ଶୋ’ ବନ୍ଦ କରିବାର କାରଣ କହିଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ଶୋ’ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ।

ଏ ନେଇ କପିଲ କହିଛନ୍ତି, ତାଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିଲା। କାରଣ ତାଙ୍କର ପ୍ରବଳ ବ୍ୟାକ୍‌ ପେନ୍‌ ହେଉଥିଲା। ତେଣୁ ସେ ବାଧ୍ୟ ହୋଇ ଶୋ’ ବନ୍ଦ କରିଥିଲେ।

କପିଲଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି, ବ୍ୟାକ୍‌ ପେନ୍‌ ଯୋଗୁ ତାଙ୍କୁ ଶୋ’କୁ ବନ୍ଦ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲାଖୋଲି ରୀତେଶଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାରେ ଡ୍ରାମାକୁଇନ୍‌

ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍‌ର ଡ୍ରାମାକୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସଂସ୍କରଣର ଫିନାଲେ ଅବସରରେ...

ଗର୍ଭବତୀ ଥିବା ସମୟରେ ଏହି ଅଭିନେତ୍ରୀଙ୍କୁ କରିବାକୁ ପଡ଼ିଥିଲା ବଳାତ୍କାର ସିନ୍‌, ପରେ ଘଟିଲା ଏମିତି

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ମୌସୁମୀ ଚାଟାର୍ଜୀ ଅନ୍ୟତମ। ୧୯୬୭ ମସିହାରେ ବଙ୍ଗଳା ଫିଲ୍ମ ‘ବାଲିକା ବଧୂ’ରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।...

ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍‌ କୁଇନ୍‌ ତଥା ଓଲିଉଡ୍‌ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା...

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ...

୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ...

ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ...

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ...

ମେହେନ୍ଦୀ ଫଟୋ ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ହୋଇଥିଲା।...

Advertisement
Archives

Model This Week