ବନ୍ଦ ହେଲା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୬।୯: ବନ୍ଦ ହେଲା ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ଟୁଇଟର ଆକାଉଣ୍ଟ। ଦିଲ୍ଲୀପ କୁମାରଙ୍କ ସମ୍ପର୍କୀୟ ଫେଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି। ଦିଲୀପଙ୍କ ସ୍ତ୍ରୀ ସାଇରା ବାନୁ ମଧ୍ୟ ଏ ନେଇ ସହମତି ଜଣାଇଛନ୍ତି।

ସୂଚନା ଅନୁସାରେ, ଦିଲୀପ କୁମାର ଜୁଲାଇ ୭ ତାରିଖରେ ୯୮ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ସାଗିନା, ଗୋପି, ବୈରାଗ, ଦୁନିଆ ଆଦି ଚଳଚ୍ଚିତ୍ରରେ ସାଇରା ବାନୁ ଓ ଦିଲ୍ଲୀପ କୁମାର ସହ କଳାକାର ଥିଲେ। ଫିଲ୍ମ କିଲ୍ଲା ଦିଲୀପଙ୍କର ଶେଷ ଚଳଚ୍ଚିତ୍ର ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘ଆଦିପୁରୁଷ’ ନିର୍ମାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ହାଇକୋର୍ଟଙ୍କ ଆଦେଶ ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ,୨୧।୭: ଫିଲ୍ମ ‘ଆଦିପୁରୁଷ’ ନିର୍ମାତା ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର’ଆଦିପୁରୁଷ’ର ସିବିଏଫସି ସାର୍ଟିଫିକେଟ ବାତିଲ କରିବାକୁ ଦାବି ଶୁଣିବାକୁ ମନା କରି...

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

ମୁଖ୍ୟ ଅଭିନେତା ପାଇଁ ୪୦ ଅଡିଶନ ଦେଇ ବି ଫେଲ ମାରିଥିଲେ ସରମନ

ମୁମ୍ବାଇ: ସରମନ ଯୋଶୀ । ଆଗଧାଡିର ନ ହେଲେ ବି ବଲିଉଡର ଜଣେ ଜଣାଶୁଣା କଳାକାର । କିଛି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି...

ସୋନୁ ସୁଦଙ୍କୁ ବିଏମ୍‌ସିର ନୋଟିସ

ମୁମ୍ବାଇ: ବଲିଉଡ୍‌ର ଜଣେ ପ୍ରତିଷ୍ଠିତ କଳାକାର ତଥା ଗରୀବଙ୍କ ଭଗବାନ ଭାବେ ପରିଚିତ ଅଭିନେତା ସୋନୁ ସୁଦଙ୍କ ନାଁରେ ବୃହାନମୁମ୍ବାଇ ନଗର ନିଗମ (ବିଏମ୍‌ସି) ପକ୍ଷରୁ...

ବିନା ଶର୍ଟରେ ଭାଇଜାନଙ୍କ ଟାୱେଲ ପିନ୍ଧା ଫଟୋ ଭାଇରାଲ, ଭଉଣୀ ଲେଖିଲେ ଏମିତି

ସଲମାନ ଖାନଙ୍କୁ ପ୍ରାୟତଃ ଫିଲ୍ମରେ ଶର୍ଟଲେସ ଲୁକ୍‌ରେ ଦେଖିବାକୁ ମିଳିଥାଏ। ଏଥିରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସଲମାନଙ୍କ ଶର୍ଟଲେସ ଲୁକ୍‌କୁ ପ୍ରଶଂସା କରୁଥିବା ପ୍ରଶଂସକଙ୍କୁ...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସୋଫି ଚୌଧୁରୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ମନୀଷା କୋଇରାଲାଙ୍କୁ ଖରାପ ଅଭିନେତ୍ରୀ କହିଥିଲେ ଏହି ନିର୍ଦ୍ଦେଶକ, ଆଉ ତା’ ପରେ….

ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ୧୬ ଅଗଷ୍ଟ ୧୯୭୦ରେ ନେପାଳର କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କ ୫୧ ତମ ଜନ୍ମଦିନ ପାଳନ କରୁଛନ୍ତି।...

ଦୀପିକାଙ୍କ ଡ୍ରେସ୍‌ ଦେଖି ଫ୍ୟାନ୍‌ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…

ଦୀପିକା ପାଦୁକୋନ୍‌ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର...

Advertisement
Archives

Model This Week