ମନୋରଞ୍ଜନ

ଟୁଇଟରରେ ଟ୍ରେଣ୍ଡ ହେଲା ହାସଟ୍ୟାଗ ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ହିରୋଇନ୍ ଦୀପିକା ପାଦୁକୋନ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ବଲିଉଡ ଡେବ୍ୟୁ କରିଥିଲେ । ୯ ନଭେମ୍ବର ୨୦୦୭ରେ ଏହି ଫିଲ୍ମ ଲଞ୍ଚ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ରାମପାଲ, ଶ୍ରେୟସ…

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ । ନିଜକୁ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ଚେଷ୍ଟା କରୁଥିବା ଦିଶା ଅନେକ ସମୟରେ…

ସ୍ବାମୀଙ୍କୁ କ୍ଷମା କରିଦେଲେଣି ଶିଳ୍ପା ! ଭାଇରାଲ ହେଉଛି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇ ଜେଲରେ ପାଖାପାଖି ଦୁଇ ମାସ ରହିବା ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନ ମିଳିଥିଲା । ଜେଲରୁ ବାହାରିବା ପରେ…

ପୁଣି ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ!

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଚଳିତ ବର୍ଷ ଶେଷରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଉଭୟଙ୍କ ପ୍ରଶଂସକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ…

ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଭିକି

ମୁମ୍ବାଇ: ଅଭିନେତା ଭିିକି କୌଶଲ ଆଡଭେଞ୍ଚର ଶୋ’ରେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ। ବଲିଉଡ୍‌ ଅଭିନେତା ଅନିଲ କୁମାର, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ପରେ ଏବେ ତାଙ୍କୁ ଦେଖିବାକୁ ମିଳିବ। ସୋସିଆଲ ମିଡିଆ ମାଧ୍ୟମରେ ଭିକି ଶୋ’ର ପୋଷ୍ଟର…

ଭୁଲ୍‌ ଇଂରାଜୀ ସ୍ପେଲିଙ୍ଗ୍‌ ଲେଖି ଚର୍ଚ୍ଚାରେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ପ୍ରଶଂସକଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି। ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆରେ ଶେୟାର କରନ୍ତି। ନିକଟରେ ସେ ଫେସବୁକରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଏକ ଇଂରାଜୀ ଶବ୍ଦ…

ଏହି ଅଭିନେତ୍ରୀଙ୍କ ମୁଣ୍ଡ ଫଟାଇଦେଲେ ସ୍ବାମୀ

ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ଦାମ୍ପତ୍ୟ ଜୀବନରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପୁନମ ସ୍ବାମୀ ସାମ ବମ୍ବେଙ୍କ ନାଁରେ ମାରପିଟ୍‌ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୋଲିସ ତାଙ୍କ ତାଙ୍କୁ ଗିରଫ କରିଛି। ଗିରଫ ପରେ କୋର୍ଟ ତାଙ୍କୁ…

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି ମଧ୍ୟରେ ଭିକି ନିଜ ପାଇଁ ଏକ ଘର ନେଇଛନ୍ତି। ଭିକି ଜୁହୁରେ ଥିବା ଏକ…

ସଲମାନଙ୍କୁ ସାହାଯ୍ୟ କରିବାକୁ ସିଧାସିଧା ମନା କରିଦେଇଥିଲେ ବାପା, କାରଣ ଜାଣିଲେ …

ସଲମାନ ଖାନ୍‌ ତାଙ୍କ ବାପା ତଥା ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ସଲିମ ଖାନ୍‌ଙ୍କ ଅତି ନିକଟତର। ତଥାପି, ସେ ତାଙ୍କ ବାପାଙ୍କୁ ଭୟ କରନ୍ତି । ସେ ତାଙ୍କ ବିନା ଅନୁମତିରେ କୌଣସି କାମ କରନ୍ତି ନାହିଁ। ସେ ତାଙ୍କ…

ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କପିଲ ଶର୍ମା:ଏହି ଅଭିନେତା କରିଥିଲେ ରକ୍ଷା

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ତାଙ୍କ କମେଡି ଦେଖିବାକୁ ଦର୍ଶକ ଚାହଁ ବସିଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆସେ, କପିଲଙ୍କ ଜୀବନରେ ମଧ୍ୟ ସେମିତି ଏକ ଖରାପ ଦିନ ଆସିଥିଲା। ପରିସ୍ଥିତି ଏପରି…

ବିୟର ଗ୍ରିଲ୍ସଙ୍କ ସହ ଆକ୍ସନ କରିବେ ଭିକ୍କି କୌଶଲ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କୁ ଦର୍ଶକେ ଏପର୍ଯ୍ୟନ୍ତ ଫିଲ୍ମରେ ଷ୍ଟଣ୍ଟ କରୁଥିବା ଦେଖୁଥିଲେ । ହେଲେ ଏଥର ରିୟଲ ଲାଇଫରେ ଭିକ୍କି ଷ୍ଟଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି । କଥା ହେଲା ଭିକ୍କି ବିୟର ଗ୍ରିଲ୍‌ସଙ୍କ ସହ ଶୋ’…

ଏହି ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇଲେ କାଟ୍ରିନା

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଫିଲ୍ମ ଅପେକ୍ଷା ଏହାର ଗୀତ ସୋସିଆଲ ମିଡିଆରେ ଏବେ ନିଆଁ ଲଗାଇ ଦେଇଛି। ଯଦିଓ ଏହି ଗୀତଟି ପୁରୁଣା, କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?