ଯେବେ ରିଲ୍-ରିୟଲ୍ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି
ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ଏହି…
ପ୍ରେମରେ ପୂର୍ଣ୍ଣଚ୍ଛେଦ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍- ରେହମାନ ଶଲ୍ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏବେ ସୋସିଆଲ ମିଡିଆରେ ଜୋର୍ଦାର ଚର୍ଚ୍ଚା ହେଉଛି। ରେହମାନ ସୁସ୍ମିତାଙ୍କ ଘର ଛାଡ଼ି ନିଜର ଜିନିଷପତ୍ର ନେଇ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି।…
ଗୀତକୁ ନେଇ ବିବାଦରେ ସନ୍ନି ଲିଓନି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସନ୍ନିଙ୍କ ଏହି ଗୀତକୁ ନେଇ ଟ୍ରୋଲ କରାଯାଉଛି। ଏପରିକି ବ୍ୟାନ କରିବା ପାଇଁ…
ଓଟିଟି ପ୍ଲାଟଫର୍ମରେ କ୍ରାଇମ ସିରିଜ ଜୌନପୁର
ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍ର ଏବଂ ଦୃତ ଅଭିବୃଦ୍ଧିଶୀଳ ଓଟିଟି ପ୍ଲାଟ୍ଫର୍ମରେ ଏକ ନୂତନ କ୍ରାଇମ୍ ସିରିଜ୍ ‘ଜୌନପୁର’ର ପ୍ରିମିୟର ଶୁଭାରମ୍ଭ ହୋଇଛି। ଏହି ସିରିଜ୍ରେ ୟୁପିର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରର ଜୀବନ କାହାଣୀ ଉପରେ ଆଧାରିତ। ଜୌନପୁରରେ ସୁଟିଂ…
ଭଗବତ ଗୀତା ପଢୁଛନ୍ତି ଉର୍ଫି ଜାଭେଦ
ବିଗ ବସ ଓଟିଟି ଫେମ୍ ଉର୍ଫି ଜାଭେଦଙ୍କୁ ଏବେ ବିବାହ ଚିନ୍ତା ପଡିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିବାହ ପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କଦାପି ମୁସଲମାନ ପୁରୁଷଙ୍କୁ ବିବାହ କରିବେ ନାହିଁ ବୋଲି କହିଛନ୍ତି…
ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’
ମୁମ୍ବାଇ: କବୀର ଖାନଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛିି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କର ରହିଛନ୍ତି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ…
ହ୍ରିତିକ୍ଙ୍କ ସହ ଚୁମ୍ବନ ଦୃଶ୍ୟକୁ ନେଇ ଏହି ଅଭିନେତ୍ରୀଙ୍କୁ ମିଳିଥିଲା ନୋଟିସ୍, ପରେ ରଣବିରଙ୍କୁ…
ବମ୍ବେ: ପାନାମା ପେପର୍ସ ଲିକ୍ ମାମଲାକୁ ନେଇ ଚର୍ଚ୍ଚାରେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ବିଗତ ଦିନଗୁଡ଼ିକ ଦେଖିଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କେଉଁ…
ଆହତ ହେଲେ ଟାଇଗର!
ମୁମ୍ବାଇ: ବଲିଉଡ୍ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ପରିବର୍ତ୍ତେ ଦୁଃଖି ହୋଇଯାଇଛନ୍ତି । କାରଣ ଫଟୋରେ ଅଭିନେତାଙ୍କ ଆଖିତଳେ ଏକ…
ଏବେ ପ୍ରିୟଙ୍କା କହିଲେ କାରଣ
ବମ୍ବେ: ନିଜଠାରୁ ବୟସରେ ଢ଼େରଗୁଣା ସାନ ପ୍ରେମିକାଙ୍କ ହାତ ଧରି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ନିକଟରେ ସେ ନିଜ ନାମରୁ ‘ଜୋନାସ’ ସରନେମ୍ ହଟାଇଥିଲେ। ଏହାପରଠାରୁ ନିକ୍ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ…
‘ରାୱଡି ରାଠୋର’ ସିକ୍ୱିଏଲ ସହ ଫେରୁଛନ୍ତି ଅକ୍ଷୟ
ମୁମ୍ବାଇ: ବଲିଉଡର ସୁପରହିଟ୍ ମୁଭି ମଧ୍ୟରେ ଅନ୍ୟତମ ହେଉଛି ‘ରାୱଠି ରାଠୋର’ । ୨୦୧୨ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ ବି କରିଥିଲା । ପ୍ରଭୁ ଦେବା ଏହାର ନିର୍ଦ୍ଦେଶକ ଥିବା ବେଳେ ସଞ୍ଜୟ ଲିଲା…
‘ଅକ୍ଷୟ ମୋତେ ବ୍ୟବହାର କରି…’ ବ୍ରେକ୍ଅପ୍ ପରେ ଶିଳ୍ପା…
ବମ୍ବେ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜର କର୍ମ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ବୟ ରଖିଥାନ୍ତି। ହେଲେ ବିଗତ ଦିନ ଦେଖିଲେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି।…
ଗୋଆରେ ଛୁଟି କାଟୁଛନ୍ତି ତେନ୍ଦୁଲକରଙ୍କ ଝିଅ
ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ସୁପରହିଟ୍। ସାରାଙ୍କ ପ୍ରତ୍ୟେକ ଫଟୋ ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ସାରାଙ୍କର ଏକ ଫଟୋ ଭାଇରାଲ ହେଉଛି। ସାରା ବର୍ତ୍ତମାନ ଗୋଆରେ ଛୁଟି କାଟୁଛନ୍ତି। ସାରା…
Archives


