେମରେ ପଡି ବିବାହ କରିଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ…
Archives


