ଏହି କାରଣରୁ ସାଇରାଙ୍କୁ ବିବାହ ଦିନ ଛାଡି ଚାଲିଯାଇଥିଲେ ଦିଲ୍ଲୀପ କୁମାର

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସାଇରା ବାନୁ ଏବଂ ଦିଲ୍ଲୀପ କୁମାରଙ୍କ ଏକ କାହାଣୀ ସାମ୍ନାକୁ ଆସିଛି। ନିକଟରେ ଏକ ସାକ୍ଷାତକାରରେ ସାଇରା ଦିଲ୍ଲୀପଙ୍କ ସହ ତାଙ୍କ ଜୀବନ ବିଷୟରେ ଅନେକ କଥା ଶେୟାର କରିଥିଲେ। ତେବେ ଏହି ଯୋଡିଙ୍କ ମଧ୍ୟରେ ବହୁତ ଭଲପାଇବା ଏବଂ ଶକ୍ତ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଥାଏ।
ତେବେ ଏକ ପ୍ରଶ୍ନର ଉତ୍ତରରେ ସାଇରା କହିଥିଲେ ଯେ, ଦିଲ୍ଲୀପଙ୍କ ସହ ବିବାହ ଦିନ ତାଙ୍କର ଜଣେ ପୂର୍ବ ପ୍ରେମିକା ନିଦ ବଟିକା ଖାଇ ଦେଇଥିଲେ। ତେଣୁ ବିବାହ ଅଧାରୁ ଦିଲ୍ଲୀପ ଉକ୍ତ ପ୍ରେମିକା ପାଖକୁ ଯାଇଥିଲେ ଏବଂ ସେ ସାଇରାଙ୍କୁ ଭଲ ପାଉଥିବା ତାଙ୍କୁ ବୁଝାଇଥିଲେ। ପ୍ରେମିକା ଶାନ୍ତ ହେବା ପରେ ଦିଲ୍ଲୀପ ପୁଣିଥରେ ବିବାହ ମଣ୍ଡପକୁ ଫେରିଥିଲେ ବୋଲି ସାଇରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ...

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ...

ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା...

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ହାତ ଧରିବା ପରଠାରୁ ନିଜର ବେଶପୋଷାକ, ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଚଳିତବର୍ଷ ଆରମ୍ଭରୁ ସେ ଟ୍ରୋଲ...

ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ପାଣ୍ଠି ଖୋଲିଲେ ଏକତା କପୁର: ଲୋକେ କହିଲେ ଏପରି…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ପରିବାର ତଥା ପ୍ରଶଂସକମାନେ ଗ୍ରହଣ...

ଖିଲାଡି ହିରୋଙ୍କ ଦ୍ୱାରା ପ୍ରତାରିତ ହୋଇ ଆମେରିକା ଚାଲିଯାଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନୟ କ୍ୟାରିୟର ବହୁତ ସଫଳ ରହିଛି । ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀଙ୍କ ସହ...

ପ୍ରେମିକଙ୍କ ସହ ଏମିତି ମଜା କରୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଛୋଟ ପରଦାରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ସିରିୟଲ ‘ପବିତ୍ର ରିସ୍ତା’ର ସିଜନ-୨କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ...

ଲଣ୍ଡନରେ ଫସିଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍‌ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍‌ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା...

Advertisement


Archives

Model This Week