ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍‌ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍‌ ଖିଲାଡ଼ି ଆଦି କିଛି ଫିଲ୍ମରେ ଟ୍ବିଙ୍କିଲ୍‌ ଅଭିନୟ କରି ମଧ୍ୟ ସଫଳତା ସାଉଁଟି ପାରି ନ ଥିଲେ। ତାଙ୍କର ମେଲା ଫିଲ୍ମ ବକ୍ସ୍‌ ଅଫିସ୍‌ରେ ଫ୍ଲପ୍‌ ହେବା ପରେ ସେ ବାଧ୍ୟ ହୋଇ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ ଏକ ଫିଲ୍ମଫେୟାର ଉତ୍ସବରେ ହୋଇଥିଲା। ପ୍ରଥମ ଦେଖାରେ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ଢ଼େର୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ...

ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’, ପ୍ରଥମ ଦିନରେ ହାଉସ୍‌ଫୁଲ୍‌

  ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ୍‌ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।...

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । ନିକଟରେ କିଛି ସେଲିବ୍ରିଟି ହାତକୁ ଦି’ ହାତ ହୋଇଛନ୍ତି। ଆଉ କିଛି ସେଲିବ୍ରିଟିଙ୍କ ବିବାହକୁ...

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ...

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

ଅଭିନୟ ଅପେକ୍ଷା ଏହି କାମ କରିବାକୁ ଅଧିକ ଭଲ ପାଆନ୍ତି ଅଭିନେତା

ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ନିକଟରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁୁ ମିଳୁଛି। ଫିଲ୍ମରେ ଜୁନିଅର...

ନିଜ ବିବାହକୁ ନେଇ ଉତ୍ତର ରଖିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ କେବେ ହେଉଛି କିଏ ହେଉଛନ୍ତି ତାଙ୍କର ଜୀବନସାଥି ଏସବୁ ଜାଣିବାକୁ ତାଙ୍କ ପ୍ରଶଂସକଙ୍କର ଉତ୍ସାହ ଖୁବ୍...

Advertisement
Archives

Model This Week