ସୋନୁ ସୁଦଙ୍କୁ ବିଏମ୍ସିର ନୋଟିସ
ମୁମ୍ବାଇ: ବଲିଉଡ୍ର ଜଣେ ପ୍ରତିଷ୍ଠିତ କଳାକାର ତଥା ଗରୀବଙ୍କ ଭଗବାନ ଭାବେ ପରିଚିତ ଅଭିନେତା ସୋନୁ ସୁଦଙ୍କ ନାଁରେ ବୃହାନମୁମ୍ବାଇ ନଗର ନିଗମ (ବିଏମ୍ସି) ପକ୍ଷରୁ ନୋଟିସ ଜାରି କରାଯାଇଛି । ସୋନୁ ଜୁହୁ ସ୍ଥିତ ଏକ ରେସିଡେନ୍ସ ବିଲଡିଂରେ ବେଆଇନ…
କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଡିସେମ୍ବର ୭ ରେ ତାଙ୍କର ସଂଗୀତ, ୮ରେ ମେହେନ୍ଦୀ ଏବଂ ୯ରେ ବିବାହ…
ୟେଲୋ ଡ୍ରେସ୍ରେ ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି ଏହି ଅଭିନେତ୍ରୀ
ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖ୍ୟାତନାମା ଅଭିନେତ୍ରୀ ହେଉଛନ୍ତି ମୋନାଲିସା। ସେ ସବୁବେଳେ ତାଙ୍କର ଗ୍ଲାମରସ୍ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମୋନାଲିସା ଯେତେବେଳେ ବି ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଥାନ୍ତି ତାହା ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ଇନ୍ଷ୍ଟାଗ୍ରାମରେ…
ଦୁଇଥର ବିବାହ କରିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବ । ଏମାନଙ୍କ ବିବାହକୁ ନେଇ ପ୍ରଶଂସକମାନେ…
ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ। କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ନିକଟରେ କାଟ୍ରିନା ରବିବାର ରାତିରେ ତାଙ୍କ…
କପିଲଙ୍କ ପ୍ରଶ୍ନ ଶୁଣି ଲାଜେଇ ଗଲେ ଭିକି
ବଲିଉଡ୍ ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ସମୟରେ ଭିକିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କମେଡି କିଙ୍ଗ୍ କପିଲ ଶର୍ମା ଭିକିଙ୍କୁ…
ଏବେ ଟେନ୍ସନ୍ରେ କାଟ୍ରିନା
ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ କାଟ୍ରିନାଙ୍କ ବଧୂବେଶ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି।…
ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!
ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ଏହା ହେଉଛି ମୁମ୍ବାଇର ଟୋପାଜ…
ଫିଟୁଛି ଜାକଲିନ୍ଙ୍କ ଗୁମର
ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ନାଡିଜ୍ ଅଡୁଆରେ ଫସିଯାଇଛନ୍ତି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେ ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅଭିନେତ୍ରୀ ନୋରା ଫତେହି ଜେରାର ସମ୍ମୁଖୀନ…
କିସିଂ ସିନ୍କୁ ଆଲିଆଙ୍କ ନାଁ
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ‘ରକି ଔର ରାନି କି ପ୍ରେମ କାହାନି’ର ଶୁଟିଂ ଏବେ ଦିଲ୍ଲୀରେ ଚାଲିଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ନାୟକ ରଣବୀର ସିଂ…
କାଟ୍ରିନାଙ୍କ ବିବାହ ସମୟରେ ବିଦେଶ ଯିବେ ସଲମାନ
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଖୁବଶୀଘ୍ର ବାଜିବ ସାହାନାଇ। ବୟଫ୍ରେଣ୍ଡ ଭିକି କୌଶଲଙ୍କୁ ସେ ଆସନ୍ତା ଡିସେମ୍ବର ୯ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ…
ଅପେକ୍ଷାର ଫଳ ମିଠା
ଅଭିନେତା ଦୀପକଙ୍କ ଅଭିନୀତ ତିନୋଟି ସିନେମା ପରଦା ଉପରକୁ ଆସିବାକୁ ପ୍ରସ୍ତୁତ ହୋଇ ରହିଛି। ପୁଣି ଏପରି ସଂଯୋଗ ତିନୋଟି ସିନେମାର ନିର୍ଦ୍ଦେଶକ ଜଣେ। ସେ ହେଉଛନ୍ତି କୋରିଓଗ୍ରାଫର-କମ୍-ଡାଇରେକ୍ଟର ସୁଧାକର ବସନ୍ତ। ‘ଏଇ ବୋଧେ ଭଲ ପାଇବା’ରେ ତାଙ୍କ ନାୟିକା ସାଜିଛନ୍ତି…
Archives


