ଭିକ୍କିି-କ୍ୟାଟ୍ରିନାଙ୍କ ବିବାହକୁ ମିଳିଲା ସ୍ୱୀକୃତି!

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟୟିନା କୈଫଙ୍କ ବିବାହକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏମାନଙ୍କ ବିବାହକୁ ଭିକ୍କିଙ୍କ ପରିବାର ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସୁଚନାଯୋଗ୍ୟ, ଉଭୟ ବିବାହକୁ ନେଇ କୌଣସି ଅଫିସିୟାଲ ସୂଚନା ଦେଇ ନ ଥିଲେ ବି ଏମାନଙ୍କ ଯୋଡିକୁ ନେଇ ଆଲୋଚନା ଜାରି ରହୁଛି । ଦୁଇଦିନ ପୂର୍ବରୁ ଭିକ୍କିଙ୍କ ମା’ ଦୀପାବଳି ଅବସରରେ କ୍ୟାଟ୍ରିନାଙ୍କ ପାଇଁ କିଛି ଭିନ୍ନ ଉପହାର ପଠାଇଥିବା ସୂଚନା ମିଳିଛି । ତେବେ ଏହି ଉପହାର ଭିତରେ ବିବାହ ପୂର୍ବର କାର୍ଡ, ଡାର୍କ ଚକୋଲେଟ ଓ ଆଉ କିଛି ସ୍ପେଶାଲ ଗିପ୍ଟ ଥିବା ଜଣାପଡିଛି । ତେଣୁ ଏବେ କୁହାଯାଉଛି କି ଭିକ୍କି-କ୍ୟାଟଙ୍କ ପରିବାର ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତ ହୋଇ ଗଲେଣି । କ୍ୟାଟ୍ରିନାଙ୍କୁ ଡାର୍କ ଚକୋଲେଟ ପସନ୍ଦ ବୋଲି ଭିକ୍କିଙ୍କ ମା’ ନିଜ ହାତରେ ଏହାକୁ ତିଆରି କରି ପଠାଇଥିବା କୁହାଯାଏ । ଖୁବଶୀଘ୍ର ଏହି ଯୋଡିଙ୍କୁ ଦେଖିବାକୁ ତାଙ୍କର ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲେଡି ଲଭ୍‌ଙ୍କ ସହ ଜନ୍ମଦିନ ପାଳିଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ୟାରିସର ସବୁଠାରୁ ରୋମାଣ୍ଟିକ ସହରରେ ଅର୍ଜୁନ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ...

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।...

ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ

ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର...

ସୈଫ୍‌ଙ୍କ ଅବିକଳ ଦିଶୁଛନ୍ତି ତୈମୁର, କରିନା ଶେୟାର କଲେ ଫଟୋ

ବମ୍ବେ: ପିଲାଟି ଦିନୁ ଚର୍ଚ୍ଚାରେ ରହିଆସୁଥିବା ତୈମୁର ଅଲ୍ଲୀ ଖାଁ କୌଣସି ଷ୍ଟାରଠାରୁ କମ୍‌ ନୁହନ୍ତି। ସବୁବେଳେ ତାଙ୍କର କ୍ୟୁଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ମଲାଇକା ନୁହନ୍ତି, ଏହି ଅଭିନେତ୍ରୀଙ୍କ ସହ ‘ବ୍ଲାଇଣ୍ଡ୍‌ ଡେଟ୍‌’ରେ ଗଲେ ଅର୍ଜୁନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ କାହାକୁ ଅଚ୍ଛପା ନାହିଁ। ମଲାଇକାଙ୍କ ସହ ଅର୍ଜୁନ ହସଖୁସିର ସମୟ କାଟୁଥିବା ବେଳେ...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ...

ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ...

Advertisement
Archives

Model This Week