ମନୋରଞ୍ଜନ

ଏହି ଅଭିନେତା କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଶାହରୁଖ ଖାନ ଗତ ୨୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଆସୁଛନ୍ତି। ୫୫ ବର୍ଷ ବୟସ୍କ ଶାହରୁଖଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଙ୍ଗ୍‌ ଖାନ କୁହାଯାଏ। ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେ…

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍‌…

କେବଳ ଏହି କାରଣ ପାଇଁ ସାଉଥ ସୁପରଷ୍ଟାରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ରାଧିକା ଆପ୍ଟେ : ଆଉ ତା’ ପରେ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପାଇଁ ବେଶ ଜଣାଶୁଣା । ସେ ଫିଲ୍ମ ‘ୱା ଲାଇଫ ହୋ ତୋ ଏସିି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ରାଧିକା ‘ପାରଚଡ’, ‘ରକ୍ତ ଚରିତ୍ର ୨’,…

ରୋଗ ନୁହେଁ, ଏହି କାରଣ ପାଇଁ ରାକେଶ ରୋଶନଙ୍କ ମୁଣ୍ଡରେ ନାହିଁ କେଶ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍‌ର ଏହି ନାଁ କରା ନିର୍ଦ୍ଦେଶକ ପ୍ରଥମରୁ ସଫଳତା ପାଇବା ପରେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରଥମେ ସେ ଅଭିନେତା ଭାବେ…

ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି ‘ ଦ ଇଣ୍ଟର୍ନ’ରେ ନିନାଙ୍କୁ କାଷ୍ଟ କରୁଥିବା ଶୁଣିବାକୁ ମିଳିଛି । ଅମିତଙ୍କ ସହ…

ସ୍ବାମୀଙ୍କୁ ଗୁଗଲ୍‌ ସର୍ଚ୍ଚ କରିବାକୁ ମନା କରିଥିଲେ କରୀନା: ଜାଣନ୍ତୁ କାହିଁକି

ବଲିଉଡ ଷ୍ଟାର୍ସ କରୀନା କପୁର ଖାନ୍‌ ଏବଂ ସୈଫ ଅଲ୍ଲୀ ଖାନ୍‌ ଇଣ୍ଡଷ୍ଟ୍ରୀର ସବୁଠୁ ଖାସ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକ ସେମାନଙ୍କୁ ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି। କରୀନା ମଧ୍ୟ ନିଜ ପ୍ରଶଂସକଙ୍କ ମନ ଦୁଃଖ କରିବାକୁ ଆଦୌ ଚାହାନ୍ତି…

୨୭ ବର୍ଷ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍‌: ଅଧାବାଟରେ ହାତ ଛାଡ଼ିଦେଲେ ସ୍ବାମୀ

ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦର ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କୁ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ହସ ସହ ବଡ ଆଖି ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦଥିଲା । ୧୯୯୪ ମସିହାରେ ଶାନ୍ତିପ୍ରିୟା ଫିଲ୍ମ ‘ଇକ୍କେ ପେ ଇକ୍କା’ରେ…

କରୀନା କପୁରଙ୍କ ମହଙ୍ଗା ଟି-ଶର୍ଟ, ଯାହାର ଦାମ୍‌ରେ କରିହେବ ଗୋଆ ଟ୍ରିପ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ଥର ମା’ ହେବା ପରେ ଏବେ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ କରୀନା ପିତା ରଣଧୀର କପୁର, ମା ବବିତା କପୁର ଏବଂ ଭଉଣୀ କରିସ୍ମା କପୁରଙ୍କ ସହ ପାରିବାରିକ…

ସ୍ବାମୀଙ୍କ ସହ ଗଲ୍ଫ ଖେଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆଜିକାଲି ହଲିଉଡ୍‌ର କିଛି ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରିୟଙ୍କା ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଆଦୌ ଭୁଲୁନାହାନ୍ତି। ସେ ନିକ୍‌ଙ୍କ ସହ ଏକ ଫଟୋ…

ମଲାଇକା ପିନ୍ଧିଥିବା ଡ୍ରେସ୍‌ର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେବେବେଳେ ନିଜ ଫିଟ୍‌ନେସ୍‌କୁ ନେଇ ତ ଆଉ କେତେବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ଆଲୋଚନରେ ଥାନ୍ତି। ନିକଟରେ ତାଙ୍କୁ ଦାମୀ ଡ୍ରେସ୍‌କୁ…

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ରାଗିକି ଏମିତି କହିଲେ କ୍ରିତି

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ୩ ତାରିଖ ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ କେତେକ ଗଣମାଧ୍ୟମ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରର ସମସ୍ତ…

ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ ଭାଇରାଲ ହେଉଥିବା ତାଙ୍କର କିଛି ଫଟୋ। ଫଟୋରୁ ସେ ଅଭିନେତା ବିଦ୍ୟୁତ ଜାମବାଲଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?