ପରଘରେ ଚାକରାଣୀ କାମ କରୁଥିଲେ ଅଭିନେତ୍ରୀ
୭୦ ଦଶକର ହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଶଶିକଳା ଅନ୍ୟତମ। ସେ ବଲିଉଡ୍ର ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଶଶିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଶଶିକଳା ଜାଭଲକର। ଶଶି ଏକ ମରାଠୀ ପରିବାରର ଥିଲେ। ତାଙ୍କ ଜୀବନ ଉତ୍ଥାନପତନରେ ପରିପୂର୍ଣ୍ଣ ଥିଲା। ଅଭିନେତ୍ରୀ…
କରିନାଙ୍କ ଦ୍ୱିତୀୟ ପୁତ୍ରଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ
ମୁମ୍ବାଇ,୬।୪: କରିନା କପୁର ଖାଁ ଏବଂ ଶୈଫ୍ ଅଲ୍ଲୀ ଖାଁଙ୍କ ଦ୍ୱିତୀୟ ପୁତ୍ର ଫେବୃୟାରୀ ୨୧ରେ ଜନ୍ମ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ଫଟୋକୁ ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ୍ କରାଯାଇ ନାହିଁ। ତେବେ ଜେଜେ ବାପା ରଣଧୀର କପୁର ଭୁଲରେ…
ଋଷିଙ୍କ ସ୍ଥାନ ନେଲେ ଅମିତାଭ
ହଲିଉଡ୍ ମୁଭି ‘ଦ ଇନ୍ଟର୍ନ’ର ହିନ୍ଦୀ ଭର୍ସନରେ ବଲିଉଡ୍ ଅଭିନେତା ସ୍ବର୍ଗତ ଋଷି କପୁରଙ୍କ ସ୍ଥାନ ନେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଆନେ ହାଥଓ୍ବେ ଓ ରବର୍ଟ ଡି ନିରୋଙ୍କ ଅଭିନୀତ ୨୦୧୫ର ଏହି ଚଳଚ୍ଚିତ୍ରରେ ପୂର୍ବରୁ ଅଭିନେତ୍ରୀ ଦୀପିକା…
କରୋନା କବଳରେ ସେଲିବ୍ରିଟି: ଅଙ୍ଗୁରୀ ଭାବି-ଅଭିଜିତ୍ ସାଓ୍ବନ୍ତ ସଂକ୍ରମିତ
ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ଗତ…
ଭାଇବୋହୂ ସହ ରୋମାଣ୍ଟିକ ସିନ୍ କରିଛନ୍ତି ଏହି ଅଭିନେତା
ବଲିଉଡ୍ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ ଦେଖିବାକୁ ମିଳିଥାଏ। ସେହି ସିନ୍ ମଧ୍ୟରୁ କେତେଗୁଡିଏ ହିଟ୍ ସିନ୍ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍ ସିନ୍ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ…
ବଲିଉଡ୍ରେ କରୋନା: ୪୫ ଜୁନିୟର ଆର୍ଟିଷ୍ଟ ଆକ୍ରାନ୍ତ
ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି କ୍ରମରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରିକେଟର…
ୟୁଜରଙ୍କୁ ଧମକ ଦେଲେ ଆମୀରଙ୍କ ଝିଅ: ଲଗାଇଲେ ୫ ହଜାର ଟଙ୍କାର ଜରିମାନା
ବଲିଉଡ୍ର ମିଷ୍ଟର ପରଫେକ୍ଟ ଆମୀର ଖାନ୍ଙ୍କ ଝିଅ ଇରା ଖାନ୍ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ବିଗତ କିଛି ଦିନ ହେବ କୌଣସି ନା କୌଣସି କଥାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଇରା ପ୍ରେମିକ ନୁପୁର ଶେଖରଙ୍କ ସହ…
ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍
ମୁମ୍ବାଇ,୫।୪: ବଲିଉଡ୍ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଭୂମି ଏବଂ ଭିକ୍କି ସେମାଙ୍କଠାରେ କରୋନା ଲକ୍ଷଣ…
ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ମାଲାୟାଲମ ସିନେମାର ପ୍ରସିଦ୍ଧ ତଥା ଲେଖକ ପି ବାଲାଚନ୍ଦ୍ରନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ କେରଳର ଭାଏକୋମ ସ୍ଥିତ ତାଙ୍କ ବାସଭବନରେ ସୋମବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଶେଷ ନିଶ୍ୱାସ ତ୍ୟାଗ…
ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍
ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍ ଖୁବ୍ କମ୍ ସମୟରେ ଅଧିକ ଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେଉଛି। ଏହି…
କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ ବିବାଦ ନେଇ ବର୍ଷା କୋର୍ଟରେ ହାଜର ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ପଟିଆଲା ହାଉସ କୋର୍ଟ…
ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର
ମୁମ୍ବାଇ,୫।୪: ବଲିଉଡ୍ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଏହାପରେ ସେ ନିଜକୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏବେ ହସ୍ପିଟାଲରେ…
Archives


