ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ
ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍ କିଙ୍ଗ୍ଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ତାଙ୍କୁ ଲଗାତର ପଚରାଉଚରା ଜାରି ରଖିଛି।…
ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…
ମୁମ୍ବାଇ,୪।୧୦: ସାଉଇ୍ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟା ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି। ସମନ୍ଥା ସୋସିଆଲ ମିଡ଼ିଆରେ ଏନେଇ ସୂଚନା…
ଅମିତାଭ ବଚ୍ଚନଙ୍କୁ ପ୍ରେମ କରୁଥିଲେ କି, ରେଖା ଦେଲେ ଏମିତି ଉତ୍ତର
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖା ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ‘ସିଲସିଲା’ ଏବଂ ‘ମୁକଦ୍ଦର କା ସିକନ୍ଦର’ ପରି ଅନେକ ହିଟ ଫିଲ୍ମରେ ଏକାଠି କାମ କରିଥିଲେ। ଏକ ସମୟ ଥିଲା, ଅମିତାଭ ଏବଂ…
ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍ଅପ୍ରେ ସଲମାନଙ୍କ ବାପା କହିଥିଲେ ଏମିତି
ଅଭିନେତା ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଇଲିଜିବଲ ବ୍ୟାଚଲର। ଯାହାଙ୍କୁ ଏମିତି ପ୍ରଶ୍ନ ସର୍ବଦା ପଚରା ଯାଏ ସେ କେବେ ବିବାହ କରିବେ। ତେବେ ସଲମାନଙ୍କ ଜୀବନରେ ସଂଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, ସୋମି ଅଲି ଖାନ, କ୍ୟାଟ୍ରିନା…
ଭଁସାଲୀଙ୍କ ଫିଲ୍ମରେ ଲାହୋର ରେଡ୍ଲାଇଟ୍ ‘ହୀରାମଣ୍ଡି’
ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲୀ ନିଜର ବହୁ ପ୍ରତୀକ୍ଷିତ ସିନେମା ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି। ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ ଥିବା ଚର୍ଚ୍ଚିତ ରେଡ୍ଲାଇଟ୍ ଏରିଆ ହେଉଛି ‘ହୀରାମଣ୍ଡି’। ସିନେମାରେ ପାକିସ୍ତାନୀ ଗଣିକାଙ୍କ ଜୀବନ ଶୈଳୀ ଏବଂ…
୪ ବର୍ଷ ଧରି ଡ୍ରଗ୍ସ୍ ନେଉଛନ୍ତି ଆର୍ୟନ…
ମୁମ୍ବାଇ,୪।୧୦: କ୍ରୁଏଜ୍ ଡ୍ରଗ୍ସ୍ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ପଚରା ଉଚରା ସମୟରେ ନୂଆ କଥା ପଦାକୁ ଆସିଛି। ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ପକ୍ଷରୁ ପଚରା ଉଚରା ସମୟରେ ଆର୍ୟନ ଗତ ୪…
ପ୍ରେମିକଙ୍କ ସହ ଏମିତି ମଜା କରୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ଛୋଟ ପରଦାରେ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ସିରିୟଲ ‘ପବିତ୍ର ରିସ୍ତା’ର ସିଜନ-୨କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଏହି ସିରିୟଲରେ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଏହା ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ…
ରାତି ଅଧରେ ‘ମନତ୍’ରେ ପହଞ୍ଚିଲେ ସଲମାନ
ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ଗିରଫ ହେବା ଖବର ବଲିଉଡ୍ରେ ହଇଚଇ ସୃଷ୍ଟି କରିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ଶାହରୁଖଙ୍କ ଘର ‘ମନତ୍’ରେ ପହଞ୍ଚି ଥିଲେ ସଲମାନ…
ଆଉ ନାହାନ୍ତି ନଟୁ କାକା
ମୁମ୍ବାଇ,୩।୧୦: ଲୋକପ୍ରିୟ କମେଡ଼ି ସିରିଏଲ ତାରକ୍ ମେହେତା ଉଲଟା ଚଷମାର ଅଭିନେତା ନଟୁ କାକାଙ୍କ ରବିବାର ପରଲୋକ ହୋଇଯାଇଛି। ନଟୁ କାକା ଭାବେ ପରିଚିତ ଥିବା ଏହି କଳାକାର ଜଣକ ହେଲେ ଘନଶ୍ୟାମ ନାୟକ। ୭୭ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ…
ପିତାଙ୍କୁ ହରାଇଲେ ବଲିଉଡ ଅଭିନେତା
ନୂଆଦିଲ୍ଲୀ,୩।୧୦: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆର୍ କେ…
ଏହିସବୁ ଅଭିନେତ୍ରୀ କରୁଥିଲେ ଡ୍ରଗ୍ସ କାରବାର
ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଶିପ୍ରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନଙ୍କ ନାଁ ସାମିଲ ଥିବାରୁ ପଚରାଉଚରା କରିବା ପରେ ରବିବାର ଏନ୍ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ…
ପ୍ରକୃତି କୋଳରେ ସମୟ କାଟିଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁର ବୁଲାବୁଲି କରିବାକୁ ବେଶ୍ ପସନ୍ଦ କରନ୍ତି । ଟିକେ ସମୟ ମିଳିଲେ ସେ କୁଆଡେ ନା କୁଆଡେ ବୁଲିବାକୁ ବାହାରି ପଡନ୍ତି । ଏଥର ୱିକଏଣ୍ଡରେ ଜାହ୍ନବୀ ସାଙ୍ଗମାନଙ୍କ ସହ ଏକାଠି ଜଙ୍ଗଲ ଭିତରେ…
Archives


