ମନୋରଞ୍ଜନ

ବିଗ୍‌ ବିଙ୍କ ଉପରେ ଚୋରି ଅଭିଯୋଗ ଆଣିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ ନିଜର ଷ୍ଟାଇଲ ଏବଂ ଫ୍ୟାଶନ ସହ ସେନ୍ସ ଅଫ୍‌ ହ୍ୟୁମର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ନିଜର ସହ କଳାକାରଙ୍କ ସମେତ ବରିଷ୍ଠ ଅଭିନେତାଙ୍କ ସହ ପରିହାସ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଥିରୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ସେ ହୋମ୍‌ ଆଇସୋଲେଶନରେ ରହୁଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ…

ଏହି ଅଭିନେତ୍ରୀଙ୍କ ସହ ଠୁମ୍‌କା ଲଗାଇଲେ ଭାଜପା ଏମ୍‌ପି

ଟିଭି ଇଣ୍ଡଷ୍ଟ୍ରିରେ ରଶ୍ମୀ ଦେଶାଇ ଏକ ଜଣାଶୁଣା ନାମ। ସେ ‘ୟେ ଲମହେ ଜୁଦାଇ କେ’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଛି, କିନ୍ତୁ ବିଗ ବସରେ ପ୍ରବେଶ କରିବା ଦିନଠାରୁ ତାଙ୍କ କ୍ୟାରିଅର୍‌…

ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସାଗର ସରହଦି…

ହାତକୁ ଦି’ ହାତ ହେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ହରମନ ବାୱେଜା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶଶା ରାମଚାନ୍ଦାନୀଙ୍କୁ ବିବାହ କରିଛନ୍ତି। ଶଶା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟ କରନ୍ତି। ଗୁରୁଦ୍ୱାରରେ ଉଭୟ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୋଡାରେ ବସି ବିବାହ ସ୍ଥଳରେ…

ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏବେ ପ୍ରିୟଙ୍କା ନିଜର କିଛି…

ପରଦାରେ ‘ଚୁମ୍ବନ’ରେ କରିବାରେ ଅସୁବିଧା ନାହିଁ, କିନ୍ତୁ…

ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ‘ସିରିଏଲ କିସର’ ଆଖ୍ୟା ଦିଆଯାଇଛି। ୨୦୦୩ରେ ‘ଫୁଟପାଥ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଇମ୍ରାନ ପରେ ଅନେକ ବଡ ଫିଲ୍ମର ଅଂଶ ହୋଇଥିଲେ। ଫିଲ୍ମରେ ଅଭିନୟ ବ୍ୟତୀତ ତାଙ୍କ ବୋଲ୍ଡ ଏବଂ ଚୁମ୍ବନ ଦୃଶ୍ୟ ଯୋଗୁ…

ଏହି ପ୍ରସିଦ୍ଧ ଗାୟିକାଙ୍କୁ ଡାକ୍ତର କହିଥିଲେ, ତୁମେ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ

ଆମେରିକାନ ଗାୟିକା ଏବଂ ଗୀତ ଲେଖିକା ଡେମି ଲୋଭାଟୋଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଆସୁଛି। ପିପୁଲ୍ସ ମାଗାଜିନ ଅନୁଯାୟୀ ଏହି ଫିଲ୍ମ ମାର୍ଚ୍ଚ ୨୩ରେ ୟୁଟ୍ୟୁବରେ ମୁକ୍ତିଲାଭ କରିବାକୁ ଯାଉଛି। ଡେମି ତାଙ୍କ ନିଶା ସେବନ ବିଷୟରେ ଏକ…

ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋବିନ୍ଦା, ପ୍ରଭୁ ଆସିଥିଲେ ସ୍ବପ୍ନରେ

ପୁରୀ ଅଫିସ,୨୧।୩: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ରବିବାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ସେ ଅତି ନିକଟକୁ ଦର୍ଶନ କରି ବିଭୋର ହୋଇଯାଇଛନ୍ତି। ସେ କହିଛନ୍ତି, ମୋ…

ପ୍ରଥମେ ନିକ୍‌ଙ୍କ ପ୍ରତି ଧ୍ୟାନ ଦେଉ ନଥିଲେ ପ୍ରିୟଙ୍କା, ଏହି କାରଣ ପାଇଁ ପରେ ପଡ଼ିଗଲେ ପ୍ରେମରେ

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ସାକ୍ଷାତକାର କ୍ଲିପ ବହୁତ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ନିଜ ସହ ଜଡିତ…

ସୋନୁଙ୍କୁ ସ୍ପାଇସ୍‌ଜେଟ୍‌ର ସାଲ୍ୟୁଟ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଅଭିନେତା ସୋନୁ ସୁଦ୍‌ ଉଦାହରଣ ପାଲଟିଛନ୍ତି। ସୋନୁଙ୍କର ଏହି ମହନୀୟ ଉଦ୍ୟମ ଲାଗି ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌ ଏହାର ବୋଇଂ ୭୩୭ ବିମାନରେ ତାଙ୍କ ଫଟୋ…

ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ରବିିବାର ୪୩ ବର୍ଷ ପୂରଣ ହୋଇଛି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ୧୯୯୬ରେ ରାଜା କି ଆୟେଗି ବାରାତ୍‌ରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri