ସ୍କୁଲ ୟୁନିଫର୍ମରେ ଆୟେଶାଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…
ବମ୍ବେ: ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ…
ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍ ଶୁଟିଂ ଆରମ୍ଭ କରିଛନ୍ତି ଆଲିଆ । ଏହା ମାଧ୍ୟମରେ ଆଲିଆ ପ୍ରଯୋଜିକା ଭାବେ ଡେବ୍ୟୁ…
୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍; ନିଅନ୍ତି ବଲିଉଡ୍ କଳାକାରଙ୍କଠାରୁ ବି ଅଧିକ ପାଉଣା
ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ, ବିଜୟଙ୍କ ଭଳି ଅଭିନେତାମାନେ ଆକ୍ସନ ପାଇଁ ଜଣାଶୁଣା ହୋଇଥିବାବେଳେ କମେଡି କଥା ପଡ଼ିଲେ ପ୍ରତ୍ୟେକ…
ପ୍ରିୟଙ୍କାଙ୍କ ନୂଆ ଟାଟୁ
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକାରେ ପରିବାର ସହ ସମୟ ବିତାଇବା ପରେ ପୁଣି ଲଣ୍ଡନ ଯାଇଛନ୍ତି। ପ୍ରିୟଙ୍କା ଦୀର୍ଘଦିନ ଲଣ୍ଡନରେ ରହି ନିଜ ପରିବାରକୁ ମିସ୍ କରୁଛନ୍ତି। ସେ ତାଙ୍କ କାମ ପାଇଁ ଲଣ୍ଡନରେ ଅଛନ୍ତି। ପ୍ରିୟଙ୍କା ଏବେ ତାଙ୍କ…
ମଦ ପାଇଁ ଭାଙ୍ଗି ଯାଇଥିଲା ଏହି ଅଭିନେତାଙ୍କ ଫାଦର୍ ହେବାର ସ୍ବପ୍ନ: ପରେ ଏପରି କରି ଜିତିଥିଲେ ଲକ୍ଷ ଲକ୍ଷ ଯୁବତୀଙ୍କ ହୃଦୟ…
ବାଧାବିଘ୍ନ ମଧ୍ୟରେ ନିଜ ଜୀବନକୁ ସରସ ସୁନ୍ଦର କରିଥିବା ଅଭିନେତାଙ୍କ ମଧ୍ୟରୁ ଟମ କ୍ରୁଜ ଅନ୍ୟତମ। ‘ଟପ୍ ଗନ୍’, ‘ମିଶନ ଇମ୍ପୋସିବଲ୍ ସିରିଜ’ ଏବଂ ‘ଆମେରିକୀୟ ମେଡ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ହଲିଉଡ ସୁପରଷ୍ଟାର ଟମ କ୍ରୁଜ ତାଙ୍କ ଜୀବନରେ…
ଏହି ଅଭିନେତ୍ରୀଙ୍କୁ ଜନ୍ମହେବା ପୂର୍ବରୁ ମାରିଦେବାକୁ ଚାହୁଁଥିଲେ ମା’
ମୁମ୍ବାଇ: ଟିଭି ଜଗତର ଚୁଲବୁଲି ଅଭନେତ୍ରୀ ତଥା କମେଡିକୁଇନ ଭାରତୀ ସିଂହ ଶନିବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀ ହେଉଛନ୍ତି ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏକି ଷ୍ଟେଜ୍ ଉପରକୁ ଆସିଲେ, ଯେତେ ଦୁଃଖି ଥିବା ବ୍ୟକ୍ତି ହସିବାକୁ…
ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ, ଅଲଗା ହେଲେ କିରଣ-ଆମିର
ମୁମ୍ବାଇ,୩ ।୭: ବଲିଉଡ୍ର ବହୁ ଚର୍ଚ୍ଚିତ ଯୋଡି ନାୟକ ଆମିର ଖାଁ ଓ ନିର୍ଦ୍ଦେଶିକା କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଉଭୟ ଏହା ପ୍ରକାଶ କରିଛନ୍ତି । ଏବେ ସେମାନଙ୍କ ସମ୍ପର୍କ…
ୟାମି ଗୌତମଙ୍କୁ ଇଡି ସମନ
ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ଲାଗି ଏହି ‘ଭିକି ଡୋନର’ ଅଭିନେତ୍ରୀଙ୍କୁ…
ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର
ବଲିଉଡ୍ ଗାୟକ ହିମେଶ ରେଶ୍ମିଆ ଅନେକ ହିଟ୍ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ ନ ଥିଲେ। କେବଳ ତାଙ୍କ ବାପା ଭିପିନ ରେଶ୍ମିଆଙ୍କ ଇଚ୍ଛା ପୂରଣ କରିବା ପାଇଁ…
ରଙ୍ଗ କଳା ବୋଲି ଦୁଇ ବର୍ଷ ଧରି ନିର୍ଯାତନା ସହୁଥିଲେ ଏହି ଅଭିନେତ୍ରୀ, ରାଗି ଯାଇ ନେଲେ ଏଭଳି…
ଦେହର ରଙ୍ଗ କଳା ପାଇଁ ଅନେକ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ କମେଣ୍ଟର ଶିକାର ହେବାକୁ ପଡେ । ଲୋକଙ୍କ ଏହି କମେଣ୍ଟ ଏତେ ଖରାପ ଯେ, ଏହା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦିଓ ଅନେକ…
ୟୁଟ୍ୟୁବରେ ରିଲିଜ ହେବ ଇରଫାନଙ୍କ ଫିଲ୍ମ
ନୂଆଦିଲ୍ଲୀ,୨।୭: ସ୍ବର୍ଗତ ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ଅଭିନେତାଙ୍କ ରିଲିଜ ହୋଇ ନ ଥିବା ଫିଲ୍ମ ‘ଦୁବାଇ ରିଟର୍ନ’ ଆସନ୍ତା ଶନିବାର ୟୁଟ୍ୟୁବରେ ରିଲିଜ ହେବ। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି…
ଅମିଶାଙ୍କ ବୋଲ୍ଡ ଲୁକ୍
ମୁମ୍ବାଇ:ବଲିଉଡ୍ ନାୟିକା ଅମିଶା ପଟେଲ ଏବେ ଯଦିଓ ବଡ ପରଦାରୁ ଦୂରେଇ ରହିଛନ୍ତି ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଅମିଶା ନିଜ କ୍ୟାରିୟର ସହ ପର୍ସନାଲ ଲାଇଫକୁ ନେଇ ବି ଆସିଥାଆନ୍ତି ଚର୍ଚ୍ଚାକୁ । କେବେ…
Archives


