ଫିଲ୍ମ ସେଟ୍ରେ ଫୋନ ବାଣ୍ଟିଲେ ସୋନୁ ସୁଦ
ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍ରେ ସୋନୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ କ୍ରୁ ମେମ୍ବର। ଏହି ଅବସରରେ ୟୁନିଟ୍ ମେମ୍ବରଙ୍କ ମଧ୍ୟରେ ସୋନୁ ବାଣ୍ଟିଛନ୍ତି ୧୦୦…
ଯୁବକରୁ ଟ୍ରାନ୍ସଓମ୍ୟାନ୍ ପାଲଟିଲେ ବଲିଉଡ୍ର ଏହି ଟପ୍ ଡିଜାଇନର: କହିଲେ ‘ମୁଁ ସ୍ବପ୍ନିଲ ନୁହେଁ ସାୟଶା’
ବମ୍ବେ: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କରିନା କପୁର ଖାନ୍, ଅନୁଷ୍କା ଶର୍ମା, ସନି ଲିଓନି, କଟ୍ରିନା କୈଫ, ଶ୍ରଦ୍ଧା କପୁରଙ୍କ ଡିଜାଇନର ସ୍ବପ୍ନିଲ ସିନ୍ଦେ ଏବେ ଟ୍ରାନ୍ସଓମ୍ୟାନ୍ ପାଲଟିଛନ୍ତି। ସେ ନିଜ ନାମକୁ ବଦଳାଇ ସାୟଶା ସିନ୍ଦେ କରିଛନ୍ତି।…
ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !
ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି । ଛୁଟି କଟାଇବା ହେଉ ଅଥବା କୌଣସି…
ଲଦାଖରୁ ଫେରି ଅମିତାଭ ଶେୟାର କଲେ ଫଟୋ, ଲେଖିଲେ ଏମିତି କିଛି…
ମୁମ୍ବାଇ: ଆଜିକାଲି ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ନିକଟରେ ବିଗ୍ ବି ଅମିତାଭ ବଚ୍ଚନ ଲଦାଖ ଟ୍ରିପ୍ରୁ ଫେରିଛନ୍ତି। ଏହା ଖୁବ୍ କମ୍ଦିନର ଯାତ୍ରା ଥିଲା। ଏହି…
୫ ବର୍ଷ ପୂର୍ବେ ଏନ୍ଆର୍ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ
ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍ହାରୀ ପାଖି, ଡ୍ରିମ୍ ଗର୍ଲ’ ଭଳି ଅନେକ ଧାରାବାହିକରେ କାମ କରିଥିବା ଆର଼୍ୟା ଏବେ ‘କୁଣ୍ଡଲି ଭାଗ୍ୟ’ରେ ନଜର ଆସୁଛନ୍ତି। ନିଜର ପ୍ରିତା ଚରିତ୍ରକୁ…
ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!
ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍ ଏବଂ ତାଙ୍କ ସ୍ବାମୀ କାନେ ଓ୍ବେଷ୍ଟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ। ଏହି ଦମ୍ପତିଙ୍କ…
ଘରୁ ପଳାଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଫିଲ୍ମ ‘ଗୋଲମାଲ’(୧୯୭୯)ରେ ଉର୍ମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କର ଆଜି ଅର୍ଥାତ୍ ଜାନୁଆରୀ ୬ ହେଉଛି ଜନ୍ମଦିନ। ସେ ନିଜଠାରୁ ୧୨ ବର୍ଷ ବଡ଼ ଜେପି ଦତ୍ତାଙ୍କ ସହ ଘରୁ ପଳାଇ ବିବାହ କରିଥିଲେ। ବିନ୍ଦିୟାଙ୍କ ପରିବାର…
ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ
ଟିଭି ଏବଂ ବଲିଉଡ୍ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍ ବସ୍’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍ ବସ୍ ଘରେ ତାଙ୍କର ଯାତ୍ରା ବେଶିଦିନ ତିଷ୍ଠି ନ ଥିଲା। ମାତ୍ର ବୋଲ୍ଡ ଫଟୋସୁଟ୍ ପାଇଁ ସେ…
ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ସୁପରହିଟ୍ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ରେ ଶିଶୁ କଳାକାର ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା ପରଜାନ ଦସ୍ତୁତ ପ୍ରେମିକା ଡେଲନା ଶ୍ରଫ୍ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପାର୍ସୀ ରୀତିନୀତିରେ ବିବାହ କରିଛନ୍ତି।…
ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ
ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ…
ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍.ରହମାନ୍…
ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍.ରହମାନ୍ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍. ଦିଲ୍ଲୀପ୍ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର…
ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !
ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ ପାଇଁ ବରପାତ୍ର ମଧ୍ୟ ବାଛିଛନ୍ତି। ବିଗ୍ବସ୍ରେ ପ୍ରତିଯୋଗୀ ଥିବା ରାକ୍ଷୀ ଅଭିନେତା ଅଭିନବ ଶୁକ୍ଳାଙ୍କ…
Archives


