ଶୈଫ ଅଲି ଖାଁଙ୍କ ଜନ୍ମଦିନ ପାଳନ ପାଇଁ ବିଦେଶ ଗସ୍ତ କଲେ କରିନା, ଜେହଙ୍କ ସହ ପ୍ରଥମ ଭ୍ୟାକେଶନ
ମୁ୍ମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ଏବେ ବାହାରିଛନ୍ତି ଭ୍ୟାକେଶନରେ । ଶନିବାର ତାଙ୍କୁ ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଶୈଫ ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିବାକୁ ଚାହୁଁଥିବା…
ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ ସ୍ଥିତ ଅନିଲଙ୍କ ଘରକୁ ବିବାହ ନିମନ୍ତେ ବୋହୂ ପରି ସଜାଯାଇଛି। ୨୨ ବର୍ଷ ବୟସରୁ…
ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଦିତୀୟ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଗାୟିକା
ମୁମ୍ବାଇ: ଆଜି ଅର୍ଥାତ୍ ଅଗଷ୍ଟ ୧୪ରେ ବଲିଉଡ୍ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍ ଦିନରେ…
ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି
ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବଡ଼ ଭାଇ ହୋଇ ଲୋକଙ୍କ ହୃଦୟ ଜିତିଥିଲେ।…
ଫଟା ଜିନ୍ସ ଉପରେ ଦେଇଥିଲେ ଟିପ୍ପଣୀ, ଏବେ ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧି ଟ୍ରୋଲ ହେଉଛନ୍ତି ଏହି ଅଭିନେତ୍ରୀ
ବମ୍ବେ: କଥାରେ ଅଛି କହି ଦେଉଥାଏ ପରକୁ। ବୁଦ୍ଧି ନ ଆସଇ ଘରକୁ। ଅର୍ଥାତ ଅନ୍ୟକୁ କହିବା ସହଜ ହେଲେ ହେଁ ନିଜେ ସେହି କାମ କରିବା କଷ୍ଟକର। ଏପରି କିଛି କରି ଟ୍ରୋଲ ହେଉଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ।…
ସରୋଗେସୀ ଦ୍ୱାରା ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲେ କରିନା; ନିଜ ପୁସ୍ତକରେ କଲେ ଏଭଳି…
ବମ୍ବେ: ପ୍ରଥମ ପରେ ଦ୍ୱିତୀୟ ସନ୍ତାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ୍। ନିକଟରେ ସେ ଗର୍ଭଧାରଣ ସମୟର ଅନୁଭୂତିକୁ ନେଇ ଏକ ପୁସ୍ତକ ପ୍ରକାଶ କରିଥିଲେ। ଏଥିରେ ସେ ଅନେକ କଥା ଖୁଲାସା କରିଛନ୍ତି।…
ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର କାମକୁ ଫେରିଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ …
ସ୍ବମୀଙ୍କ ମୃତ୍ୟୁ ପରେ ବଲିଉଡ୍ ଅଭିନେତ୍ରୀ ମନ୍ଦିରା ବେଦୀ ପ୍ରଥମ ଥର କାମକୁ ଫେରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ସ୍ବାମୀ ରାଜ କୌଶଲଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ମନ୍ଦିରା ପ୍ରଥମ ଥର କାମ ଆରମ୍ଭ କରିବା…
ମହାଭାରତର ଏହି ଭୂମିକା ଲାଗି ଏଗ୍ରିମେଣ୍ଟ କ୍ୟାନ୍ସେଲ୍ କରି ଦେଇଥିଲେ ଜୁହି, କାରଣ ଜାଣିଲେ…
ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ କରିବାକୁ ସେ ଏଗ୍ରିମେଣ୍ଟ ସାଇନ୍ କରିଥିଲେ । ମାତ୍ର ପରେ ଚୋପ୍ରାଙ୍କୁ ଏହା ନ…
ପ୍ରଥମଥର ପାଇଁ ଶୈଫିନାଙ୍କ ସହ ନଜର ଆସିଲେ ଜାହାଙ୍ଗିର
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିମାସ ପୂର୍ବେ ଏହି ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଥିଲେ । ହେଲେ ତାଙ୍କ ପ୍ରଥମ ସନ୍ତାନ ତୈମୁର ଅଲି…
ଭିନ୍ନ ରୂପରେ ସାରା
ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ନିଜର ଫିଲ୍ମ, ଫିଟନେସ୍ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚିତ । ନିକଟରେ ସେ ଡିସକଭରି ପ୍ଲସ ଶୋ’ ମିଶନ ଫ୍ରଣ୍ଟଲାଇନର ଏକ ଏପିସୋଡ ପାଇଁ ଶୁଟିଂ କରିଥିଲେ ।…
ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅମିର, କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ରୁ ଆରମ୍ଭ କରି ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କର ବଳିଷ୍ଠ ଅଭିନୟ ଆଜି ବି ଲୋକଙ୍କ ମନରୁ ଲିଭୁନି। ସାଧାରଣତଃ ଯୁବଷ୍ଟାରମାନେ ଶ୍ରୀଦେବୀଙ୍କ ସହ ଯେମିତି ହେଲେ ଥରେ କାମ କରିବାକୁ ଇଚ୍ଛା କରିଥାନ୍ତି। କାରଣ ଯେମିତି ସେମାନେ…
୧୦୩ ଡିଗ୍ରୀ ଜ୍ୱରରେ ଏହି ଗୀତ ଶୁଟିଂ କରିଥିଲେ ଶ୍ରୀଦେବୀ: ଦୁଇ ଝିଅଙ୍କ ନାମ ଦେବା ପୂର୍ବରୁ ସ୍ବାମୀ….
ବଲିଉଡର ‘ଚାନ୍ଦନୀ’ ଏବଂ ଲୋକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀଙ୍କୁ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର ବୋଲି କୁହାଯାଏ। ଶ୍ରୀଦେବୀଙ୍କୁ ଲେଡି ଅମିତାଭ ବଚ୍ଚନ ଏବଂ ପ୍ରଥମ ସୁପରଷ୍ଟାର ମାନ୍ୟତା ଦିଆଯାଇଛି। ୧୯୬୩ ଅଗଷ୍ଟ ୧୩ରେ ଜନ୍ମଗ୍ରହଣ କରିଥିବା ଶ୍ରୀଦେବୀ…
Archives


