ମନୋରଞ୍ଜନ

ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ ଭୂମିକା ଦିବ୍ୟାଙ୍ଗ। ତେଣୁ ଏଭଳି ଭୂମିକା ଦ୍ୱୟକୁ କିପରି ତୁଲାଇବେ ସେ ନେଇ ଅଡୁଆରେ…

ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। କାରଣ କ’ଣ ଜାଣନ୍ତି? ସେ ଏବେ ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ବଲିଉଡ୍‌ ପରେ ସେ ହଲିଉଡ୍‌ରେ ପାଦ ଦେଇଛନ୍ତି। ଏକ ନାରୀକୈନ୍ଦ୍ରିକ ହଲିଉଡ୍‌ ଫିଲ୍ମରେ ଅଭିୟନ କରିବାକୁ…

କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ ବନ୍ଧୁ ହୋଇ ରହିଛନ୍ତି। ସେମାନେ ପରସ୍ପରର ସମ୍ମାନ କରିବା ସହ ଖୁସିରେ ଆଗକୁ ବଢ଼ି…

ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ ଅପେକ୍ଷା କରି ରହିଥିବା ବେଳେ ଶେଷରେ ଧାରାବାହିକ ‘କୁମ୍‌କୁମ ଭାଗ୍ୟ’ର ଆଗାମୀ ଏପିସୋଡରେ ବିବାହ…

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ କିଛିବର୍ଷ ଧରି ଦୁହେଁ କଥାବାର୍ତ୍ତା…

ବିବାହ ପରେ ପ୍ରଥମଥର ପ୍ରଶଂସକଙ୍କୁ ଟୁଇଟ୍‌ କଲେ ବରୁଣ, ଲେଖିଲେ ଏମିତି କଥା…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଗତ ୨୪ ତାରିଖରେ ତାଙ୍କର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଦୁହେଁ ଦୁହିଁଙ୍କୁ ଦୀର୍ଘଦିନରୁ ଡେଟ୍‌ କରୁଥିଲେ। ପ୍ରଶଂସକମାନେ ବି ଚାହିଁ…

ବିନା ମେକ୍‌ଅପ୍‌ରେ ଏମିତି ଦିଶୁଛନ୍ତି ସନ୍ନି ଲିଓନି, ଚିହ୍ନିବା କଷ୍ଟକର

ପର୍ନଷ୍ଟାର ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି। ସନ୍ନି ଫିଲ୍ମ ଜିସ୍ମ ୨ରେ ବଲିଉଡରେ ପ୍ରବେଶ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ବିନା…

ବାପାଙ୍କ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହି ସମୟରେ ଅଭିଷେକଙ୍କ ବସୟ ମାତ୍ର ୫ ବର୍ଷ ଥିଲା ।…

ସ୍କୁଲ ୟୁନିଫର୍ମରେ ଯୁବତୀଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ…

ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଚାଲିଛି। ବରୁଣ-ନତାଶାଙ୍କ ବିବାହ ପରେ ସୋସିଆଲ ମିଡିଆରେ…

ପିଲାଦିନେ ଗୋରା ଦେଖାଯିବାକୁ ଏମିତି କରୁଥିଲେ ପ୍ରିୟଙ୍କା

ବଲିଉଡ୍‌ର ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ସାରା ବିଶ୍ୱରେ ଅଛନ୍ତି। ଅନେକ ବିବାଦ ପରେ ତାଙ୍କ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’…

ବାହୁବଲୀ ପରେ ଦମ୍‌ ଦେଖାଇବ ‘ଆର୍‌ଆର୍‌ଆର୍‌’: ଜମିବ ଜୁନିୟର ଏନ୍‌ଟିଆର୍‌-ରାମଚରଣଙ୍କ ସହ ଆଲିଆଙ୍କ ଯୋଡ଼ି

ବମ୍ବେ: ବାହୁବଲୀ ସିରିଜର ସଫଳତା ପରେ ଦର୍ଶକଙ୍କୁ ନୂଆ ଫିଲ୍ମ ଆର୍‌.ଆର୍‌.ଆର୍‌. ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ। ଦଶହରାରେ ଏହା ପରଦାକୁ ଆସିବ। ଏହାକୁ ବେଶ କିଛି ଦିନ ଥିବା ବେଳେ ଏବେ ଏହାର ପୋଷ୍ଟରକୁ ରିଲିଜ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri