ଦୀପାବଳିରେ ଅଭିନେତ୍ରୀ ବମ୍‌ ଜଳାଇବା ବେଳେ ବିସ୍ଫୋରଣ; ବଡ ଅଘଟଣରୁ…

ବମ୍ବେ: ଦୀପାବଳି କାହାପାଇଁ କେମିତି। କିଏ ଦୀପ ଲଗାଇ ଏହାକୁ ପାଳନ କରିବାକୁ ଭଲପାଏ ତ ଦୁଇ ଚାରୋଟି ବାଣ ନ ଫୁଟାଇଲେ ଆଉ କାହାର ମନ ଭରେନା। ହେଲେ ସାବଧାନତାର ସହ ବାଣ ଫୁଟାଇବାକୁ ପଡ଼ିଥାଏ। ନଚେତ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ। ସେଭଳି କିଛି ଘଟିଛି ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ କ୍ଷେତ୍ରରେ। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ରାଣୀ ନିଜର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ସେ ନିଜ ଘର ଅଗଣାରେ ଅନାର୍‌ ବମ୍‌ ଜଳାଉଥିଲେ। ଫୁଲଝରୀ ବାଣ ସହାୟତାରେ ସେ ଏହାକୁ ଜଳାଉଥିଲେ। କିଛି ସମୟ ପରେ ତାହା ଜଳିବା ବଦଳରେ ଫାଟି ଯାଇ ବଡ ଶବ୍ଦ ହୋଇଥିଲା। ବିସ୍ଫୋରଣ ଭୟଙ୍କର ଥିଲେ ହେଁ ସେ ଏଥିରୁ ବର୍ତ୍ତି ଯାଇଥିଲେ। ଭିଡିଓ ଶେୟାର କରି ରାଣୀ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ...

ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ...

ଇବ୍ରାହିମ ଅଲ୍‌କାଜିଙ୍କ ପରଲୋକ

ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍‌ ଆଲ୍‌କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍‌କର୍ଟ ହସ୍ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ...

ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ...

ପୁଣି ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାଖୀ

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ ରାଖୀ ସାୱନ୍ତ। ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ରାଖୀ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏବେ...

ବିବାହକୁ ପୂରିଲା ମାସେ: ଭିକିଙ୍କ ସହ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ...

Advertisement
Archives

Model This Week