ଡ୍ୟାନ୍ସ, ଡାଏଟ୍ ଫିଟନେସ୍ର ସରଳ ମନ୍ତ୍ର: ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ଏବେ ବିଟାଉନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ନବାଗତା ନାୟିକା ପ୍ରଥମରୁ ହିଁ ଦର୍ଶକଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଥିଲେ । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ବଡ…
ସେଲ୍ସମ୍ୟାନ୍ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍
ବମ୍ବେ: ସେଲ୍ସମ୍ୟାନ୍ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ ଶେଖ୍ଙ୍କ ବିଷୟରେ। ଇନ୍ଷ୍ଟ୍ରାଗ୍ରାମରେ ତାଙ୍କର ୨୧.୮ ମିଲିୟନ୍ ଫଲୋଅର୍ସ ରହିଛି। ସେ ସଲମାନ୍ ଖାନ୍,…
କାହିଁକି ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ରାଜି ହୋଇ ନ ଥିଲେ ବାପା
ବଲିଉଡ୍ ଅଭିନେତ୍ରୀ କାଜଲ ଅଗଷ୍ଟ ୫ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ହିଟ୍ ଫିଲ୍ମ ଦେିଛନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ଶାହାରୁଖ ଖାଁଙ୍କ ସହିତ ତାଙ୍କ ଯୋଡିକୁ ପ୍ରଂଶସକ ବହୁତ ପସନ୍ଦ କରନ୍ତି।…
୧୦ କୋଟିର କ୍ଷତିପୂରଣ ମାଗିଲେ ହନି ସିଂହଙ୍କ ସ୍ତ୍ରୀ; ଅଭିଯୋଗରେ ଶାଶୁ,ଶ୍ୱଶୁର, ନଣନ୍ଦଙ୍କୁ ମଧ୍ୟ…
ବମ୍ବେ: ଘରୋଇ ହିଂସା ଅଭିଯୋଗରେ ସ୍ତ୍ରୀ ଶାଳିନୀ ତଲଓ୍ବାର କୋର୍ଟର ଦ୍ୱାରସ୍ଥ ହେବା ପରେ ଏବେ ଅଡ଼ୁଆରେ ଫସିଛନ୍ତି ରାପର୍ ହନି ସିଂହ। ଅନେକ ମହିଳାଙ୍କ ସହ ଗାୟକଙ୍କର ସମ୍ପର୍କ ଥିଲା। ଯେତେବେଳେ ତାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ…
ସନ୍ନି ଲିଓନିଙ୍କ ଘରେ ପଶିଗଲା ଅସରପା, ନିଜକୁ ରକ୍ଷା କରିବାକୁ ଯାଇ ହେଲା ଏମିତି ଅବସ୍ଥା
ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହା ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ସନ୍ନିଙ୍କ ଘରୁ ଆସିଛି। ଭିଡିଓରେ ସନ୍ନି ଘରେ ଅସରପା ପଶିଯାଇଥିବା…
ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ସିଙ୍ଗଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଶିଳ୍ପ ଜଗତରେ ପ୍ରବେଶ କରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମକ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ନିକଟରେ ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ମଧ୍ୟ ଖାଇବାକୁ ଆସିଥିଲେ। ଏହି…
ଯାହାଙ୍କୁ ଗାଳି କରିଥିଲେ, ତାଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କାଜୋଲ ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଅଜୟ ଦେବଗନଙ୍କ ସହ ୪ ବର୍ଷର ସମ୍ପର୍କ ପରେ ସେ ବିବାହ କରିଥିଲେ। ଦୀର୍ଘ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ଏବେ…
ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ…
ବଡ଼ ବଡ଼ ଶିଳ୍ପପତି ନିଜର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଅମ୍ବାନୀ ପରିବାରକୁ ମୁମ୍ବାଇ ପୋଲିସ ମଧ୍ୟ ବିଶେଷ ସୁରକ୍ଷା ଯୋଗାଇ ଦେଉଛି। ବିବାଦ ଏବଂ…
ଅଭିନୟ କରୁ କରୁ ଅନ୍ସ୍କ୍ରିନ୍ ମା’ବାପାଙ୍କ ପ୍ରେମରେ ପଡ଼ିଥିଲେ ଏସବୁ କଳାକାର; କିଏ ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ…
ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛନ୍ତି। ଆଉ କିଛି ଅନ୍ସ୍କ୍ରିନ୍ ପିତାମାତା, ଶାଶୁଙ୍କୁ…
ନିକ୍ଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ପ୍ରିୟଙ୍କା
ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ପ୍ରିୟଙ୍କାଙ୍କର ସୋସିଆଲ ମିଡିଆରେ ଢେର ଫଲୋଅର୍ସ। ପ୍ରିୟଙ୍କା ସବୁବେଳେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ…
ଲେହେଙ୍ଗା ପିନ୍ଧି ପୁଶ୍-ଅପ୍ କଲେ ନବବିବାହିତା, ଭାଇରାଲ ହେଉଛି ଭିଡିଓ
ଲେହେଙ୍ଗା ପିନ୍ଧି ମୁଣ୍ଡରେ ଓଢ଼ଣୀ ପକାଇ ନବବିବାହିତା ପୁଶ୍-ଅପ୍ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ମହିଳାଙ୍କ ନାମ ଆନା ଆରୋରା। ଆନା ତାଙ୍କ ଇନ୍ଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରିଛନ୍ତି। ଲୋକେ ଏହି ଏହାକୁ ଖୁବ୍…
ପାଞ୍ଚ ବର୍ଷ ଡେଟିଂ କରି ମଲାଇକାଙ୍କୁ ବିବାହ କରିଥିଲେ ଅର୍ବାଜ: ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମରେ ପାଗଳ ଅଭିନେତ୍ରୀ
୧୯୬୭ ୪ ଅଗଷ୍ଟରେ ଜନ୍ମ ହୋଇଥିବା ଅର୍ବାଜ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅର୍ବାଜ ଅନ୍ୟତମ । ଅର୍ବାଜ ଭାଇ ସଲ୍ମାନ ଖାନଙ୍କ ଭଳି ଚଳଚ୍ଚିତ୍ରରେ ସେତେଟା ସଫଳତା…
Archives


