ମନୋରଞ୍ଜନ

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ ଲୁଚାଇବା ପାଇଁ ସୋନ୍‌ୁ ବିଭିନ୍ନ ନକଲି କମ୍ପାନୀରୁ ଅସୁରକ୍ଷିତ ଋଣ ଆଣିଥିବା ଆୟକର ବିଭାଗ…

ଅନିଲଙ୍କୁ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ ଏହି ଅଭିନେତ୍ରୀ; କାରଣ ଥିଲା…

ବମ୍ବେ: ବଲିଉଡ୍‌ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି ସିନେମାର ହିଟ୍‌ ଯୋଡ଼ି ଥିଲେ। ଉଭୟ ଏକାସାଙ୍ଗରେ ଅନେକ ଫିଲ୍ମରେ କାମ କରିଥିଲେ। ସେଥିରେ ରାମ ଲଖନ୍‌, ଟୋଟାଲ ଧମାଲ, କର୍ମା ଭଳି ଫିଲ୍ମ ରହିଛି। ଏକ…

୧୮ ବର୍ଷ ବଡ଼ ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ ଏହି ଅଭିନେତ୍ରୀ; ସ୍ବାମୀଙ୍କ ମୃତ୍ୟୁ ପରେ ଲାଗିଥିଲା…

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର୍‌’ରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି ଅଭିନେତ୍ରୀ କୃତିକା ଦେଶାଇ। ଶୋ’ରେ ସେ ଘରର ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି। ଅଭିନୟ ସହ ବ୍ୟକ୍ତିଗତ ଜୀବନରେ ସର୍ବଦା ମୁହଁରେ ହସ ରଖିଥାନ୍ତି ସେ,…

କଥା ଥିଲା ସାତ ଜନ୍ମର, ହେଲେ କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି…

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ଏହି ତାଲିକାରେ ଅଛନ୍ତି ଅନେକ କଳାକାର ଦମ୍ପତି। ପ୍ରାରମ୍ଭିକ ସମୟରେ ବେଶ ହସଖୁସିରେ ସଂସାର ଚାଲୁଥିଲେ ହେଁ ପରେ ସେମାନେ ଅଲଗା ହେବାର ବାଟ ବାଛି…

ରୋମାଣ୍ଟିକ୍‌ ଗୀତର ଶୁଟିଂ କଲେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ ପାଇଁ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ ଏକ ଜବରଦସ୍ତ ଶୁଟିଂ କରିଛନ୍ତି। ସଲ୍ଲୁ ଏବଂ କ୍ୟାଟ୍‌ ଗୁରୁବାର ଲଭ୍‌ ଲକ୍‌ ବ୍ରିଜରେ ଏକ ରୋମାଣ୍ଟିକ୍‌ ଗୀତର ଶୁଟିଂ କରିଛନ୍ତି। ଏହାପୂର୍ବରୁ ଦୁହେଁ ଫିଲ୍ମ ପାଇଁ ଅନେକ…

ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ ‘ଭୁତ ପୋଲିସ’ ଫିଲ୍ମର ସହ କଳାକାର ଅର୍ଜୁନ କପୁରଙ୍କ ସହ ଏକ ଚାଟ୍ ଶୋ’ରେ…

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମହାଭାରତ’, ‘କୁଛ ରଙ୍ଗ ପ୍ୟାର କେ ଐଶେ…

କେବେ ବିବାହ କରିବେ ଶିବାଙ୍ଗୀ? ଅଭିନେତ୍ରୀ କହିଲେ…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ଅଭିନୟ କରି ବାହାବା ସାଉଁଟିଛନ୍ତି ଶିବାଙ୍ଗୀ ଜୋଶୀ। ଶୋ’ରେ ମୋହସିନଙ୍କ ସହ ତାଙ୍କର ଯୋଡ଼ି ବେଶ ଜମିଥାଏ। ଏପରିକି ଉଭୟଙ୍କୁ ବେଷ୍ଟ କପଲ୍‌ ବୋଲି ମଧ୍ୟ ପ୍ରଶଂସକ କୁହନ୍ତି। ତେବେ…

ସ୍ବାମୀ ଅଧିନାୟକକ ପଦରୁ ଇସ୍ତଫା ଦେବା ପରେ ଅନୁଷ୍କା କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଆଇସିସି ଟି -୨୦ବିଶ୍ୱକପ ପରେ କୋହଲି ତାଙ୍କ ପଦ ଛାଡିବେ। ବିରାଟ କୋହଲି ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରି…

ଡିପ୍ରେଶନ ନେଇ ଚିନ୍ତାରେ କି?

ବର୍ତ୍ତମାନ ସମୟରେ, ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଚାପ ଯୋଗୁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଡାଏଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ଆମର ମାନସିକ…

ଟ୍ରୋଲ ହେଲେ ନୋରା

ମୁମ୍ବାଇ: ନିଜର ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାକୁ ଆସନ୍ତି ନାହିଁ ସେ ତାଙ୍କ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରନ୍ତି । ସୁଦୂର କାନାଡାରୁ ଆସି ଏବେ ବଲିଉଡ୍‌ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୋରା ଫତେହି ଏବେ ଖୁବ୍…

ରାଗିଲେ ମଲ୍ଲିକା

ମୁମ୍ବାଇ: ବଲିଉଡ୍ ନାୟିକା ମଲ୍ଲିକା ସେରାୱତ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ବୋଲ୍ଡ ନେସ୍ ପାଇଁ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ବେଶ୍ କିଛି ସମୟ ହେବ ବଡ ପରଦାରୁ ଦୂରେଇ ରହିଥିଲେ କହିଲେ ଚଳେ । ଏବେ କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?