ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ ଖାନଙ୍କ ନୂଆ ଘର ନିକଟରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି ।
କରୀନା ଫେବୃୟାରୀ ୨୧ରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ସାରା ସାନ ଭାଇଙ୍କ ସହ ସମୟ ବିତାଇବା ପାଇଁ ବାପାଙ୍କ ଘରକୁ ଯାଇଥିବା ନଜର ଆସିଥିଲେ। ସେହି ସମୟର ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
ସୈଫ କରୀନା ଦ୍ୱିତୀୟ ସନ୍ତାନର ଜନ୍ମ ପୂର୍ବରୁ ବାନ୍ଦ୍ରାସ୍ଥିତ ନୂତନ ଘରକୁ ସିଫ୍ଟ ହୋଇଥିଲେ। ସାରା ସାନ ଭାଇଙ୍କୁ ଭେଟିବା ପାଇଁ ସେହି ଘରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବନି ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତେବେ ତାଙ୍କର ଏହି...

ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

‘ଆଦିପୁରୁଷ’ ବିବାଦ: ମନୋଜଙ୍କ ପରେ ନିର୍ଦ୍ଦେଶକ ଓମ ରାଉତଙ୍କୁ ସୁରକ୍ଷା ଯୋଗାଇଲା ପୋଲିସ

ମୁମ୍ବାଇ: ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ କ୍ରମାଗତ ଭାବେ ବିବାଦରେ ଲାଗିରହିଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଭିପିଏକ୍ସଠାରୁ ଏହାର ଡାଇଲଗ...

ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭ ନେଇ ଚର୍ଚ୍ଚା

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଓ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଏବେ ପୁଣିଥରେ ଶିଶୁର କ୍ରନ୍ଦନ ଶୁଣିବାକୁ ମିଳିବ। ଦ୍ୱିତୀୟଥର ପାଇଁ...

ମା’ଙ୍କୁ କନ୍ଦାଇଲେ କାଜୋଲ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି।...

ଏହି ସୁପରଷ୍ଟାର କେବେ କେଉଁ ବ୍ରାଣ୍ଡ୍‌ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୨ ବର୍ଷ ବୟସରେ ମଧ୍ୟ ତାଙ୍କର ଜଲ୍‌ଓ୍ବା ଜାରି ରଖିଛନ୍ତି। ଆଜି ବି ସେ ସିଲ୍‌ଭର ସ୍କ୍ରିନ୍‌ରେ କେବଳ ହିରୋ ଭୂମିକାରେ...

ଲକ୍‌ଡାଉନ୍‌ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି

ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍‌ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ...

Advertisement
Archives

Model This Week