କାହିଁକି ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ରାଜି ହୋଇ ନ ଥିଲେ ବାପା

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗଷ୍ଟ ୫ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେିଛନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ଶାହାରୁଖ ଖାଁଙ୍କ ସହିତ ତାଙ୍କ ଯୋଡିକୁ ପ୍ରଂଶସକ ବହୁତ ପସନ୍ଦ କରନ୍ତି। କାଜଲ ଫିଲ୍ମ ‘ବେଖୁଦି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥା। ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହ ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏ ନେଇ ଏକ ସପ୍ତାହ ଝିଅଙ୍କ ସହ ସେ କଥା ହୋଇ ନ ଥିଲେ। ଅଜୟଙ୍କ ସହ ବିବାହ କରିବା କଥା ଉଠାଇବା ନେଇ ଝିଅଙ୍କ ଉପରେ ସେ ରାଗି ଯାଇଥିଲେ।
କାଜଲ ବିବାହ କରନ୍ତୁ ବୋଲି ବାପା ଚାହୁଁ ନ ଥିଲେ। କ୍ୟାରିୟରର ଶିଖରରେ ପହଞ୍ଚି ପଛକୁ ଫେରନ୍ତୁ ବୋଲି ସେ ଚାହୁଁ ନ ଥିଲେ। ଏ ନେଇ ସେ କାଜଲଙ୍କ ସହ ସେ ଏକ ସପ୍ତାହ କଥା ହୋଇ ନ ଥିଲେ। କିନ୍ତୁ ପରିଶେଷରେ ହଁ ଭରିବା ପରେ ଉଭୟଙ୍କ ବିବାହ ହୋଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ରହନା ହୈ ତେରେ ଦିଲ୍‌ମୈ’: ୧୯ ବର୍ଷ ପରେ ପୁଣିଥରେ ଏହି ଯୋଡିକୁ ଏକାଠି ଦେଖିବାକୁ ଚାହୁଁଛନ୍ତି ଦର୍ଶକ

ବଲିଉଡ୍‌ର କ୍ଲାସିକ୍‌ ରୋମାଣ୍ଟିକ୍‌ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍‌ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍‌ ମେଁ’ ଅନ୍ୟତମ। ଉକ୍ତ ସମୟରେ...

‘ସିଙ୍ଘମ ଏଗେନ୍‌’ରେ ପୁଣି ଧମାଲ କରିବ ରୋହିତ ଶେଟ୍ଟୀ, ଅଜୟ ଦେବଗନଙ୍କ ଯୋଡି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ବର୍ତ୍ତମାନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦି ଆମେ ଅଜୟ ଦେବଗନଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର...

କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ଖାସ୍‌ ବାର୍ତ୍ତା ଦେଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କାଜଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ମଜାଦାର ବ୍ୟଙ୍ଗ ଶେୟାର କରିଥାନ୍ତି। କରଓ୍ବାଚୌଥ ପାଳନ ଅବସରରେ କାଜଲ...

ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ...

‘ହେରାଫେରି-୩’ରେ ନଜର ଆସିବେ ସଞ୍ଜୟ ଦତ୍ତ

ମୁମ୍ବାଇ: କମେଡି ଫିଲ୍ମ ‘ହେରାଫେରି-୩’କୁ ନେଇ କିଛି ନା କିଛି ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ସମୟରେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର...

ଆଇପିଏଲ ଉଦଘାଟନୀ ସମାରୋହରେ ଗ୍ଲାମର୍‌ ଜଲଓ୍ବା

ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ...

ଆଖିବୁଜିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ, ଏପରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୁତି

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ପି ଜଗନ୍ନାଥନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ସମଗ୍ର ସାଉଥ୍‌ ଇଣ୍ଡଷ୍ଟ୍ରି...

ଗରିବ ଛୁଆଙ୍କ ପାଇଁ ସାଣ୍ଟା ପାଲଟିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜରିନ ଖାନ୍‌ ଚଳିତବର୍ଷ ଖ୍ରୀଷ୍ଟମାସରେ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି। ସାଣ୍ଟା ପୋଷାକ ପରିଧାନ କରି ଜରିନ ଗରିବ ଛୁଆଙ୍କ...

Advertisement
Archives

Model This Week