ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜ୍‌ରନ୍‌’

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜରନ୍‌’। ଶୋ’ର ପ୍ରତିଯୋଗୀ କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶଙ୍କ କ୍ୟୁଟ୍‌ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତୁଛି। ପ୍ରଶଂସକମାନେ ଉଭୟଙ୍କ ଛୋଟ ଛୋଟ ମୂହୁର୍ତ୍ତକୁ କଏଦ କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ସେଭଳି ଭିଡିଓ ଭାଇରାଲ ହେଉଛି।

ଶୋ’ ବାହାର ଜୀବନକୁ ଦେଖିଲେ ପ୍ରାୟ ଦୁଇ ବର୍ଷ କରନ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଛି। ଦୀର୍ଘଦିନର ପ୍ରେମିକା ଅନୁଶା ଦାଣ୍ଡେକରଙ୍କଠାରୁ ଅଲଗା ହୋଇଛନ୍ତି ସେ। ଏଣୁ ସେ ଏବେ ସାଥୀଟିଏ ଅପେକ୍ଷାରେ ଅଛନ୍ତି। ଏଥର ଯାହାକୁ ବି ସେ ବାଛିବେ ତାଙ୍କୁ ବିବାହ କରିବେ ବୋଲି ଅଭିନେତା କହିଛନ୍ତି।

ଅପରପକ୍ଷେ ତେଜସ୍ବୀଙ୍କ ନାମ ଆଜିଯାଏ କାହାରି ସହ ଯୋଡ଼ାଯାଇନାହିଁ। ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ବେଶ ଚୁଲବୁଲି। ଜଣେ ଇଞ୍ଜିନିୟର ହୋଇଥିଲେ ହେଁ ସେ ଅଭିନୟକୁ ପେସା ଭାବେ ଗ୍ରହଣ କରିଛନ୍ତି। ବିଗ୍‌ବସ୍‌ରେ ମଧ୍ୟ ତେଜସ୍ବୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ ସୋନମ କପୁର, ପ୍ରଥମ ଫିଲ୍ମ ପାଇଁ ରାଜିହେବାକୁ ଲାଗିଥିଲା ଦେଢ଼ ବର୍ଷ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲିଲା ଭଁସାଲୀଙ୍କ ଫିଲ୍ମ ସାୱରିୟାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ...

ଐଶ୍ୱର୍ଯ୍ୟା ରାୟଙ୍କ ଗୀତରେ ନୃତ୍ୟକରି ଦର୍ଶକଙ୍କ ମନ ଜିଣିଲେ ପ୍ରିୟା ପ୍ରକାଶ

ନିଜର ଫେସିଆଲ ଏକ୍ସପ୍ରେସନ୍‌ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟର ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ଧୂମ୍‌ ମଚାଇଛନ୍ତି। ପ୍ରିୟା...

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ...

‘ଦ କପିଲ ଶର୍ମା’ ଶୋ’ ଛାଡ଼ିଦେଲେ କି ଅର୍ଚ୍ଚନା; କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ରୁ ଗୋଟିଏ ହେଲା । କିଛି ଦିନରୁ ଏହା ବନ୍ଦ ଥିବା ବେଳେ ଏବେ ଅର୍ଚ୍ଚନା ପୁରନ ସିଂହ...

ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ...

ବଲିଉଡ୍‌ର ଲଭର୍‌ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍‌

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି...

ଡିଜିଟାଲ ଡେବ୍ୟୁ କରିବେ ଚିତ୍ରାଙ୍ଗଦା

ମୁମ୍ବାଇ: ବଲିଉଡ୍‌ର କେତେଜଣ କଳାକାର ଏବେ ଡିଜିଟାଲ ଦୁନିଆ ଆଡେ ପାଦ ବଢାଉଛନ୍ତି। ଧିରେ ଧିରେ ଦେଖାଯାଉଛି ଏଭଳି କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ...

ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ

ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍‌ପିଟ ପରେ ଏବେ ବିବାହରେ...

Advertisement
Archives

Model This Week