କ୍ୟାଟ୍ରିନା ପିନ୍ଧିଥିବା ଲେହେଙ୍ଗାକୁ ପୂର୍ବରୁ ପିନ୍ଧି ସାରିଛନ୍ତି ଏହି ମଡେଲ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଡିସେମ୍ବର ୯ରେ ହୋଇଯାଇଛି। ବିବାହ ପରେ ସୋସିଆଲ ମି଼ଡିଆରେ ଫଟୋ ଶେୟାର କରିବା ପରେ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। କେହି କେହି ସେ ପିନ୍ଧିଥିବା ମଙ୍ଗଳସୁତ୍ରକୁ ପ୍ରଶଂସା କରୁଛନ୍ତି…
ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ ଉପହାର ଦେଇଥିଲେ। ଉର୍ବଶୀ ନେତନ୍ୟାହୁଙ୍କୁ ହିନ୍ଦୁ ‘ଭଗବତ ଗୀତା’ ପବିତ୍ର ପୁସ୍ତକ ଉପହାର ଦେଇଛନ୍ତି।…
ବିବାହ କରିବେକି କିମ୍
ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ । ବୁଲିବାକୁ ଭଲ ପାଉଥିବା କିମ୍ ଅନେକ ସମୟରେ ବିଭିନ୍ନ ସ୍ଥାନ…
ଖାସ୍ ଅନ୍ଦାଜ୍ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର
ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଦୁର୍ଗରେ ଏହି ବିବାହ ଉତ୍ସବରେ କେବଳ ୧୫୦ ଅତିଥି…
ହେଲିକପ୍ଟରରେ ଗଲେ କ୍ୟାଟ୍-ଭିକି
ମୁମ୍ବାଇ: ରାଜସ୍ଥାନର ମାଧପୁରର ସିକ୍ସ ସେନ୍ସ ରିସର୍ଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବି ଭିକି କୌଶଲଙ୍କ ବିବାହ ଗୁରୁବାର ଅନୁଷ୍ଠିତ ହୋଇଥିଲା। ତେବେ ଆଜି ସକାଳେ ବରକନ୍ୟା ମାଧପୁରରୁ ଜୟପୁର ବିମାନବନ୍ଦରକୁ ଏକ ହେଲିକପ୍ଟରରେ ଯାଇଥିଲେ। ଏହି ଫଟୋ ଏବେ ସୋସିଆଲ…
ଅଭିନେତା ହେବା ପରେ ଭାଙ୍ଗିଯାଇଥିଲା ବାହାଘର
ବଲିଉଡର କିମ୍ବଦନ୍ତୀ ଅଭିନେତା ଅଶୋକ କୁମାରଙ୍କ ଆଜି ଜନ୍ମବାର୍ଷିକୀ। ତାଙ୍କୁ ବଲିଉଡ୍ର ଚିରସବୁଜ ଅଭିନେତା କୁହାଯାଉଥିଲା। କିନ୍ତୁ ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତା ଯିଏ ହିରୋ ହେବାର ସୁଯୋଗ ପାଇଥିଲେ। ଏପରିକି ଲୋକମାନେ ତାଙ୍କୁ ଦାଦା ମୁନି ନାମରେ ଡାକନ୍ତି।…
ନିଜ ବିବାହ ଫଟୋ ବିକ୍ରି କରି ଏତିକି ଟଙ୍କା ରୋଜଗାର କରିଥିଲେ ଏସବୁ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ପ୍ରଶଂସକଙ୍କ ପାଇଁ ଉତ୍ସାହର କଥା। ବିଶେଷକରି ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀ-ଅଭିନେତାଙ୍କ ବିବାହ ଫଟୋ ଦେଖିବାକୁ ବେଶ୍ ଆଗ୍ରହୀ। କିନ୍ତୁ ଏବେ ଅଧିକାଂଶ ସେଲିବ୍ରିଟି ସେମାନଙ୍କ ବିବାହକୁ ଗୁପ୍ତ ରଖିବାକୁ ପସନ୍ଦ କରୁଛନ୍ତି। କାରଣ…
ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…
ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହାର ଏକ ବିଶେଷ କାରଣ ହେଉଛି ସେମାନଙ୍କ ବିବାହ ସମାରୋହ ବହୁତ ବିଳାସପୂର୍ଣ୍ଣ। ବିବାହରେ…
ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି
ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। ପରେ ଘୋଡ଼ା ଉପରେ ବସି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ। ପ୍ରଥମେ ପ୍ରବେଶ…
ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!
ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ…
ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି କୁହାଯାଏ । କେବଳ ସେତିକି ନୁହେଁ ସାଉଥର ଏହି ସୁପରଷ୍ଟାର କ୍ରିୟୁ ମେମ୍ବରର୍ସଙ୍କୁ…
ମା’ ହେବେ କମେଡି କୁଇନ୍ !
ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଭଲ ଖବର ଦେବେ? ତେବେ ଭାରତୀ ପ୍ରଶଂସକମାନଙ୍କୁ…
Archives


