କ’ଣ ଖାଇବାକୁ ଭଲ ପାଆନ୍ତି ଭାଇଜାନ, ଜାଣନ୍ତି…

ବଲିଉଡ୍‌ର ସୁପରଷ୍ଟାର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ସହ ଜଡିତ ପ୍ରତ୍ୟେକ ଖବର ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକ ଆଗଭର ହୋଇଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ପ୍ରତ୍ୟେକ କଥା ଜାଣିବାକୁ ଚାହାନ୍ତି। ଉଭୟ ଶାହାରୁଖ ଏବଂ ସଲମାନଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ନୂଆ କଥା ସାମ୍ନାକୁ ଆସିଛି। ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନ କହିଛନ୍ତି ଯେ, ଶାହାରୁଖ ଖାନ ଏବଂ ସଲମାନ ଖାନ କ’ଣ ଖାଇବାକୁ ପସନ୍ଦ କରନ୍ତି?

ଡିସକଭରି ଚ୍ୟାନେଲରେ ପ୍ରସାରିତ ଶୋ ଷ୍ଟାର୍‌ ବନାମ ଫୁଡ ସିଜନ ୨ ରେ ଫରାହ ଖାନ ସଲମାନ ଏବଂ ଶାହାରୁଖଙ୍କ ଖାଦ୍ୟ ଅଭ୍ୟାସ ବିଷୟରେ କହିଛନ୍ତି। ଏହି ଶୋ’ରେ ଫରହ ଖାନଙ୍କ ସହ ଅରବାଜ ଖାନ, ଅନିଲ କପୁର ମଧ୍ୟ ନଜର ଆସିଥିଲେ। ଷ୍ଟାର୍‌ ବନାମ ଫୁଡ ସିଜନ ୨ ର ଏକ ଏପିସୋଡରେ ଅନିଲ କପୁର ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା ପରେ ଅନିଲ ଫରାହଙ୍କୁ ଶାହାରୁଖ ଏବଂ ସଲମାନଙ୍କ ଖାଦ୍ୟ ବିଷୟରେ ପଚାରିଥିଲେ। ଫରାହ ଖାନ କହିଥିଲେ ଯେ, ‘ସଲମାନ ଖାନ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ ସବୁକିଛି ଖାଇଥାନ୍ତି। ମୁଁ ଶାହାରୁଖଙ୍କ ସହ ଦୀର୍ଘ ସମୟ ଧରି କାମ କରିସାରିଛି । ସେ ତନ୍ଦୁରି ଚିକେନ ଖାଇବାକୁ ପସନ୍ଦ କରନ୍ତି, ସେ ଭାତ କିମ୍ବା ରୁଟି ଖାଆନ୍ତି ନାହିଁ । ମୁଁ ସଲମାନଙ୍କୁ ବିରିୟାନି, ଛୋଲେ ଏବଂ ଭାତ ଖାଉଥିବା ଦେଖିଛି। ଏହା ତାଙ୍କର ବହୁତ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri