ଭାବି ସ୍ବାମୀଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ, ଭିଡିଓ ଶେୟାର କରି ଲେଖିଲେ ଏମିତି କିଛି
ଗୋଟିଏ ପଟେ ମୁମ୍ବାଇରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନେକ ସେଲିବ୍ରିଟି କରୋନା ପଜିଟିଭ୍ ହୋଇଛନ୍ତି। ଅନ୍ୟ ପଟେ କିଛି ସେଲିିବ୍ରିଟି ଛୁଟି କାଟିବା ପାଇଁ ଗୋଆକୁ ଯାଉଛନ୍ତି। ନିକଟରେ ଅଭିନେତ୍ରୀ ପୂଜା ବେଦୀ ମଧ୍ୟ ଛୁଟିଦିନର…
ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା…
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁନ୍ଦରୀ। ଲାରାଙ୍କ ବାପା ଏଲ୍କେ ଦତ୍ତା ଜଣେ ପଞ୍ଜାବୀ ହୋଇଥିବା ବେଳେ ମା’ ଜେନିଫର…
ଶାହାରୁଖ୍ଙ୍କ ‘ପଠାନ’ ପାଇଁ ଟଙ୍କାଟିଏ ନେଲେନି ସଲମାନ୍: କହିଲେ ଭାଇ ପାଇଁ…
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ ଦୀର୍ଘଦିନ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ଫିଲ୍ମ ‘ପଠାନ’ ପାଇଁ ଏବେ ସେ ଚର୍ଚ୍ଚାରେ। ଏଥିରେ ଶାହାରୁଖ୍ଙ୍କ ସମେତ ସଲମାନ୍ ଖାନ୍ଙ୍କୁ ମଧ୍ୟ ଏକ ଛୋଟିଆ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଦୁଇ କଳାକାରଙ୍କୁ…
ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍ ଖେଳୁଥିବାବେଳେ ଅନୁଷ୍କା ଏବଂ ଝିଅ ଭାମିକା ତାଙ୍କୁ ଚିୟର କରିବା ପାଇଁ ଦଳ ସହ ଅଛନ୍ତି।…
ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା
ରିଆଲିଟି ଶୋ’ ‘ବିଗ୍ ବସ୍’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍ ଅଫ୍ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍ରେ କାମ କରିବା…
ଲକ୍ଡାଇନ୍ ଯୋଗୁ ଏମିତି ନିଷ୍ପତ୍ତି ନେଲେ ଦୀପିକା-ରଣବୀର
ମହାରାଷ୍ଟ୍ରରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଅର୍ଥାତ୍ ୧୪ ଏପ୍ରିଲରୁ ୧ ମେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ସମ୍ପୂର୍ଣ୍ଣ ରାଜ୍ୟରେ ୧୪୪ ଧାରା ଜାରି…
କିଆରାଙ୍କୁ ୧୦ ମିନିଟ ପାଇଁ ଭେଟିବାକୁ ଚାହୁଁଛନ୍ତି ଏହି ପ୍ରଶଂସକ: ଅଭିନେତ୍ରୀଙ୍କ ଉତ୍ତର ଏବେ ଚର୍ଚ୍ଚାରେ
ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ ଜ୍ୱଳନ୍ତ…
ଏହି କାରଣ ପାଇଁ ବାହା ହେବାକୁ ମନା କରିଥିଲେ ସଲମାନ
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ୍ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍ ରିୟଲ ଲାଇଫ୍ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍ ଅଛନ୍ତି। ସଲମାନ୍ ବିବାହ ପାଇଁ ମନସ୍ଥ କରିଥିଲେ।…
ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତା
ବମ୍ବେ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ ଅଭିନେତା ରାମ କପୁରଙ୍କ ପିତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ରାମଙ୍କ ବାପା ଅନିଲ କପୁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ସୋମବାର…
ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି
ବଲିଉଡ୍ ଅଭିନେତା ଅନୁପମ୍ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ମଲ୍ଟିପଲ ମିଲୋମା ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…
ଓଲଟା ଯୋଗମୁଦ୍ରା ପୋଜ୍ରେ ଏହି ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ଲୋକଙ୍କୁ ଫିଟ୍ନେସ ମନ୍ତ୍ର ଦେଉଛନ୍ତି। ଯାହାକି ସମସ୍ତଙ୍କର ଆବଶ୍ୟକ। କିଛିଦିନ ପୂର୍ବରୁ ସେ ପ୍ଲାଣ୍ଟ ବେସ୍ଡ ଡାଇଟ୍ ଆପଣାଇଥିଲେ। ତାଙ୍କ କହିବା ଅନୁଯାୟୀ, ଯେକୌଣସି ପ୍ରକାର ଆହାର ଲୋକଙ୍କ ମାଂସପେଶୀ ସୁଦୃଢ଼…
ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…
ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଦୁରଦର୍ଶନରେ ପ୍ରସାରିତ ହେଉଥିବା ଚର୍ଚ୍ଚିତ ଧାରାବାହିକ ‘ଶାନ୍ତି’ରେ…
Archives


