ମନୋରଞ୍ଜନ

ବନ୍ଦ ହେଲା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୬।୯: ବନ୍ଦ ହେଲା ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ। ଦିଲ୍ଲୀପ କୁମାରଙ୍କ ସମ୍ପର୍କୀୟ ଫେଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି। ଦିଲୀପଙ୍କ ସ୍ତ୍ରୀ ସାଇରା ବାନୁ ମଧ୍ୟ ଏ ନେଇ ସହମତି ଜଣାଇଛନ୍ତି। ସୂଚନା ଅନୁସାରେ, ଦିଲୀପ…

ମା’ ହେବା ପରେ ପାର୍ଟି ଦେଲେ ଏହି ଅଭିନେତ୍ରୀ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ମା’ ହେବା ପରେ ଚର୍ଚ୍ଚାକୁ ଆସୁଛନ୍ତି। ଗତ ଅଗଷ୍ଟ ୨୬ରେ ସେ ଇଶାନ ନାମକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହା ପରଠାରୁ ନୁସରତ ତାଙ୍କ ମାତୃତ୍ୱକୁ…

ନେହାଙ୍କ କାଣ୍ଟା ଲଗା ଲୁକ୍; ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ନୂଅା ଲୁକ୍କୁ ନେଇ ଚର୍ଚ୍ଚାରେ କିଛି ଦିନ ତଳେ ରିଲିଜ ହୋଇଥିବା ତାଙ୍କର ଗୀତ କାଣ୍ଟା ଲଗାରେ ପିନ୍ଧିଥିବା ପୋଷାକର ଅନେକ ଫଟୋ ସେ ସୋସିଅାଲ ମିଡିଅାରେ ଛାଡ଼ିଛନ୍ତି ସୋସିଅାଲ…

ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା କିଏ ସେ ନେଇ ଜାରି ରହିଥିବା ସସ୍‌ପେନ୍ସ ଏବେ ଶେଷ ହୋଇଛି। ଜନ୍ମ ପ୍ରମାଣ…

କ’ଣ ଖାଇବାକୁ ଭଲ ପାଆନ୍ତି ଭାଇଜାନ, ଜାଣନ୍ତି…

ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ସହ ଜଡିତ ପ୍ରତ୍ୟେକ ଖବର ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଆଗଭର ହୋଇଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ପ୍ରତ୍ୟେକ କଥା ଜାଣିବାକୁ ଚାହାନ୍ତି। ଉଭୟ ଶାହାରୁଖ ଏବଂ…

ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’

ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମଠାରେ ଆଚାର୍ଯ୍ୟଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମଧ୍ୟମ ପୁତ୍ର ପୂଜନୀୟ ଅନିରୁଦ୍ଧ ଚକ୍ରବର୍ତ୍ତୀ(ସିପାଇ ଦା’)ଙ୍କ କର…

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ନିକଟରେ ସୋନୁଙ୍କ କମ୍ପାନୀ ଓ ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ୍‌ ଫାର୍ମ…

ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଅନ୍ତି ଅନିଲ କପୁର? ଅଭିନେତା କହିଲେ…

ବମ୍ବେ: ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବଲିଉଡ୍‌ ଅଭିନେତା ଅନିଲ କପୁର ଏଭଳି ଜଣେ ଅଭିନେତା ଯାହାଙ୍କୁ ଦେଖିଲେ ଲାଗେ ବୟସ ବଢ଼ୁଛି ହେଲେ ଏବେ ବି ସେ ଯୁବକ। ଏହାକୁ ନେଇ ଅନେକ ଚର୍ଚ୍ଚା…

ଭଉଣୀଙ୍କ ବିବାହରେ ଜଣେ ଝିଅଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଏହି ଅଭିନେତା; ଦଶମ ପଢ଼ିବା ବେଳେ…

ବମ୍ବେ: ବଲିଉଡ୍‌ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଅଭିନୟ ଚାତୁରୀରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଆର୍ଥିକ ଅସୁବିଧା ଦେଇ ଗତି କରିଥିବା ପଙ୍କଜ ୨୦୦୪ରେ ମୃଦୁଳା ତ୍ରିପାଠୀଙ୍କୁ ବିବାହ କରିଥିଲେ।…

ବିକ୍‌ନୀ ଛାଡ଼ି ଦେଶୀ ଲୁକ୍‌ରେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ନିଜ ଗ୍ଲାମରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ନେଇ ତ କେବେ ବିକ୍‌ନୀକୁ ନେଇ। ଦିଶା ସୋସିଆଲ ମିଡିଆରେ ତାଙ୍କ ଗ୍ଲାମର ଫଟୋ ସବୁ ଶେୟାର କରିଥାନ୍ତି। ଦୀର୍ଘଦିନ ପରେ…

ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ପିଲା ଜନ୍ମ କରିବାକୁ ଚାହୁଁ ନାହିଁ: ଏଫ୍‌ଆଇଆର୍‌ ଅଭିନେତ୍ରୀ

ବମ୍ବେ: ବିବାହକୁ ଅନେକ ବର୍ଷ ବିତିଗଲାଣି। ସୁରୁଖୁରୁରେ ଦାମ୍ପତ୍ୟ ଜୀବନ ମଧ୍ୟ ଚାଲିଛି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଥିବା କବିତା କୌଶିକ। ୨୦୧୭ରେ ବ୍ୟବସାୟୀ ରୋନିତ ବିଶ୍ୱାସଙ୍କୁ ବିବାହ…

ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି ଆଲୋଚନାରେ ଅଛନ୍ତି। ଏହି ମଲ୍ଟି ଷ୍ଟାର ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?