ମନୋରଞ୍ଜନ

ସେକ୍ସ ରାକେଟ୍‌ରେ ଫସିଛନ୍ତି ଏହି ୫ ଅଭିନେତ୍ରୀ: କାରନାମା ଶୁଣିଲେ…

ବମ୍ବେ: ବଲିଉଡ୍‌ରେ କିଛି କଳାକାର ନିଜର ଭଲ କାମ ଏବଂ ଅଭିନୟକୁ ନେଇ ଜଣାଶୁଣା। ପ୍ରଶଂସକମାନେ ତାଙ୍କର ସମ୍ମାନ ମଧ୍ୟ କରିଥାନ୍ତି। ହେଲେ କିଛି ଏଭଳି ଅଛନ୍ତି ଯେଉଁମାନେ ସଫଳତା ପାଇବା ପରେ ବାଟବଣା ହୋଇଯାଇଛନ୍ତି। ଫଳରେ ସେମାନେ ହୋଇଛନ୍ତି ବଦନାମ।…

ପ୍ରଥମ ଦେଖାରେ ଶଟ୍‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ସ୍ତବ୍ଧ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍‌ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ…

ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡର ପ୍ରସିଦ୍ଧ ଅଭିନେତା କେଭିନ କ୍ଲାର୍କଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ କେଭିନଙ୍କ ମାତ୍ର ୩୨ ବର୍ଷ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ କେଭିନ କ୍ଲାର୍କ ସାଇକେଲ ଚଳାଉ ଥିବାବେଳେ ଏକ ଗାଡି ଧକ୍କା ଦେବାରୁ ତାଙ୍କର…

ଚଳଚ୍ଚିତ୍ର ପାଇଁ ପାନୁଆ ପାଲଟିଥିଲେ ଏହି ଅଭିନେତା: ଦୈନିକ ଖାଉଥିଲେ ୧୦ରୁ ୧୫ଟି ପାନ; ଶୁଟିଂସେଟକୁ…

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦେଶବିଦେଶର ଦର୍ଶକଙ୍କ ମନ ଜିଣିଥିଲା ଚଳଚ୍ଚିତ୍ରଟି। ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଯିଏ ଏଠାରେ ଭଲପାଇବା, ରାଗ,…

ପରଦାରେ ସଂସ୍କାରୀ ବାପା, ହେଲେ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ; ଶୁଟିଂସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ…

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଗତ କିଛି ଦିନ ହେବ ଡାକ୍ତରଖାନାରେ…

ଶ୍ୱଶୁରଙ୍କ ପାଇଁ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ବର୍ଗତ ପିତା ବିଳାଶ ରାଓ ଦେଶମୁଖଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପିତାଙ୍କ ସ୍ମୃତିରେ ସେ ତାଙ୍କ ପିତାଙ୍କ ସହ ଏକ ପୁରୁଣା ଫଟୋ ସହିତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆପଣଙ୍କୁ ମନେ…

ସର୍ଜରୀ କରି ପୁରୁଷ ହେଲେ ସୁନ୍ଦରୀ ଅଭିନେତ୍ରୀ: ସିକ୍ସ୍‌ ପ୍ୟାକ୍‌ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୨୭।୫: ହଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଇଲେନ୍‌ ପେଜ୍‌ ନିଜର ସର୍ଜରୀ କରି ମହିଳାରୁ ପୁରୁଷ ପାଲଟି ଯାଇଛନ୍ତି। ପୁରୁଷ ଭାବେ ଏବେ ତାଙ୍କର ନାମ ଇଲିଓଟ୍‌ ପେଜ୍‌ ରହିଛି। ୨୦୨୦ ଡିସେମ୍ବରରେ ସେ ଜଣେ କିନ୍ନର ବୋଲି ଇଲେନ୍‌ ଇନଷ୍ଟାଗ୍ରାମ୍‌ରେ ସୂଚନା…

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ ଗାୟକ। ଥରେ ତାଙ୍କ ଜନ୍ମଦିନରେ ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ଓଠରେ ଜବରଦସ୍ତି ଚୁମ୍ବନ…

ଓଟିଟିରେ ଆସିବ ‘ସର୍ଦ୍ଦାର ଉଧମ ସିଂ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ ଶେଷରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ ପାଇଁ ସ୍ଥିର ହୋଇଛି। ଫିଲ୍ମର ଶୁଟିଂ ଓ ପୋଷ୍ଟ ପ୍ରଡକ୍ସନ ଗତ ବର୍ଷରୁ ହିଁ ଶେଷ ହୋଇଥିଲା। ୨ ଅକ୍ଟୋବର ୨୦୨୦ରେ ଚଳଚ୍ଚିତ୍ର ରିଲିଜ…

ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର

ନୂଆଦିଲ୍ଲୀ, ୨୬।୫: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ହଲିଉଡ୍‌ ଫିଲ୍ମ ‘ମିଶନ ଇମ୍‌ପସିବଲ ୭’ରେ କାଷ୍ଟ କରାଯାଇପାରେ। ଏ ସମ୍ପର୍କିତ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଲିଉଡରେ ପ୍ରଭାସଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚ ଜୋର ଧରିଛି। ସାଉଥ୍‌ ଷ୍ଟାରଙ୍କ…

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା; ଲିଭ୍‌ ଇନ୍‌ରେ ରହିବାକୁ…

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି ଅଭିନେତା ବରୁଣ ଧଓ୍ବନ। ହେଲେ ତାଙ୍କ ପ୍ରେମ କାହାଣୀ ସେତେଟା ସହଜ ନ ଥିଲା। ପିଲାଦିନର ବନ୍ଧୁ ହୋଇଥିଲେ ହେଁ ବରୁଣଙ୍କ ପ୍ରେମକୁ ସହଜରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri