ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣନ୍ତୁ…

ବଡ଼ ବଡ଼ ଶିଳ୍ପପତି ନିଜର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଅମ୍ବାନୀ ପରିବାରକୁ ମୁମ୍ବାଇ ପୋଲିସ ମଧ୍ୟ ବିଶେଷ ସୁରକ୍ଷା ଯୋଗାଇ ଦେଉଛି। ବିବାଦ ଏବଂ ଧମକ ଯୋଗୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥାଏ।

ଅମ୍ବାନୀ ପରିବାରକୁ Z + ସୁରକ୍ଷା ମିଳିଛି। ଯାହା ଦେଶରେ ସମୁଦାୟ ୧୭ ଜଣଙ୍କ ପାଖରେ ଅଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଛନ୍ତି । Z + ସୁରକ୍ଷା ୫୫ଟି ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନେଇ ଗଠିତ, ସେଥିମଧ୍ୟରୁ ଅତି କମରେ ୧୦ ଜଣ ଜାତୀୟ ସୁରକ୍ଷାକର୍ମୀ ଯେଉଁମାନେ ଦିନରାତି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିଥାନ୍ତି । ତେବେ ଜାଣନ୍ତୁ ଅମ୍ବାନୀ ପରିବାରର ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି।

୨୦୧୩ ମସିହାରେ ମୁକେଶ ଅମ୍ବାନୀଙ୍କୁ ମୁଜାହିଦ୍ଦିନ ଗୋଷ୍ଠୀରୁ ଧମକ ମିଳିଥିଲା। ସେହି ଧମକ ପରେ ହିଁ ମୁକେଶ ଅମ୍ବାନୀଙ୍କୁ Z + ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯଦି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟ ବାହାରକୁ ଯାଆନ୍ତି, ତେବେ ସୁରକ୍ଷାକର୍ମୀମାନେ ନିଶ୍ଚିତ ସେମାନଙ୍କ ସହିତ ଯାଇଥାନ୍ତି। ମୁକେଶ ଅମ୍ବାନୀଙ୍କ ଏହି ପ୍ରାସାଦରେ ୬୦୦ଜଣ କର୍ମଚାରୀ ଅଛନ୍ତି । ତେବେ ଅମ୍ବାନୀ ପରିବାରର ସୁରକ୍ଷା ପାଇଁ ମାସକୁ ୧୫ ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri