ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ। ଦୀପିକା କିରଣ ରାଓଙ୍କ ସ୍ଥାନ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି, ଦୀପିକା ତାଙ୍କ ପୋଷ୍ଟରୁ ବରଖାସ୍ତ ଦେଇଛନ୍ତି।
ଦୀପିକା ଘୋଷଣା କରିଛନ୍ତି ଯେ, ସେ ଆଉ ମାମି ବୋର୍ଡର ଅଂଶ ରହିବେ ନାହିଁ। ଏଥିସହ ଫିଲ୍ମ ମହୋତ୍ସବର ଚେୟାରମ୍ୟାନ୍‌ ପଦରୁ ଇସ୍ତଫା ଦେଇଛନ୍ତି।
ଦୀପିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ‘ମାମି’ ବୋର୍ଡରେ ରହିବା ଏବଂ ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିବା ମୋ ପାଇଁ ଏକ ସମୃଦ୍ଧ ଅନୁଭୂତି ଅଟେ। ଜଣେ କଳାକାର ଭାବରେ ସାରା ବିଶ୍ୱରୁ ସିନେମା ଏବଂ ପ୍ରତିଭାକୁ ମୁମ୍ବାଇକୁ ଆଣିବା ଉତ୍ସାହଜନକ ଥିଲା। ମୁମ୍ବାଇ ଯାହା କି ମୋର ଦ୍ୱିତୀୟ ଘର ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍‌ ଭାଇରାଲ ପରେ ଓକିଲ କହିଲେ ଏମିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ...

କେଇ ମାସ ବି ଚାଲିପାରିଲାନି

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ...

ପ୍ଲାଜମା ଦାନ କଲେ ଗୁରମିତ

ମୁମ୍ବାଇ: ଟେଲିଭିଜନ ଅଭିନେତା ଗୁରମିତ ଚୌଧୁରି ଏବେ ଅନ୍ୟପାଇଁ ସହାୟତାର ହାତ ବଢାଇଛନ୍ତି । କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିଲେ ଗୁରମିତ ଓ ତାଙ୍କ...

ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି...

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ...

ପୁଣି ରୋମାଣ୍ଟିକ୍‌ ହେଲେ ରାକ୍ଷୀ, ରିତେଶଙ୍କ ପରେ କିଏ ପଚାରିଲେ…

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ ଜୀବନ ସର୍ବଦା ଆଲୋଚନାରେ ରହିବା ପାଇଁ ସେ କିଛିନା କିଛି...

ଶିଳ୍ପାଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଶିଳ୍ପା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ତାଙ୍କର...

ଅମିତାଭଙ୍କୁ ଭେଟିବା ପାଇଁ ଜୟାଙ୍କୁ ଚକ୍‌ମା ଦେଇଥିଲେ ରେଖା

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ସହିତ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏକ ସମୟ ଥିଲା ଅମିତାଭ ଏବଂ ରେଖାଙ୍କ ମଧ୍ୟରେ...

Advertisement
Archives

Model This Week