ମନୋରଞ୍ଜନ

ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍‌ ଧାମରେ ଜନ୍ମଦିନ ପାଳନ କରିପାରି ନ ଥିଲେ। ୨୦୨୧ ଇନ୍‌ ଅବସରରେ ତାଙ୍କର ଆଗାମୀ ଫିଲ୍ମ…

ଏହି ସୁପରଷ୍ଟାରଙ୍କ ପୁଅ କରୋନା ପଜିଟିଭ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଏବେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ନିକଟରେ ରାମ ଚରଣ ନିଜର କରୋନା ପରୀକ୍ଷା କରାଇଥିଲେ। ଏବେ ରିପୋର୍ଟ ପଜିଟିଭ ଆସିଛି। ସୋସିଆଲ…

ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ବର୍ଷ ୨୦୨୦ ଶେଷ ହେବାକୁ ବସିଲାଣି। କିନ୍ତୁ ଖରାପ ଖବର ମିଳିବା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ। ଚଳିତ ବର୍ଷ ଅନେକ କଳାକାର ଏହି ଦୁନିଆ ଛାଡି ଚାଲିଯାଇଥିବା ବେଳେ ସୋମବାର ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ମାତ୍ରେ ହୋଇଥିଲା ଭାଇରାଲ୍‌

ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ, ନିର୍ମାତାଙ୍କୁ ଏହା ହଟାଇବାକୁ କୁହାଯାଏ। ବୋର୍ଡ ନିର୍ଦ୍ଦେଶ ପରେ ଫିଲ୍ମ ସିନେମା ହଲରେ ପହଞ୍ଚେ।…

ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା

ବଲିଉଡ୍‌ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ସମାନ ଦିନରେ ତାଙ୍କ ଝିଅ ଟ୍ବିଙ୍କଲ ଖନ୍ନା ମଧ୍ୟ ଜନ୍ମଦିନ ପାଳନ…

୨୦୨୧ରେ ରିଲିଜ ହେବ ଇଫ୍ରାନ ଖାନଙ୍କ ଅନ୍ତିମ ଫିଲ୍ମ

ନୂଆଦିଲ୍ଲୀ,୨୮ା୧୨- ସ୍ବର୍ଗତ ଅଭିନେତା ଇଫ୍ରାନ ଖାନଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍‌ ସ୍କର୍ପିଅନ୍ସ’ ଆଗାମୀ ବର୍ଷ ରିଲିଜ ହେବ। ଏ ନେଇ ବଲିଉଡ୍‌ର ଜଣାଶୁଣା ସମୀକକ୍ଷ ତରନ ଆଦର୍ଶ ଟୁଇଟର ଯୋଗେ ସୋମବାର ସୂଚନା ଦେଇଛନ୍ତି। ୨୦୨୧ରେ ରିଲିଜ ହେବାକୁ…

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍‌ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍‌ ଖିଲାଡ଼ି…

ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକି ପୂରା ଦେଶରେ ଦ୍ୱିତୀୟ ସର୍ବାଧିକ। ହେଲେ କଲିଉଡ୍‌ ଆକ୍ଟର ବିଜୟ ସିନେମା ହଲରେ…

ପାଣ୍ଡେମିକ୍‌ରେ ସବୁଠୁ ବଡ଼ ଓପନିଂ ପାଇଥିବା ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’

ବିଭିନ୍ନ ଷ୍ଟ୍ରିମିଂ ସାଇଟ୍‌ରେ ଉପଲବ୍ଧ ହେବା ସତ୍ତ୍ୱେ ‘ଓ୍ବାଣ୍ଡର ଓମେନ ୧୯୮୪’ କରୋନା ଭାଇରସର ଭୟ ସତ୍ତ୍ୱେ କେବଳ ଖ୍ରୀଷ୍ଟମସ ସପ୍ତାହରେ ୧୬.୭ ନିୟୁତ ଆମେରିକୀୟ ଡଲାର (୧୨୨ କୋଟି ଟଙ୍କା) ଆୟ କରିଛି। ଛୁଟିଦିନରେ ସାଧାରଣ ସିନେମା ହଲ ହାଉସ୍‌ଫୁଲ…

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ ରଙ୍ଗୋଲି ଓ ପୁତୁରା ପ୍ରୀତିରାଜଙ୍କ ସହ ଦେଖିବାକୁ ମିଳିଛି। ଏୟାରପୋର୍ଟରେ କୁଲ ଲୁକରେ ତାଙ୍କୁ…

ଫରହା ଖାନଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ,୨୮।୧୨-ବଲିଉଡ କୋରିଓଗ୍ରାଫର୍‌ ଫରହା ଖାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ନେଇ ସେ ସୋମବାର ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି। ସାରା ଲେଖିଛନ୍ତି, ଏହା ସତ୍ୟ ଯେ ମୋ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ପୂର୍ବରୁ ମୋ ଇନଷ୍ଟାଗ୍ରାମ ଆକାଉଣ୍ଟ…

ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା

ମୁମ୍ବାଇ,୨୮।୧୨-ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଉଥ୍‌ ଷ୍ଟାର ରଶ୍ମୀକା ମନ୍ଦନା। ଅପକମିଂ ଫିଲ୍ମ ’ମିସନ ମଜନୁ’ରେ ସେ ନଜର ଆସିବେ। ତେବେ ପ୍ରଥମ ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଏବେ ଦ୍ୱିତୀୟ ଫିଲରେ ସାଇନ କରିଛନ୍ତି। ବିଗ୍‌ ବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri