ଏହି ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦ ଖବର ଭାଙ୍ଗିିଥିଲା ପ୍ରଶଂସକଙ୍କ ହୃଦୟ : ୧୬ ବର୍ଷ ସମ୍ପର୍କ ପରେ…
ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ ସ୍ଥାନ ଯେଉଁଠାରେ ସମ୍ପର୍କ ଯୋଡ଼ିବା ବା ଛିଡ଼ିବା ଖବର ପ୍ରଶଂସକଙ୍କୁ ସର୍ବଦା ଆଶ୍ଚର୍ଯ୍ୟ କରିଥାଏ। ଏହି ସମ୍ପର୍କ ଗଢ଼ିବା ପାଇଁ ଅନେକ ସମୟ ଲାଗିଥାଏ ହେଲେ ଭାଙ୍ଗିବାକୁ ଖୁବ କମ ସମୟ ନେଇଥାଏ। ସାଉଥ୍ ଫିଲ୍ମ…
ପିଲାଦିନେ ଶିକ୍ଷକ ପିଟୁଥିଲେ ବୋଲି ଅମିତାଭ କରୁଥିଲେ ଏହି କାମ
ମୁମ୍ବାଇ: କୌନ ବନେଗା କୋରଡ଼ପତି ସିଜନ-୧୩ରେ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ପିଲାଦିନର କଥା ଶେୟାର କରିଛନ୍ତି। ଶୋ’ରେ ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ ପିଲାଦିନର କଥା ପଚାରିଥିଲେ। ସେତେବେଳେ ବିଗ୍ ବି କହିଥିଲେ। ଥରେ ଶିକ୍ଷକ ତାଙ୍କୁ ବାଡ଼ିରେ…
ଦ୍ୱିତୀୟ ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏହି ଅଭିନେତା, ସ୍ତ୍ରୀ କହିଥିଲେ…
ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ସୈଫ୍ ଏବଂ କରିନା ଅଭିନୟ ବ୍ୟତିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚା ରହିଥାନ୍ତି। ଅକ୍ଟୋବର ୧୬,…
ଏହି ଗୀତରେ ନାଚିବାକୁ ମନା କରି ଦେଇଥିଲେ ସୁସ୍ମିତା ସେନ୍ ଆଉ ତା’ ପରେ…
ମଲ୍ଟି ଷ୍ଟାର ଫିଲ୍ମ ‘ଫିଜା’ ୨୦୦୦ ସେପ୍ଟେମ୍ବର ୮ ରେ ମୁକ୍ତିଲାଭ କରିଥିଲା। ଆଜି ଏହି ଫିଲ୍ମ ରିଲିଜ୍କୁ ୨୧ ବର୍ଷ ପୁରିଛି। ହ୍ରିତିକ ରୋଶନ, କରିସ୍ମା କପୁର, ଜୟା ବଚ୍ଚନ, ସୁସ୍ମିତା ସେନ, ଏବଂ ଇଶା କୋପିକର ଏବଂ ଜନି…
ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର
ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପୁଅ। ଯେତେ ବ୍ୟସ୍ତ ଥାଆନ୍ତୁ…
ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଲେ ଅକ୍ଷୟ
ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଖବର ବିଷୟରେ ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ…
ଶାଶୁଘରର ୧୮ ଲକ୍ଷ ସୋଫା ଉପରେ ଅଭିନେତ୍ରୀ କଲେ ଫଟୋଶୁଟ୍; ସ୍ବାମୀ ଦେଖିବା ପରେ…
ବମ୍ବେ: ନିକଟରେ ବଲିଉଡ୍ର ଫ୍ୟାଶନ୍ ଡିଭା ସୋନମ କପୁର ଏକ ମାଗାଜିନ୍ର କଭର୍ରେ ନଜର ଆସିଛନ୍ତି। ଏହାର କିଛି ଫଟୋ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିବା ପରେ ଚର୍ଚ୍ଚାରେ ଅଛନ୍ତି ସେ। କାରଣଟି ହେଲା ସେ ଛିଡ଼ା ହୋଇ ପୋଜ୍…
୨ ଥର ବିବାହ କରି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ମେଲୋଡି କୁଇନ୍
ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ…
ପତଳି ହେଇଗଲେଣି ଭାରତୀ; କପିଲଙ୍କ ଶୋ’ରେ ଓଜନ କମାଇ ଚମକାଇଲେ…
ବମ୍ବେ: ଲୋକପ୍ରିୟ କମେଡିଆନ୍ଙ୍କ ମଧ୍ୟରୁ ଭାରତୀ ସିଂହ ଜଣେ। ସେ ଏବେ ବେଶ ଖୁସି ଅଛନ୍ତି। ସେ ବି ନିଜର ଓଜନ କମାଇବାକୁ ନେଇ। ନିଜର ୧୫ କିଲୋ ଓଜନ କମାଇଛନ୍ତି ଭାରତୀ। କପିଲ ଶର୍ମା ଶୋ’ରେ ସେ ଏନେଇ ସୂଚନା…
ସାଉଥ୍ରେ ଧମାଲ ମଚେଇବେ କିଙ୍ଗ ଖାନ୍
ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ହାତରେ ଏବେ କେତେ ଗୁଡିଏ ଅଫର ରହିଛି । ସେଥିମଧ୍ୟରୁ ସାଉଥ୍ ମୁଭିରେ ତାଙ୍କର ଅଭିନୟକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଟଲିଉଡ୍ ନିର୍ଦ୍ଦେଶକ ଏଟଲି କୁମାରଙ୍କ ସହ ଶାହାରୁଖ ଏକ…
ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍
ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ କିରିବା ଆଦି ଫଲୋ କରି ନିଜକୁ ଫିଟ୍ ରଖି ପାରୁଛନ୍ତି । ଆଉ ସାଧାରଣ…
ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୀପିକା
ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ଗେମ୍ ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜିନ ଆରମ୍ଭ ହୋଇଛି। ଦର୍ଶକଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ପାଇଁ ଶୋ’ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଶାନଦାର୍ ଶୁକ୍ରବାର’ର…

