ସଲମାନଙ୍କୁ ସାହାଯ୍ୟ କରିବାକୁ ସିଧାସିଧା ମନା କରିଦେଇଥିଲେ ବାପା, କାରଣ ଜାଣିଲେ …

ସଲମାନ ଖାନ୍‌ ତାଙ୍କ ବାପା ତଥା ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ସଲିମ ଖାନ୍‌ଙ୍କ ଅତି ନିକଟତର। ତଥାପି, ସେ ତାଙ୍କ ବାପାଙ୍କୁ ଭୟ କରନ୍ତି । ସେ ତାଙ୍କ ବିନା ଅନୁମତିରେ କୌଣସି କାମ କରନ୍ତି ନାହିଁ। ସେ ତାଙ୍କ ପରିବାର ସହ ରୁହନ୍ତି। ତେବେ ସଲମାନଙ୍କ ସହ ଜଡ଼ିତ କିଛି ବ୍ୟକ୍ତି ଗତ କଥା ଜାଣନ୍ତୁ।
ଫିଲ୍ମ ଜଗତରେ ନିଜର କ୍ୟାରିୟର କରିବା ପାଇଁ ଏକଦା ସଲମାନ ସଲିମଙ୍କୁ କହିଥିଲେ ଯେ, ଅନେକ ନିର୍ମାତା ନିର୍ଦ୍ଦେଶକ ତାଙ୍କ ପାଖକୁ ଆସୁଥିଲେ ହେଁ କାହିଁକି ସେ ତାଙ୍କ ବିଷୟରେ ଅନ୍ୟମାନଙ୍କୁ କୁହନ୍ତି ନାହିଁ। ଯାହାର ଉତ୍ତରରେ ସଲିମ୍‌ ସାହାଯ୍ୟ କରିବାକୁ ମନା କରି କହିଥିଲେ, ‘ଯଦି ତୁମର କିଛି ପ୍ରତିଭା ଥିବ ତେବେ ସେ ତୁମକୁ ତାଙ୍କ ଫିଲ୍ମରେ ନିଶ୍ଚେ ନେବେ। ତାହା ଦର୍ଶକଙ୍କ ହାତରେ ଥାଏ ସେମାନେ କାହାକୁ ପ୍ରତ୍ୟାଖ୍ୟାନ କରିବେ ଏବଂ କାହାକୁ ଗ୍ରହଣ କରିବେ। ’


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ପ୍ରେମିକଙ୍କ ସହ ପାର୍ଟି; ହେଲେ ଲଳିତ ମୋଦିଙ୍କୁ ନେଇ କହୁନାହାନ୍ତି କିଛି…

ବମ୍ବେ: ପୂର୍ବ ପ୍ରେମିକଙ୍କ ସହ ମା’ଙ୍କ ଜନ୍ମଦିନ ପାଳି ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ। ସୋମବାର ଅଭିନେତ୍ରୀଙ୍କ ମା’ ସୁଭ୍ରା ସେନ୍‌ଙ୍କ ୭୧ତମ ଜନ୍ମଦିନ ଥିଲା।...

ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍‌

ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ...

ବିବାହକୁ ନେଇ ଉତ୍ସାହିତ ଅଛନ୍ତି ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଏବେ ବିବାହକୁ ନେଇ ସେଲିବ୍ରିଟି ମାନେ ଚର୍ଚ୍ଚାରେ ରହୁଛନ୍ତି। ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟ...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

ପ୍ରଶଂସକଙ୍କୁ ସଲମାନ କହିଲେ ମୁଁ ଘରେ ନାହିଁ, ମୋ’ ଘର ସାମ୍ନାରେ ଭିଡ଼ କରିବେନି; କାରଣ…

ମୁମ୍ବାଇ,୨୬ା୧୨: ଆସନ୍ତାକାଲି ଅର୍ଥାତ୍‌ ରବିବାର ଦବଙ୍ଗ ଖାନ୍‌ ସଲମାନ ଖାଁଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଡିସେମ୍ବର ୨୭ରେ ସଲୁ ତାଙ୍କର ୫୫ତମ ଜନ୍ମଦିବସ...

ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି

ମୁମ୍ବାଇ: ବଲିଉଡ୍‌ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍‌ ଖୋଲିଛନ୍ତି ବଲିଉଡ୍‌...

ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍‌

କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍‌ କମ୍‌ ଲୋକ...

ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’...

Advertisement
Archives

Model This Week