ଏବେ ରୋଷେଇ କରିବେ ବେବୋ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା। ଅଭିନୟରେ ସବୁବେଳେ କିଛି ନୂଆ କରି ଦେଖାଇବାର ଇଛା ରଖିଥିବା ବେବୋ ଏବେ ଭିନ୍ନ ଅବତାରରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ପ୍ରଥମ ଗର୍ଭାବସ୍ଥା ଭଳି…
ବାପାଙ୍କ ଏହି କଥା ଶୁଣି ବଲିଉଡ ଛାଡିବା ନିଷ୍ପତ୍ତି ବଦଳାଇଥିଲେ ଅଭିଷେକ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ କିଛି ସ୍ମରଣୀୟ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥାଏ। ଅନେକ ଥର ତାଙ୍କୁ ବିଫଳତାର ମଧ୍ୟ ସାମ୍ନା କରିବାକୁ ପଡିଛି।…
ନିଜ ଫିଲ୍ମରେ ବିଗ୍ ବିଙ୍କ ସିନ୍ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି
ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍ବି ଅମିତାଭଙ୍କ…
ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା
ବଲିଉଡ୍ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ…
ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…
୨୦୧୯ରେ ମାମି (ଏମ୍ଏଏମ୍ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍ ପାଇଥିଲେ। ଦୀପିକା କିରଣ ରାଓଙ୍କ ସ୍ଥାନ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି, ଦୀପିକା…
କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?
ଇସ୍ଲାମାବାଦ୍,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ…
ଗୋଟିଏ ଶୋ’ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା, ସହ-କଳାକାର
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ଶୋ’ ଟେଲିଭିଜନ ଦୁନିଆରେ ସବୁଠୁ ପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ। ଏହି ଶୋ’ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଲୋକେ ଦେଖିବାକୁ ପସନ୍ଦ କରନ୍ତି। ଶୋ’ରେ ବଡ଼ ବଡ଼…
ଝିଅ ସହ ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ ସହ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସ୍ବାମୀ ନିକ ଜୋନାସଙ୍କ ସହ ତାଙ୍କ ଶାଶୁଘରେ ଅଛନ୍ତି। ବର୍ତ୍ତମାନ ସେ ଅନେକ ପ୍ରୋଜେକ୍ଟକୁ ନେଇ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ସହିତ ସେ ନିଜ…
କେବଳ ଏହି କାରଣ ପାଇଁ ହ୍ରିତିକ୍ଙ୍କ ସହ କଥା ହେଉ ନ ଥିଲେ ଶାହାରୁଖ
୨୦୦୧ରେ କରଣ ଜୋହରଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାରିବାରିକ ସମ୍ପର୍କକୁ ନେଇ ଆଧାରିତ ଥିଲା। ଅନ୍ୟପକ୍ଷରେ ଫିଲ୍ମ ସେଟ୍ରେ ଆଦୌ ପାରିବାରିକ ମାହୋଲ ନ ଥିଲା। ଶାହାରୁଖ, କାଜଲ, ଜୟା ଏବଂ…
ସ୍ବାମୀଙ୍କ ଏହି ଫିଲ୍ମ ଦେଖିଲେ ଐଶ୍ୱର୍ଯ୍ୟା, ଅଭିଷେକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍ ବୁଲ’ ଦର୍ଶକଙ୍କୁ ଫିକା କରିଦେଇଛି ସତ ମାତ୍ର ବଚ୍ଚନ ପରିବାର ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଉତ୍ସାହକୁ ଅମିତାଭ ବଚ୍ଚନ ଟୁଇଟର ପେଜ୍ରୁ ଆରମ୍ଭ କରି…
୧୫ ଫିଲ୍ମରେ ସଲମାନଙ୍କ ନାଁ ରହିଥିଲା ପ୍ରେମ୍: ଜାଣନ୍ତୁ ଏହା ପଛର ରହସ୍ୟ
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ପରଦାରେ ରିଲିଜ ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖାଯାଏ। ସଲମାନଙ୍କ ଚଳଚ୍ଚିତ୍ରରେ ଦର୍ଶକ ରୋମାନ୍ସ, ଆକ୍ସନ, ଇମୋସନ ଏବଂ କମେଡିର ତଡ୍କା ପାଇଥାନ୍ତି। ୯୦ ଦଶକରୁ ସଲମାନ ଅନେକ ସୁପରହିଟ…
ସୋନୁ ସୁଦଙ୍କୁ ନୂଆ ଦାୟିତ୍ୱ
ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଭଗବାନ ପାଲଟିଥିବା ଅଭିନେତା ସୋନୁ ସୁଦ ମିଳିଛି ଆଉ ଏକ ନୂଆ ଦାୟିତ୍ୱ। ସୋନୁ ସୁଦଙ୍କୁ ପଞ୍ଜାବ ସରକାର ଟିକାକରଣ ଅଭିଯାନ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଏନେଇ ରବିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ…
Archives


