ମନୋରଞ୍ଜନ

ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜ୍‌ରନ୍‌’

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜରନ୍‌’। ଶୋ’ର ପ୍ରତିଯୋଗୀ କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶଙ୍କ କ୍ୟୁଟ୍‌ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତୁଛି। ପ୍ରଶଂସକମାନେ ଉଭୟଙ୍କ ଛୋଟ ଛୋଟ ମୂହୁର୍ତ୍ତକୁ କଏଦ କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ସେଭଳି ଭିଡିଓ ଭାଇରାଲ ହେଉଛି।…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ନିଜର ଚମତ୍କାର ଅଭିନୟ ସହିତ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଫ୍ରିଡା ପିଣ୍ଟୋ ‘ସ୍ଲୁମଡଗ ମିଲିନିୟର’ରେ ଲତିକା ଭୂମିକାରେ ଅଭିନୟ କରିଥିଲେ। ଏହି…

ଘର ଭଡ଼ା ନେଲେ ସଲମାନ: ମାସକୁ ଗଣିବେ ଏତିକି ଟଙ୍କା

ବଲିଉଡର ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଲୋକପ୍ରିୟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସରେ ମଧ୍ୟ ସମୟ ବିତାନ୍ତି। ଏତେ ସମ୍ପତ୍ତି ଥାଇ ମଧ୍ୟ ଏବେ ସଲମାନ ଏବେ ଭଡା ଘରେ…

କରନ୍‌ ଜୋହରଙ୍କ ଏହି ଫିଲ୍ମକୁ ଦେଖି ରାଗିଯାଇଥିଲେ ଶବାନା, ଫୋନ୍‌ କରି ବର୍ଷିଲେ

ଏକ ସମୟ ଥିଲା, ଯେତେବେଳେ କରନ୍‌ ଜୋହରଙ୍କ ଫିଲ୍ମ ବକ୍ସ ଅଫିସରେ୍‌ ହିଟ୍‌ ହେଉଥିଲା। ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା। ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ, ‘କଭି ଖୁସି କଭି ଗମ’, ‘କୁଛ…

ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍‌

ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ ଅଛନ୍ତି ରାଜକୁମାର ରାଓ । ଏମାନେ ଅଗାମୀ ମୁଭି ‘ହମ ଦୋ ହମାରେ ଦୋ’ର…

ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର…

ଶୋ’ ବନ୍ଦ କରିବାର କାରଣ କହିଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ଶୋ’ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ।…

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା କରିଥିଲେ। ଏହି ଟିମ୍‌ରେ ଫିଲ୍ମ ନିର୍ମାତାଙ୍କ ସହ ଅଭିନେତ୍ରୀ ୟୁଲିଆ ପେରେସିଲ୍‌ଡ୍‌ ଅଭିନୟ କରିବାକୁ…

ବାହାଘର କଥା ନେଇ ମୁହଁ ଖୋଲିଲେ ଭିକି!

ମୁମ୍ବାଇ:ବଲିଉଡ୍‌ରେ ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ନେଇ ଚର୍ଚ୍ଚା ଚାଲିଛି। ବହୁ ଦିନ ଧରି ଉଭୟ ଡେଟରେ ଯିବା ସହ ଦୁହିଁକୁ ଅନେକ ସମୟରେ ସାଙ୍ଗରେ ଦେଖିବାକୁ ମିଳିଛି। ପରସ୍ପର ପ୍ରେମ ସମ୍ପର୍କରେ ଥିବା ସହ ବିବାହ ନିର୍ବନ୍ଧ…

ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍‌ସିବିକୁ କହିଲେ ଆର୍ୟନ…

ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍‌ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା ଏନସିବିକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଜଣେ ଭଲ ମଣିଷ ହେବି, ଗରିବ ଲୋକଙ୍କୁ ସାହାଯ୍ୟ…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ବଲିଉଡ୍‌ର ଲେଡି ଅମିତାଭ ବଚ୍ଚନ କୁହାଯିବାପରେ , ରାଗିକି ବିଗ୍‌ ବି କହିଥିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ଅଭିନୟରେ କେବଳ ଅଭିନେତ୍ରୀମାନଙ୍କୁ ନୁହେଁ ବରଂ ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦେଉଥିଲେ। ସେ ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଥିଲେ। ଏକ ସମୟରେ ସେ ବଡ଼ କଳାକାରଙ୍କଠାରୁ ଅଧିକ ଚାର୍ଜ କରୁଥିଲେ।…

୨୦୦କୋଟି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ନିକଟରେ ବଲିଉଡ୍‌ର ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହିଙ୍କୁ ଇଡି ସମନ ଜାରି କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଲିନା ମାରିଆ ପଲ୍‌ ଓ ତାଙ୍କ ସ୍ବାମୀ ସୁକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?