ମନୋରଞ୍ଜନ

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ…

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଲୋକପ୍ରିୟ ଏବିସି କମେଡି ‘ଲାଭର୍ନେ ଆଣ୍ଡ୍‌ ଶର୍ଲି’ରେ ସ୍କ୍ବିଗି ଭୂମିକାରେ ଅଭିନୟ କରିଥିବା ଅଭିନେତା ଡେଭିଡ୍‌ ଲେଣ୍ଡରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଏ ନେଇ ଡେଭିଡଙ୍କ ସ୍ତ୍ରୀ, ଝିଅ ଏବଂ ଜ୍ୱାଇଁ ଏକ ଇମେଲ…

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିରିନ୍‌ ସଓ୍ବୋନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାମାରୀ କରୋନା ଯୋଗୁ ସେ ଉଦୟନ ସଚାନଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଏହି ବାବହରେ ଉଭୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିବାହ ପରେ ଶିରିନ୍‌ କିଛି…

ଏହି କାରଣରୁ ସାଇରାଙ୍କୁ ବିବାହ ଦିନ ଛାଡି ଚାଲିଯାଇଥିଲେ ଦିଲ୍ଲୀପ କୁମାର

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସାଇରା ବାନୁ ଏବଂ ଦିଲ୍ଲୀପ କୁମାରଙ୍କ ଏକ କାହାଣୀ ସାମ୍ନାକୁ ଆସିଛି। ନିକଟରେ ଏକ…

ନିର୍ଦ୍ଦେଶକ-ଅଭିନେତାଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ

ଆଜିକାଲି ବଲିଉଡ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ରଖୁଥିବା ଦେଖାଯାଉଛି। ଏସବୁ ଭିତରେ ସେମାନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହେଉଛି। ନିକଟରେ କଙ୍ଗନା ରାଣାଓ୍ବତ ଏବଂ ଦିଲଜିତ ଦୋସାଞ୍ଝ ଟୁଇଟରରେ କୃଷକ ଆନ୍ଦୋଳନ ନେଇ…

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିକୁ ସୋମବାର ସକାଳେ ଏକ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ‘ଗୁଲାବୋ’…

ଜନଙ୍କ ପରଫେକ୍ଟ ଫିଗରକୁ ଅଭିଷେକ, ଟାଇଗରଙ୍କ ପ୍ରଶଂସା

ମୁମ୍ବାଇ,୬।୧୨: ବଲିଉଡ୍‌ରେ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଜନ ଆବ୍ରାହାମ ଏବେ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇନ୍‌ଷ୍ଟାଗ୍ରାମରେ ସେ ଶେୟାର କରିଥିବା ଜିମ୍‌ରେ ଓ୍ବାର୍କଆଉଟ୍‌ ବେଳର ଫଟୋ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।…

କ୍ଷମା ମାଗିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଆଜିକାଲି ତାଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଆପତ୍ତି ଉଠିଛି। ଏହି ଫିଲ୍ମରେ ରାବଣର ଭଲ ଦିଗ ଦେଖାଯିବା ସହରାମଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା…

ମାଳଦ୍ୱୀପରେ ଚାଦର ଗୁଡେଇ ଫଟୋଶୁଟ୍‌ କଲେ ହିନା ଖାନ: ଫ୍ୟାନମାନେ କହିଲେ ଏମିତି…

ମୁମ୍ବାଇ,୬।୧୨-ବଲିଉଡ ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ହିନା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ…

‘ଫାଷ୍ଟ କିସ୍‌’ ଭିଡିଓ ଶେୟାର କଲେ ନେହା, ସ୍ବାମୀ କହିଲେ ଏମିତି

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ସହ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ନିଜ ପ୍ରଶଂସକଙ୍କ ସହ ଶେୟସୂଚନା…

ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ

ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ ରବିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଏହି ଅଭିନେତ୍ରୀଙ୍କ ଝିଅକୁ ମିଳୁଥିଲା ବଳାତ୍କାର ଧମକ : ବନ୍ଧାହେଲେ ଏମ୍‌ବିଏ ଛାତ୍ର

ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଅଭିନେତ୍ରୀ ସଲ୍‌ମା ଆଗାଙ୍କ ଝିଅ ଜାରା ଖାଁଙ୍କୁ କିଛି ଦିନ ହେବ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଥିଲା। ଏ ନେଇ ଜାରା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri