ମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ଆଲ୍ଲୁ!

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ନିଜର ଅନ୍ଦାଜ ଓ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଲୁକ୍‌ ଏବଂ ଆଉଟ୍‌ଫିଟକୁ ପ୍ରଶଂସକ ମଧ୍ୟରେ କ୍ରେଜ୍‌ ବଢେ। ତାଙ୍କ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। ନିକଟରେ ତାଙ୍କର ଏକ…

ଏହି ଫିଲ୍ମ ରିଲିଜ୍‌ ପରେ ୩୦ ହଜାର ଯୁବତୀ ହ୍ରିତିକ୍‌ଙ୍କୁ ଦେଇଥିଲେ ବିବାହ ପ୍ରସ୍ତାବ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଲୋକପ୍ରିୟତା ବେଶ୍‌ ଅଧିକ। ସେ ବକ୍ସ ଅଫିସରେ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହ୍ରିତିକଙ୍କ ଫିଟନେସ ଦେଖି ହଜାର ହଜାର ଝିଅ ତାଙ୍କ ପାଇଁ ପାଗଳ ଥିଲେ। ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ପରେ…

ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦତ୍ତ ସଲମାନ ଖାନଙ୍କ ସହ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଦିବ୍ୟା ସଲମାନଙ୍କ ସହ ତାଙ୍କର ସାକ୍ଷାତକୁ ମନେ ରଖିଛନ୍ତି। ୪୪ ବର୍ଷର ଦିବ୍ୟା ସଲମାନଙ୍କର ଜଣେ…

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ରେ ଜଣେ ପରେ ଜଣେ ସେଲିବ୍ରିଟି କରୋନାରେ ପୀଡ଼ିତ ହେଉଥିବା ଦେଖାଯାଉଛି । ସୋମବାର ସକାଳେ ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଥିଲା । ଏବେ ବଲିଉଡ ପ୍ରଯୋଜିକା, ନିର୍ଦ୍ଦେଶିକା ଏକତା…

ନିଜ ପ୍ରିୟ ଖାଦ୍ୟ ଦେଖି ଏମିତି ହେଲେ କରୀନା: ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ପ୍ରତିଦିନ ଫଟୋ ହେଉ କି ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କରୀନା ଏପରି ଏକ…

ରୋମାଣ୍ଟିକ ହେଲେ ପିସି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ପିସି ସ୍ୱାମୀ ନିକ ଜୋନସଙ୍କ ସହ ନଜର ଆସିଛନ୍ତି । ସେଲିବ୍ରିଟିଙ୍କ ନ୍ୟୁ ୟର ପାର୍ଟିକୁ ନେଇ ତାଙ୍କ…

ଏମିତି ପୁଅଙ୍କୁ ବିବାହ କରିବେ ସାରା, ରଖିଲେ ସର୍ତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ଫିଲ୍ମ ଅତରଙ୍ଗୀ ମଧ୍ୟ ରିଲିଜ୍‌ ହୋଇଯାଇଛି। ସେ ନିଜର…

କାହିଁକି ସର୍ବଦା ବ୍ରେସ୍‌ଲେଟ୍‌ ପିନ୍ଧନ୍ତି ସଲମାନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ସର୍ବଦା ହାତରେ ଏକ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଏବେ ସେ ପିନ୍ଧୁଥିବା ବ୍ରେସ୍‌ଲେଟ୍‌ ଯୁବପିଢିଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଲାଣି। ସଲ୍ଲୁ ବ୍ରେସଲେଟ ପିନ୍ଧିବା ପଛରେ ଏକ କାହାଣୀ ରହିଛି। ଥରେ ଏକ ସାକ୍ଷାତକାରରେ ସଲମାନ କହିଥିଲେ,…

ପରଦାକୁ ଆସିବ ବିଜେନ୍ଦ୍ର-ଲୀଲାଙ୍କ ଦାମ୍ପତ୍ୟ ପ୍ରେମ

ଜୟପୁର, ୩।୧: ୨୦୧୩ କେଦାରନାଥ ବର୍ଷା ବିତ୍ପାତରେ ନିଖୋଜ ହୋଇଯାଇଥିଲେ ସ୍ତ୍ରୀ। ଖୋଜାଖୋଜି ସତ୍ତ୍ୱେ ମିଳି ନ ଥିଲା ତାଙ୍କର କୌଣସି ସନ୍ଧାନ। ଏପରି କି ସରକାର ତାଙ୍କୁ ମୃତ ବୋଲି ଘୋଷଣା ମଧ୍ୟ କରିଦେଇଥିଲେ। ହେଲେ ଏହାକୁ ମାନି ନ…

ସ୍ବାମୀଙ୍କ ଏହି ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ ଦୀପିକା

ବଲିଉଡ୍‌ର ସବୁଠୁ ରୋମାଣ୍ଟିକ୍‌ ଯୋଡି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି।…

ବିକିଙ୍କ ନାଁରେ ମାମଲା ରୁଜୁ

ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଫିଲ୍ମରୁ ତାଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ନିକଟରେ…

୧୪ରେ ରିଲିଜ ହେବ ‘ରାଧେ ଶ୍ୟାମ’

ମୁମ୍ବାଇ: ନୂଆ ବର୍ଷରେ ନୂଆ ଝଲକ୍‌ରେ ନଜର ଆସିବେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଡ ପରଦାରେ ଆସିବ ରାଧା କ୍ରିଷ୍ଣା କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଧେ ଶ୍ୟାମ’। ଚଳିତ ମାସ ୧୪ ତାରିଖରେ ରିଲିଜ୍‌ ହେବ। କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?