ମନୋରଞ୍ଜନ

ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି ସୋନୁ ସୁଦଙ୍କ ନାଁ । ୨୦୨୦ରେ ସେ ଅନ୍ୟମାନଙ୍କ ପାଇଁ ମସିହା ବା ଦେବଦୂତ…

ପଞ୍ଜାବରେ ରିଲିଜ ହେବନି କଙ୍ଗନାଙ୍କ ଫିଲ୍ମ!

ମୁମ୍ବାଇ:ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କର ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି । ଅନ୍ୟପଟେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଅନେକେ ଲୋକ କୃଷକଙ୍କୁ ସହଯୋଗ ମଧ୍ୟ କରୁଛନ୍ତି ।…

ଆଖିବୁଜିଲେ ଏ.ଆର ରେହମାନଙ୍କ ମା’

ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର ରେହମାନଙ୍କ ମା’ କରିମା ବେଗମଙ୍କର ସୋମବାର ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ମା’ଙ୍କ ମୃତ୍ୟୁ ପରେ ରେହମାନ ନିଜ ଟୁଇଟର୍‌ରେ ମା’ଙ୍କ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି…

ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ହାଇଡ୍ରାମା ! ଶୀଘ୍ର ଏଣ୍ଟ୍ରି କରିବେ ଆଇଟମ୍‌ ଗର୍ଲ ରାକ୍ଷୀଙ୍କ ସ୍ବାମୀ

ବମ୍ବେ: ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ ବିବାହ କରିଥିଲେ ହେଁ ସ୍ବାମୀଙ୍କ ମୁହଁ ଦେଖାଇବାକୁ ଅରାଜି ହେଉଛନ୍ତି। ସେ ବିବାହ ହେଉ ଅଥବା ଅନ୍ୟ କୌଣସି ସମାରୋହ, ସବୁବେଳେ ସେ ଏକା ନଜର ଆସନ୍ତି। ଏମିତିରେ ରାକ୍ଷୀ କାହା ହାତ ଧରିଲେ…

ବିବାହ ପାଇଁ ଟ୍ବିଙ୍କିଲଙ୍କ ସାମ୍ନାରେ ଅକ୍ଷୟ କୁମାର ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଖାନ୍ନାଙ୍କ ଯୋଡ଼ି ବଲିଉଡ୍‌ରେ ସର୍ବୋତ୍ତମ ଯୋଡ଼ି ଭାବରେ ଗଣନା କରାଯାଏ। ୨୦୦୧ ଜାନୁୟାରୀ ୧୭ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଏହି ଦୁହିଁଙ୍କ ପ୍ରେମକାହାଣୀ କୌଣସି ଫିଲ୍ମ…

ଲୁଚିଛପି ବିବାହ ପରେ ଏବେ ହନିମୁନ୍‌ରେ ଶାହିର

ବମ୍ବେ: ଟେଲିପରଦାର ହ୍ୟାଣ୍ଡସମ ହଙ୍କ ଶାହିର ସେଖ ବିବାହ ପରେ ଏବେ ହନିମୁନ୍‌ରେ। ପ୍ରେମିକା ରୁଚିକା କପୁରଙ୍କୁ ଲୁଚିଛପି ବିବାହ କରିବା ପରେ ଏବେ ଭୁଟାନରେ ଉଭୟ ପରସ୍ପର ସହ ସମୟ ବିତାଉଛନ୍ତି। ସେଠାକାର ପାହାଡ ଓ ତାର ସବୁଜିମାକୁ ମନଭରି…

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା ଫିଲ୍ମରେ ଯେତିକି ସଫଳତା ପାଇଥିଲେ ବ୍ୟକ୍ତିଗତ ଜୀବନରେ ତା’ଠୁ ଅଧିକ ବିଫଳ ହୋଇଥିଲେ। କରିସ୍ମା…

ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି । ମମତାଜ ଏବେ ମଧ୍ୟ ସୁସ୍ଥ ଅଛନ୍ତି। ନିକଟରେ ତାଙ୍କ ଦେହାନ୍ତ ହେବାର ମିଥ୍ୟା ଖବର…

ବିବାହର ୨ ଦିନ ପରେ ବିମାନରେ ଏକ୍ସବୟପ୍ରେଣ୍ଡଙ୍କୁ ଭେଟିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତଥା ବିଗ ବସ ୭ ବିଜେତା ଗୌହର ଖାନ ଡିସେମ୍ବର ୨୫ରେ ପ୍ରେମିକ ଜୈଦ ଦରବାରଙ୍କୁ ବିବାହ କରିଥିଲେ। ଅନେକ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ଗୌହର ବିବାହର ଦୁଇ ଦିନ ପରେ ହନିମୁନ୍‌ ନ ଯାଇ…

‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବାବେଳେ ନିର୍ଦ୍ଦେଶକ ଏ.କେ. ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ…

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି ସଲମାନ ଏପପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। କିନ୍ତୁ ସେ ନିଜ ପ୍ରେମ କାହାଣୀଙ୍କୁ ନେଇ ସର୍ବଦା…

ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ହାଇଦ୍ରାବାଦ,୨୭।୧୨-ରକ୍ତଚାପ ସ୍ଥିର ନ ରହିବାରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗତ ଶୁକ୍ରବାର ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ରଜନୀକାନ୍ତ ଡାକ୍ତରଖାନାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri